ବିଚାର

5 ଦିନରେ କେମିତି ବି କମଜୋରି, କ୍ୟାଲସିୟମର କମି, ଶରିରରେ ସ୍ଫୁର୍ତ୍ତି, ତାକତ ବଢାଇବାର ସହଜ ଘରୋଇ ଉପାୟ, ବାସ ଖାଇବାକୁ ହେବ ଏହି ଜିନିଷ

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଥଣ୍ଡା ମୌସମରେ ଚଣା ଓ ଖଜୁରୀକୁ ସେବନ କରୁଛନ୍ତି ତେବେ ଆପଣଙ୍କ ଶାରୀରିକ କ୍ଷମତା ଏତେ ବଢିଯିବ କି ଆପଣଙ୍କୁ ନିଜ ଉପରେ ବିଶ୍ଵାସ ରହିବ ନାହିଁ । ଯଦି ଆପଣ ଶାରୀରିକ ଭାବେ ଦୁର୍ବଳ ଅଟନ୍ତି କିମ୍ବା ଶରୀରରେ ରକ୍ତର ଅଭାବ, କ୍ଳାନ୍ତ ଅନୁଭବ କରୁଛନ୍ତି କିମ୍ବା ଆଳସ୍ୟ, ରାତିରେ ଶୋଇବା ସମୟରେ ହାତ ଗୋଡ଼ ବିନ୍ଧା ହେଉଛି, ବୟସ୍କ ଦେଖା ଯାଉଛନ୍ତି, ଦୃଷ୍ଟି ଶକ୍ତି କମଜୋର ଅଛି, ଶରୀର ଦୁର୍ବଳ ଲାଗୁଛି ତେବେ ଆପଣ ନିଶ୍ଚିତ ଭାବେ ଖଜୁରୀ ଓ ଚଣା ଖାଆନ୍ତୁ ।

ଏହାକୁ କିପରି ଖାଇବେ ଓ ଏହାର କଣ ଲାଭ ହେବ ଆସନ୍ତୁ ଜାଣିବା । ଚଣା ବା ବୁଟରେ ଆପଣଙ୍କୁ କ୍ୟାଲସିୟମ, କାର୍ବୋହାଇଡ୍ରେଡ଼, ପ୍ରୋଟିନ, ଆଇରନ ଭଳି ଭିଟାମିନ ପ୍ରଚୁର ମାତ୍ରରେ ମିଳେ ।

ସେହିଭଳି ଖଜୁରୀରେ ଆଇରନ, ପ୍ରୋଟିନ, କ୍ୟାଲସିୟମ, ପୋଟାସୀୟମ, ଫାଇବର, ଭିଟାମିନ B ପ୍ରଚୁର ମାତ୍ରରେ ମିଳିଥାଏ । ଆପଣ ସବୁଦିନ ଗୋଟିଏ ମୁଠାଏ ବୁଟ ଓ ୩ ଟି ଖଜୁରୀ ଖାଇବ ଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଭିଟାମିନ ମିଳିଥାଏ । ଖଜୁରୀ ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ । ଏଥିରେ ଥିବା ପୋଟାସୀୟମ ଶରୀରର ସୁଗାରକୁ ଶକ୍ତିରେ ପରିଣତ କରିଥାଏ । ୧୦୦ ଗ୍ରାମ ବୁଟରେ ୩୦ ଗ୍ରାମ ପ୍ରୋଟିନ ମିଳିଥାଏ । ବୁଟ ଓ ଖଜୁରୀ ଖାଇବା ଦ୍ୱାରା ଆପଣଙ୍କ ଶରୀରର ହଜମ ଶକ୍ତି ବି ବୃଦ୍ଧି ପାଇ ଥାଏ ।

ଏହା ସହିତ ଶରୀରକୁ ଭରପୁର ନିୟୁଟ୍ରିସନ ମିଳିଥାଏ । ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଭିଟାମିନ B ପ୍ରଚୁର ମାତ୍ରରେ ମିଳିଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ଆଖିର ଦୃଷ୍ଟି ଶକ୍ତି ବି ବୃଦ୍ଧି ପାଇଥାଏ । ମସ୍ତିଷ୍କ ପ୍ରଖର ହୋଇଥାଏ । ଆପଣ ବ୍ୟାୟାମ କରିବା ପୂର୍ବରୁ ବୁଟ ଓ ୩ ,୪ ଟି ଖଜୁରୀ ଖାଉଛନ୍ତି ତେବେ ଆପଣଙ୍କୁ ବହୁତ ଶକ୍ତି ମିଳିଥାଏ ଓ କ୍ଳାନ୍ତ ଅନୁଭବ ହୁଏ ନାହିଁ । ଯାହାର ସ୍ମରଣ ଶକ୍ତି କମଜୋର ଅଛି ଓ ଶରୀର ଦୁର୍ବଳ ଅଛି ସେମାନେ ଏହାକୁ ନିଶ୍ଚିତ ଭାବେ ପ୍ରୟୋଗ କରନ୍ତୁ ।

ଏହାକୁ କିପରି ଖାଇବେ ଆସନ୍ତୁ ଜାଣିବା । ସକାଳୁ ଖାଇବାର ଏକ ଘଣ୍ଟା ପରେ ଓ ଅଧ ଘଣ୍ଟା ପୂର୍ବରୁ ଗୋଟିଏ ବା ଦୁଇଟି ମୁଠା ବୁଟ ଓ  ୩, ୪ ଟି ଖଜୁରୀକୁ ଚୋବାଇ ଚୋବାଇ ଖାଇବା ଉଚିତ ଓ ଏହା ପରେ ଗୋଟିଏ କପ ଉସୁମ ପାଣି ପିଇ ପାରନ୍ତି ଏହା ଦ୍ଵାରା ଆପଣଙ୍କ ଖାଦ୍ୟ ଭଲ ହଜମ ହୋଇଥାଏ । ନଚେତ ଏହାକୁ ଦ୍ୱିପ୍ରହର ଖାଇବାର ଦୁଇ ଘଣ୍ଟା ପରେ ସେବନ କରି ପାରିବେ । ଏହି ବୁଟ ଓ ଖଜୁରୀ ଖାଇବା ପରେ ଯଦି ଆପଣ କୁଛି କ୍ଷୀର ଖାଉଛନ୍ତି ତେବେ ଆହୁରି ଭଲ ଅଟେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button