ମନୋରଞ୍ଜନ

୨୧ ବର୍ଷର ଯୁବକ ଜଣକ କରିଲା ୯୧ ବର୍ଷ ମହିଳା ସହିତ ବିବାହ, ବିଛଣାରେ ପ୍ରେମ କରିବାକୁ ଗଲା ତ ଘଟିଲା ଏମିତି ଦୁର୍ଘଟଣା

ପ୍ରାୟତଃ ଆପଣମାନେ ଦେଖିଥିବେ କି ବଡ ବଡ ଲୋକମାନେ ନିଜ ଠାରୁ ଛୋଟ ବୟସର ଯୁବକ ଯୁବତୀଙ୍କ ସହ ବିବାହ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏହାର ବିଲକୁଲ ଓଲଟା ହିଁ କେସ ବିଷୟରେ କହିବାକୁ ଯାଉଛୁ ଏବଂ ଏହା ବହୁତ ଆଶ୍ଚର୍ଯ୍ୟକର ଅଟେ । ଏହି ପୁରା ମାମଲା ଆର୍ଜେନ୍ଟିନାର ଅଟେ ଯେଉଁଠି ଗୋଟିଏ ଯୁବକ ବିବାହ କରିବା ପାଇଁ ଯାଇଥିଲା । ସେହି ଯୁବକ ଗରିବ ପରିବାରର ଥିଲା ।

ଏମିତିରେ ତାକୁ ଆଗକୁ ପଢିବା ତାହା ପାଖରେ ଟଙ୍କା ନ ଥିଲା ଏବଂ ସେ ଏହି କାରଣରୁ ଯୁବକ ବହୁତ ଚିନ୍ତିତ ରହୁଥିଲା । ତେବେ ସେ ଏହା ପରେ ଏମିତି ଏକ କାମ କରିଲା ।

ଏହିଭଳି ସ୍ଥିତିରେ ଯୁବକ ଜଣକୁ ସେଠି ରହୁଥିବା ୯୧ ବର୍ଷର ବୟସ୍କ ମହିଳା କହିଲେ କି ସେ ଜୀବନରେ ଏକେଲା ହୋଇ ଯାଇଛନ୍ତି । ଏବଂ ସେ ଯଦି ତାଙ୍କ ସହିତ ବିବାହ କରି ନିଅନ୍ତି ତେବେ ସେ ତାର ସମସ୍ତ ପଢିବା ଖର୍ଚ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ତାହାକୁ ରହିବା ପାଇଁ ଏକ ଭଲ ଘର ବି ମିଳିବ । ଯୁବକକୁ ଏଥିରେ ଲାଭ ମିଳିଲା ସେଥିପାଇଁ ସେ ସେହି ମହିଳାଙ୍କ ସହିତ ବିବାହ କରିନେଲା ।

ବାହାଘର ପରେ ଦୁଇଜଣ ହନୀମୂନ ମନାଇବା ପାଇଁ ପାଖରେ ଥିବା ଏକ ସୁନ୍ଦର ଜାଗାକୁ ଯାଇଥିଲେ ଏବଂ ସେଠି ମହିଳା ଜଣକ କହିଲେ କି ସେ ତାଙ୍କୁ ପ୍ରେମ କରନ୍ତୁ ଏବଂ ଯେମିତି ହିଁ ଦୁଇ ଜଣ ପ୍ରେମ କରିଲେ ତେବେ ୯୧ ବର୍ଷର ମହିଳା ସହି ପାରିଲା ନାହିଁ ଏବଂ ସେଠି ହିଁ ତାଙ୍କର ଜୀବନ ଚାଲିଗଲା । ଏହା ପରେ ପୁଲିସ ମାମଲାକୁ ଯାଞ୍ଚ କରୁଛି ଏବଂ ଯାଞ୍ଚ ପରେ ବହୁତ କିଛି ମାମଲା ସାମନାକୁ ଆସୁଛି ।

ଯେତେବେଳ ଯୁବକ ମହିଲାଙ୍କର ପେନସନକୁ ନେବା ପାଇ ବ୍ୟାଙ୍କ ଗଲେ ତେବେ ସେଠିକାର ଅଧିକାରୀ ତାଙ୍କ ଉପରେ ଚିଲାଇଲେ ଏବଂ କହିଲେ କି କୌଣସି ବିବାହ ହୋଇ ନାହିଁ, ତୁମେ କେବଳ ଟଙ୍କା ପାଇଁ ତାଙ୍କ ସହିତ ବିବାହର ନାଟକ କରିଥିଲ ।

ଏମିତିରେ ଯୁବକ ପାଖରେ ନା ରହିଲା ଟଙ୍କା ଏବଂ ନା ଆସିଲା ଭଲ ଜୀବନ । ଏହା ପରେ ଯୁବକ ଟିକୁ  ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ କରିବାକୁ ପଡୁଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button