ନୀତି

ଯଦି ଆପଣଙ୍କୁ ମିଳୁଛି ଏହି 9 ଟି ସଙ୍କେତ ତ ଆପଣ କୌଣସି ସାଧାରଣ ମଣିଷ ନୁହନ୍ତି, ଆପଣଙ୍କ ଉପରେ ଈଶ୍ବରଙ୍କ ବରଦାନ !

ଦୁନିଆର ପ୍ରତେକ ଲୋକ ଏକ ପ୍ରତେକ ମଣିଷ  ଏକ ଏଠାରେ ଆମେ କହିବାକୁ ଯାଉଛୁ କି କିଛି ଏଭଳି ବ୍ୟକ୍ତି ଆମ ଆଖ ପାଖରେ  ଅଛନ୍ତି ଯେଉଁ ମାନେ ଭଗବାନଙ୍କ ବିଶେଷ କୃପା ପାଇଥାନ୍ତି। ଆସନ୍ତୁ ଜାଣିବା କିଭଳି ଜାଣିବେ ଆପଣଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ଅଛି ବୋଲି । ଯେଉଁ ବ୍ୟକ୍ତି ମନରେ କେବେବି ଆସା , ଲୋଭ , ହିଂସା , ରାଗ ନଥାଏ । ଏଭଳି ଲୋକ ମାନଙ୍କୁ ଭଗବାନ ନିଜର ଶକ୍ତି କିଛି ମାତ୍ରାରେ ଦେଇ ଥାନ୍ତି ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି ଏଭଳି ବ୍ୟକ୍ତି ସବୁବେଳେ ଅନ୍ୟ ମାନଙ୍କ ସହ ଭଲରେ କଥା ହୋଇଥାନ୍ତି ।

ସେ ସବୁ ବେଳେ ନିଜ କାମ କିମ୍ବା ନିଜ ଓ ନିଜର ସହ କାମ କରୁଥିବା ଲୋକଙ୍କ ବିଷୟରେ ଭାବିଥାନ୍ତି । ଦ୍ବିତୀୟରେ ଯେଉଁ ବ୍ୟକ୍ତି କୁ ସର୍ବଦା ମନ୍ଦିର ଓ ମନ୍ଦିର ଆଖ ପାଖର ଜିନିଷ ସବୁବେଳେ ଦେଖା ଯାଏ ତାହାକୁ କିଛି ମାତ୍ରାରେ ଦିବ୍ୟ ଶକ୍ତି ପ୍ରାପ୍ତି ହୋଇ ଥାଏ । ଏଭଳି ଲୋକଙ୍କୁ ଶାସ୍ତ୍ର ଅନୁସାରେ ଭାଗ୍ୟଶାଳି ଲୋକ କୁହା ଯାଏ । ଏମାନଙ୍କୁ ସର୍ବଦା ଭଗବାନ ଦେଖା ଦେଇ କିଛି ସଂକେତ ଦେଇ ଥାନ୍ତି ଯାହା ପାଇଁ ବ୍ୟକ୍ତି ଜାଣି ପାରେକି  ଭଗବାନ ସବୁବେଳେ ତା ସହ ଅଛନ୍ତି ।

ତୃତୀୟ ବ୍ୟକ୍ତି ଯିଏ ନିଜର ଦୈନିକ କାମରୁ ବଞ୍ଚିଥିବା ସମୟକୁ କେବଳ ଭଗବାନ ଙ୍କୁ ଧ୍ୟାନ କରି ଥାଏ । ସେ ନିଜର ଭଗବାନ ଙ୍କ ଅସ୍ତିତ୍ଵ କୁ ମାନି କେବଳ ତାଙ୍କର ଆରାଧନା କରିଥାଏ । ଏଭଳି ଲୋକଙ୍କୁ ଭଗବାନ କିଛି ଦିବ୍ୟ ଶକ୍ତି ପ୍ରଦାନ କରିଥାନ୍ତି ।

ଚତୁର୍ଥ ବ୍ୟକ୍ତି ଯେଉଁ ମାନେ ସମାଜକୁ ଆଖି ଆଗରେ ରାଖୀ ନିଜର କାମ କରିଚାଲନ୍ତି । ଆବଶ୍ୟକ ଆସିଲେ ସେମାନେ ସମାଜ ପାଇଁ ଗରିବ ଲୋକଙ୍କ ପାଇଁ ଓ ପଶୁ ପକ୍ଷୀଙ୍କ ପାଇଁ କିଛି କାମ କରିଥାନ୍ତି ଏଭଳି ଲୋକମାନଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ରହି ଥାଏ ।

