ବିଚାର

Vastu Shastra- ଘରର ପ୍ରବେଶ ଦ୍ଵାରରେ ଯଦି ରଖିଛନ୍ତି ଏହି 5 ଟି ଜିନିଷ ମଧ୍ୟରୁ ଗୋଟିଏ ବି ଜିନିଷ ତ ମା’ ଲକ୍ଷ୍ମୀ କେବେ ବି କରନ୍ତି ନାହିଁ ସେହି ଘରେ ପ୍ରବେଶ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ରର ମହତ୍ତ୍ୱ ବହୁତ ରହିଛି। ଯଦି ଆମେ ଶାସ୍ତ୍ରରେ ଲିଖିତ ସମସ୍ତ କଥାକୁ ମାନି ଚଳିବା ତେବେ ଆମ ଜୀବନରେକୌଣସି ପ୍ରକାର ବାଧା ବିଘ୍ନ ଦେଖା ଯାଇ ନ ଥାଏ।କିନ୍ତୁ ଆମେ ଯଦି ଶାସ୍ତ୍ରର ବିପରୀତ ଦିଗ ରେ ଯିବା ତେବେ ଆମେ ଆମ ଜୀବନ ରେ କୌଣସି କାର୍ଯ୍ୟ ରେ ମଧ୍ୟ ସଫଳତା ହାସଲ କରିପାରିବା ନାହିଁ।ଶାସ୍ତ୍ରରେ ଲେଖା ହୋଇଥିବା ପ୍ରାୟ ସମସ୍ତ କଥା ସତ୍ୟ ହୋଇଥାଏ ଏହା ପ୍ରମାଣିତ ମଧ୍ୟ ହୋଇସାରିଛି।ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ଆମ ଶାସ୍ତ୍ର ରେ ଆମ ଜୀବନ ର ପ୍ରତ୍ୟେକ ଟି କଥା ଲେଖା ହୋଇ ରହିଛି। ଶାସ୍ତ୍ର ଅନୁସାରେ ଏପରି କିଛି ବସ୍ତୁ ଅଛି ଯାହାକୁ ଆମେ ଘରର ପ୍ରବେଶ ଦ୍ୱାର ସମ୍ମୁଖରେ ରଖିବା ଦ୍ୱାରା ସମ୍ପୂର୍ଣ୍ଣ ଦରିଦ୍ର ହୋଇ ଯାଇଥାଉ। କାରଣ ଏହା ଦ୍ୱାରା ମାତା ଲକ୍ଷ୍ମୀ ଗୃହରେ ପ୍ରବେଶ କରି ପାରିନଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ସବୁ ବସ୍ତୁ ସମ୍ପର୍କରେ କହିବାକୁ ଯାଉଛୁ। ତେବେ ବନ୍ଧୁଗଣ ଆସନ୍ତୁ ଆଲୋଚନା କରିବା ସେହି ସବୁ ଜିନିଷ ବିଷୟରେ ଯାହାକୁ ପ୍ରବେଶ ଦ୍ୱାର ସମ୍ମୁଖରେ ରଖିବା ଅଶୁଭ ହୋଇଥାଏ ।

 

