ଧର୍ମ

କେଉଁ ବାରରେ ଜନ୍ମ ହେଲେ କଣ ଲକ୍ଷଣ ରହିଥାଏ ଜାଣନ୍ତୁ…

ବନ୍ଧୁଗଣ ଆପଣ ମାନେ ଏହି କଥା କୁ ଜାଣି ଥିବେ କି ଆମର ଜନ୍ମ ସମୟ ରୁ ହିଁ ଜ୍ୟତିଷ ଶାସ୍ତ୍ର କହି ଥାଏ ଆମର ବ୍ୟକ୍ତିତ୍ୱ ଏବଂ ଆମର ନାମ ଏବଂ ନିଜର ଭଷିଷ୍ୟତ ବିଷୟ ରେ ବି । ସେହି ପରି ଭାବେ ଆମେ ଯେଉଁ ବାର ର ଜନ୍ମ ହୋଇ ଥାଏ ତାହାବି ଆମର ବ୍ୟକ୍ତିତ୍ୱ କୁ ପ୍ରକାଶ କରେ ତେବେ ଆସନ୍ତୁ ବାର ଅନୁସାରେ ଆମେ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣି ନେବା ।

ହେଲେ ଏହା ପୂର୍ବ ରୁ ଜାଣି ନେବା ବାର ଏବଂ ତାର ଜ୍ୱତିଷ ମହତ୍ୱ ବିଷୟ ରେ । ସୂର୍ଯ୍ୟ ରବିବାର ର ସ୍ୱାମୀ ଅଟନ୍ତି । ଚନ୍ଦ୍ର ସୋମବାର ର ସ୍ୱାମୂ ଅଟନ୍ତି । ମଙ୍ଗଳ ଗ୍ରହ ମଙ୍ଗଳ ବାର ର ସ୍ୱାମୀ ଅଟନ୍ତି । ଏବଂ ବୁଧ ଗ୍ରହ ବୁଧବାର ର ସ୍ୱାମୀ ଅଟନ୍ତି । ବୃହସ୍ପତି ଗୁରୁବାର ର ସ୍ୱାମୀ ଅଟନ୍ତି । ଶୁକ୍ର ଗ୍ରହ ଶୁକ୍ରବାରର ସ୍ୱାମୀ ଏବଂ ଶନି ଗ୍ରହ ଶନିବାର ର ସ୍ୱାମୀ ଅଟନ୍ତି ।

 

ଏହା ଆସନ୍ତୁ ଜାଣି ନେବା ବିସ୍ତାର ଭାବେ । ସୋମବାର । ଏହି ବାର ରେ ଜନ୍ମ ହୋଇ ଥିବା ପିଲା ମାନେ ବହୁତ ସମ୍ବେଦନ ଶୀଳ ହୋଇ ଥାନ୍ତି । ଏମାନେ ନିଜର ସ୍ୱଭାବ କାରଣ ରୁ ହିଁ ଲୋକ ମାନଙ୍କ ପାଖରେ ପରିଚତ ହୋଇ ଥାନ୍ତି । ଏମାନେ ବହୁତ ଭାବୁକ ହୋଇ ଥାନ୍ତି । ଏମାନଙ୍କ ପାଇଁ ନିଜର ପରିବାର ହିଁ ସବୁ କି୍ଛି ହୋଇ ଥାଏ ।

 

ଆପଣ ମାନେ ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ । ମଙ୍ଗଳବାର । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ବେଳେ ଯୋସ୍ ରେ ରହି ଥାନ୍ତି । ଏମାନେ ସବୁ ବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କ ପାଖରେ ନିର୍ଣ୍ଣୟ ନେବାର କ୍ଷେମତା ରହି ଥାଏ । ଏହି କାରଣ ରୁ ଏମାନେ ସଫଳ ହୋଇ ଥାନ୍ତି ।

ବୁଧବାର । ଯଦି ଆପଣ ମାନଙ୍କ ଜନ୍ମ ଏହି ବାର ରେ ହୋଇଛି ତେବେ ଆପଣ ମାନଙ୍କ ଗୋଟିଏ ଖାସିୟତ୍ ହେଲା ଆପଣ ମାନେ ନିଜର କଥା ବାତ୍ତା ଦ୍ୱରା ଲୋକ ମାନଙ୍କ ମନ କିଣି ପାରିବ । ଏହି କାରଣ ରୁ ଏମାନେ ରାଜନୀତି ରେ ସଫଳ ହୁଅନ୍ତି ।

 

ଗୁରୁବାର । ଏହି ଦିନ ଜନ୍ମ ହୋଇ ଥିବା ଲୋକ ମାନେ ଅତ୍ୟନ୍ତ ସ୍ୱଭାଗୈ ଶାଲୀ ହୋଇ ଥାନ୍ତି । ଏମାନେ ବହୁତ ଧନୀ ପ୍ରତ୍ୟେକ ଭାବେ ସକ୍ଷ୍ୟମ ଏମାନଙ୍କୁ ଭଲ ଭବିଷ୍ୟତ ମିଳି ଥାଏ । ଶୁକ୍ରବାର । ହୁଏତ ଆପଣ ମାନଙ୍କୁ ଶୁକ୍ରବାର କୁ ଜନ୍ମିତ ପିଲା ଆପଣ ମାନଙ୍କୁ ସୁନ୍ଦ ନ ଲାଗେ । କିନ୍ତୁ ସେ ଆକର୍ଶକ ନିଶ୍ଚିତ ଭାବେ ହୋଇ ଥିବ ।

ଏମାନଙ୍କୁ ଧଳା ରଙ୍ଗ ବହୁତ ପସନ୍ଦ । ସନିବାର ।ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ।ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ନିଜର ଲାଇଫ୍ କୁ ଦୁଇ ପ୍ରକାରର ଚଳେଇ ଥାନ୍ତି । ଏମାନେ ସବୁ କାମ କୁ ବୁଝି ସୁଝି କରନ୍ତି । ଯଦି ଆପଣ ମାନେ ଚାକିରୀ କରୁଛନ୍ତି ।

 

ତେବେ ଆପଣ ମାନଙ୍କ ବସ୍ ପାଇଁ ଆପଣ ଜଣେ ଭଲ କର୍ମଚାରୀ ଅଟନ୍ତି । ରବିବାର । ଏହି ବାର ରେ ଜନ୍ମ ହୋଇ ଥିବା ଲୋକ ମାନେ ସବୁ ସମୟ ରେ ଖୁସି ରେ ରୁହନ୍ତି । ଏବଂ ଏମାନେ ସ୍ୱଭାବ ର ବହୁତ ଭଲ ହୁଅନ୍ତି । ଏବଂ ନିଜର କାର୍ଯ୍ୟ କୁ ନିଜେ କରନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button