ପଞ୍ଚମ ବ୍ୟକ୍ତି ଯେଉଁ ମାନେ କିଛି ହେବାକୁ ଯାଉଥିବା ଆଗାମୀ ଭବିଷ୍ୟତ ଘଟଣା କୁ ଜାଣି ଯାଇଥାନ୍ତି ସେଭଳି ଲୋକମାନେ ଭଗାବାନ ଙ୍କର କୃପା ପାଇ ଥାନ୍ତି । ଆପଣ ଯଦି ଜାଣି ନଥିବେ ତାହେଲେ ଏଭଳି ଲୋକମାନଙ୍କ ବିଷୟରେ ତାଙ୍କ ଘର ଲୋକଙ୍କୁ ପଚାରିଲେ ଜାଣି ଯିବେ କି କିଛି ହେବା ଆଗରୁ ସେମାନେ ଏହାର ପୂର୍ବ ଆଭାସ ଦେଇ ଦେଇଥାନ୍ତି ନିଜ ପରିଚିତ ମାନଙ୍କୁ।

ଷଷ୍ଠ ବ୍ୟକ୍ତି ମାନଙ୍କୁ ତାଙ୍କ ଆଖ ପାଖରେ ସବୁ ବେଳେ କିଛି ସୁଗନ୍ଧ ଅନୁଭୁତ ହୋଇ ଥାଏ । ସେମାନେ ସବୁ ବେଳେ ନିଜର ଚିନ୍ତାକୁ ଭଲ ରଖୀ ଥାନ୍ତି ସେମାନେ କାହାର ଅନିଷ୍ଟ ଚିନ୍ତା କରନ୍ତିନୀ ଏଭଳି ଲୋକଙ୍କ ଉପରେ ଭଗବାନ ଙ୍କର ଆଶୀର୍ବାଦ ଥାଏ ।

ସପ୍ତମ ବ୍ୟକ୍ତି ମାନେ ଯେଉଁ ମାନେ ବ୍ରହ୍ମ ମୂହୁର୍ତ୍ତରୁ ଉଠିକି ନିଜ କାମ ସାରିକି , ଭଗାବନଙ୍କ ଆରଧାନ କରିଥାନ୍ତି । ସେ ସୂର୍ଯ୍ୟ ଉଦୟ ହେଲା ମାତ୍ରେ ତାଙ୍କୁ ଜଳ ଦାନ କରି ଥାନ୍ତି ଏଭଳି ଲୋକମାଙ୍କ ଉପରେ ଇଶ୍ଵର ନିଜର କୃପା କରିଥାନ୍ତି ।

ଅଷ୍ଟମ ବ୍ୟକ୍ତି ମାନେ ଯେଉଁ ମାନେ ଭଜନ ଚାଲିଲା ବେଳେ କିମ୍ବା କିଛି କଥା ଶୁଣିବା ସମୟରେ ନୁଜକୁ ସେହି କଥା କିମ୍ବା ଭଜନ ମଧ୍ୟରେ ହଯାଇ ଦେଇ ଥାନ୍ତି ସେମାନକ ଉପରେ ଭଗବାନ ଙ୍କର କୃପା ସବୁବେଳେ ରହି ଥାଏ ।

ଶେଷରେ ନବମ ବ୍ୟକ୍ତି ଏହି ବ୍ୟକ୍ତି ମାନେ ନିଜକୁ ଭଗବାନ ଙ୍କ ସହ ଲୀନ କରିଦେଇ ଥାନ୍ତି ମାନେ ସେମାନେ ସାଧୁ ହୋଇଥାନ୍ତି ସଂସାର ତ୍ୟାଗ କରି ଦେଇ ଥାନ୍ତି ।  ସେମାନେ ନିଜକୁ ଏକ ଅଭିର୍ଣ୍ଣ ଅଙ୍ଗ ଭାବି ନିଅନ୍ତି ଭଗବାନଙ୍କର ଏଭଳି ଲୋକଙ୍କ ଉପରେ ଭଗାବାନ ଙ୍କ କୃପା ରହି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button