ବନ୍ଧୁଗଣ ଘର ର ପ୍ରବେଶ ପଥ ଦ୍ୱାରା ଘରକୁ ଅନେକ ପ୍ରକାର ନକରାତ୍ମକ ଶକ୍ତି ଓ ସକାରାତ୍ମକ ଶକ୍ତି ତଥା ଭଲ ଲୋକ ଓ ଖରାପ ଲୋକ ପ୍ରବେଶ କରିଥାନ୍ତି।ପ୍ରଥମତଃ ଘରର ମୁଖ୍ୟ ଦ୍ୱାର କୁ ସଫା ରଖିବା ଉଚିତ।କେତେକ ଲୋକ ଘର ର ପ୍ରବେଶ ଦ୍ୱାର ରେ ଅନେକ ଗଛ ଲଗାଇ ଥାନ୍ତି ଯାହା ଦ୍ୱାରା ସେଗି ଗଛ ର ଛାଇ ସେହି ଘର ଉପରେ ପଡିଥାଏ।ଏହା ଘର ପାଇଁ ବିଲକୁଲ ବି ଭଲ ହୋଇ ନ ଥାଏ।ଏହା ଦ୍ୱାରା ଘରେ ଅନେକ ପ୍ରକାର ଖରାପ ଶକ୍ତି ବା ନକରାତ୍ମକ ଶକ୍ତି ର ପ୍ରବେଶ କରିଥାଏ।ଏହା ଦ୍ବାରା ଆପଣଙ୍କ ର ଘରେ ବହୁତ ଅଶାନ୍ତି ସହିତ ଆର୍ଥିକ ଅଭାବ ମଧ୍ୟ ଦେଖା ଦେଇଥାଏ।

ବନ୍ଧୁଗଣ କିଛି ଲୋକ ଘରର ସମ୍ମୁଖରେ ବା ପ୍ରବେଶ ଦ୍ୱାର ରେ ଜୋତା ଓ ଚପଲ ରଖିଥାନ୍ତି।କିନ୍ତୁ ବନ୍ଧୁଗଣ ଜାଣି ରଖନ୍ତୁ ଯେ ଏହା ଘର ଓ ଘରର ଲୋକ ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ।ଏହା ଦ୍ୱାରା ଘରେ ଅଶୁଭ ଶକ୍ତି ର କାୟା ବିସ୍ତାର ହୋଇଥାଏ ଓ ଘରର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହୋଇଥାଏ।ଏହା ସହିତ ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହୋଇ ପାରି ନ ଥାଏ।

ଘର ସମ୍ମୁଖରେ ଏହି ସବୁ ଜିନିଷ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରି ନ ଥାନ୍ତି। ତେଣୁ ଏପରି କରିବା ଜମା ଭଲ ନୁହେଁ।କିଛି ଲୋକ ନିଜ ଘରର ସମ୍ମୁଖରେ ଅଳିଆ ଡବା ରଖି ଥାନ୍ତି।ଏହା ଫଳ ରେ ଘର ଉପରେ ବିଭିନ୍ନ ପ୍ରକାର ଖରାପ ଗ୍ରହ ମାନଙ୍କର ଖରାପ ଦୃଷ୍ଟି ପଡିଥାଏ।ଯାହା ଦ୍ୱାରା ଆପଣଙ୍କର ବହୁତ କ୍ଷତି ହୋଇଥାଏ।ତେଣୁ ଏପରି କରିବା ବହୁତ ଖରାପ ହୋଇଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ଜିନିଷ କେବେ ହେଲେ ମଧ୍ୟ ଘରର ସମ୍ମୁଖରେ ରେ ରଖନ୍ତୁ ନାହିଁ।

ବନ୍ଧୁଗଣ ଘରର ସମ୍ମୁଖରେ ସବୁବେଳେ ରଙ୍ଗୋଲି କରନ୍ତୁ ଓ ଚିତା,ଝୋଟି ପକାନ୍ତୁ।ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ର ପ୍ରବେଶ କରିଥାଏ ଓ ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ।ଘରର ସମ୍ମୁଖରେ ଶୁଭ ଲାଭ ଲେଖନ୍ତୁ ଓ ପ୍ରତିଦିନ ଗାଧୋଇ ସାରିବା ପରେ ଘର ସମ୍ମୁଖରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ।

ଏହା ଦ୍ୱାରା ଆପଣଙ୍କ ଘର ଉପରେ ଥିବା ସମସ୍ତ ଖରାପ ଗ୍ରହ ତଥା ନକରାତ୍ମକ ଶକ୍ତି ର ବିନାଶ ଘଟିଥାଏ ଓ ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଓ ଆପଣଙ୍କ ପରିବାର ରେ କୌଣସି ପ୍ରକାର ଅସୁବିଧା ଦେଖିବାକୁ ମିଳି ନ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button