ବନ୍ଦ ହୋଇଗଲା ୨୦୦୦ ଟଙ୍କିଆ ନୋଟ୍, ଜାଣନ୍ତୁ ବଦଳାଇବାର ଶେଷ ତାରିଖ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅଚଳ ହେଇଯିବ ୨୦୦୦ ଟଙ୍କିଆ ନୋଟ୍ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଭାରତୀୟ ରିଜର୍ଭ ବ୍ୟାଙ୍କ କରିଛି ବଡ ଘୋଷଣା । ୩୦ ଡିସେମ୍ବର ଯାଏ ଚାଲିବ ୨୦୦୦ ଟଙ୍କିଆ ନୋଟ୍ । ଏହା ସୂଚନା ଲୋକମାନଙ୍କ ଭିତରେ କୋଳାହଳ ସୃଷ୍ଟି କରିପାରିବ । କାରଣ ଅଚାନକ ଏପରି ନିଷ୍ପତି ନେବା ପଛରେ କଣ ରହିଛି କାରଣ । ମାତ୍ର ସାଥ ବର୍ଷ ମଧ୍ୟର୍ରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କଣ ପାଇଁ ହେଉଛି ।

ଯଦି ଆପଣମାନେ ଘରର ଖଟ ତଳେ ଲୁଚାଇକି ରଖିଛନ୍ତି କି ୨୦୦୦ ଟଙ୍କିଆ ନୋଟ୍ ତେବେ ତୁରନ୍ତ ତାହାକୁ ବାହାର କରି ବ୍ୟାଙ୍କ ରେ ଦେଇଦିଅନ୍ତୁ । ମାତ୍ର ୩୦ ଡିସେମ୍ବର ପର୍ଯ୍ୟନ୍ତ ରହିଛି ମଉକା ତା ପରେ ଯେତେ ଚେଷ୍ଟା କଲେ ବି ବଦଳିବ ନାହିଁ ୨୦୦୦ ନୋଟ୍ । ଘରର ମହିଳାମାନେ ସ୍ଵାମୀଙ୍କ ଠାରୁ ଧନ କୁ ସଞ୍ଚୟ କରିବା ଉଦେଶ୍ୟରେ ଅଳ୍ପ ଟଙ୍କା କୁ ଲୁଚେଇକି ରଖନ୍ତି । ତେବେ ଆପଣମାନଙ୍କ ପାଇ ଏହା ଖରାପ ଖବର ।

ଏହା ପଛରେ କାରଣ ରହିଛି ଯଥା କିଛି ମାସ ପୂର୍ବରୁ ଅଙ୍କେ ଅଙ୍କର ନୋଟ୍ ଜମା ହେଉଥିଲା ଏବଂ ବ୍ଲାକ ମୋନି ଭାବରେ ବ୍ୟବହାର ହେଉଥିବା ସୂଚନା କାରଣ ହୋଇପାରେ ବୋଲି ସନ୍ଦେହ ରହିଛି ।



