ବିଚାର

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି ୪ ଉପାୟ, ଦୂର ହେବ ସମସ୍ତ ଦୋଷ

ନ୍ୟାୟର ଦେବତା କୁହାଯାଉଥିବା ଶନିଦେବଙ୍କୁ ସମସ୍ତେ ପ୍ରସନ୍ନ କରିବାକୁ ଚାହାନ୍ତି, ଯାହାଦ୍ୱାରା ତାଙ୍କ କୃପା ସବୁବେଳେ ତାଙ୍କ ଉପରେ ରହିବ ଏବଂ ଶନି ଶୁଭ ଫଳ ପ୍ରଦାନ କରିବେ। ବ୍ୟକ୍ତିଙ୍କ ଜାତକରେ ଶନିଙ୍କର ଅଶୁଭ ଛାଇ ଜୀବନରେ ଦୁଃଖର ଭଣ୍ଡାର ନେଇ ଆସିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ଉପାୟ ଯାହା ସାହାଯ୍ୟରେ ଆପଣ ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

shani-ଶନିବାର ଦିନ ସଂଧ୍ୟାରେ ଓଶସ୍ତ ଗଛ ତଳେ ଚାରି ମୁହାଁ ଦୀପରେ ଦୀପ ଜଳାନ୍ତୁ। ଏପରି କଲେ ଧନ, ବୈଭବ ଏବଂ ଯଶରେ ବୃଦ୍ଧି ହେବ।

-ଶନିଦେବ ହନୁମାନଙ୍କ ଭକ୍ତଙ୍କ ଉପରେ ସବୁବେଳେ ନିଜ କ୍ରୁପା ଦ୍ରୁଷ୍ଟି ରଖନ୍ତି, ଏଥିପାଇଁ ଶନିବାର ଦିନ ହନୁମାନ ଚାଳିସା ପାଠ କରନ୍ତୁ। ହନୁମାନଙ୍କର ଦର୍ଶନ ଏବଂ ତାଙ୍କ ଭକ୍ତି କରିବା ଦ୍ୱାରା ଶନିଦେବଙ୍କର ସମସ୍ତ ଦୋଷ ଶେଷ ହୋଇଯାଇଥାଏ।

-ଶନିଙ୍କ ଦୋଷ ଦୂର କରିବା ପାଇଁ ସ୍ନାନ ସାରି କୌଣସି ବି ଓଷସ୍ଥ ଗଛ ତଳେ ହାତରେ ଗଛକୁ ଛୁଇଁ ଜଳ ଅର୍ପଣ କରିବା ଉଚିତ। ଓଷସ୍ଥ ଗଛରେ ସାତ ଥର ପରିକ୍ରମା କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button