ଦେଶ ବିଦେଶ

ପ୍ରଦୂଷଣରୁ ବଞ୍ଚାଇବ ଏହି ଡ୍ରିଙ୍କ, ଆଜି ହିଁ ପ୍ରସ୍ତୁତ କରନ୍ତୁ

ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢିଚାଲିଛି ଯେ, ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡରିଛନ୍ତି। ଏଥିପାଇଁ ଲୋକ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଏହି ସବୁ ରୋଗରୁ ବଞ୍ଚିବା ପାଇଁ ପିଅନ୍ତୁ ଏହି ଡ୍ରିଙ୍କ ଆଉ ନିଜକୁ ସୁସ୍ଥ ରଖନ୍ତୁ। ଆସନ୍ତୁ ଜାଣିନେବା କିପରି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ..

ଆବଶ୍ୟକ ସାମଗ୍ରୀ

ଜାମୁକୋଳି, ଅଙ୍ଗୁର

ଏକ ବଡ ଚାମଚ ଫେଷୁ

ଅଧା କପ୍‌ ଆଭାକାଡୋ

ଏକ ବଡ ଚାମଚ ପ୍ରୋଟିନ ପାଉଡର

ବାଦାମ କିମ୍ବା ନଡିଆ ଯୁକ୍ତ କ୍ଷୀର (ବିନା ଚିନି ଯୁକ୍ତ)

smothe

ପ୍ରସ୍ତୁତି ପ୍ରଣାଳୀ :

ଜାମୁ ଏବଂ ଅଙ୍ଗୁରକୁ ଭଲଭାବେ ଧୋଇଦିଅନ୍ତୁ। ଏହାପରେ ଏକ ଚାମଚ ଫେଷୁ ନେଇ ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ଆଭାକାଡୋକୁ ମିଶାଇ ସମସ୍ତ ସାମଗ୍ରୀକୁ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏଥିରେ ବେରୀ ପ୍ରୋଟିନ ପାଉଡର ଏବଂ ବାଦାମ କିମ୍ବା ନଡିଆ କ୍ଷୀର ସହିତ ଉପରେ ମିଶାଇ ଦିଅନ୍ତୁ। ପୁଣି ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ମଦୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button