ଦେଶ ବିଦେଶ

ସାବଜୀ ଢୋକଲିୟା ଗତ ବର୍ଷ ଦୀପାବଳିରେ କର୍ମଚାରୀମାନଙ୍କୁ ଦେଇ ଥିଲେ ୬୦୦ କାର, ଏଥର ବି ଦେଲେ ଏହି ଉପହାର

ପୂଜା ସମୟରେ ସବୁ କମ୍ପାନୀ ମାନେ ନିଜର କର୍ମଚାରୀ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଉପହାର ଦେଇ ଥାନ୍ତି । କିନ୍ତୁ ସୁରତରେ ଏକ ଏମିତି ବ୍ୟପାରି ଅଛନ୍ତି ଯିଏକି ସବୁ ବର୍ଷ ଦୀପାବଳିରେ ନିଜର କର୍ମଚାରୀମାନଙ୍କୁ କିଛି ନା କିଛି ବଡ ଉପହାର ଦେଇ ଥାନ୍ତି । ବର୍ଷ ୨୦୧୮ରେ ଏହି କଥା ନିଆଁ ଭଳି ବ୍ୟାପି ଯାଇ ଥିଲା କି ଏହି ବ୍ୟାପାରୀ ଜଣକ ନିଜର ମାର୍କଚାରୀମାନଙ୍କୁ କାର ଉପହାର ଦେଇ ଥିଲେ ।

ଏହି ବ୍ୟାପାରୀଙ୍କର ନାମ ସାବଜୀ ଢୋକଲିୟା ଅଟେ । ସାବଜୀ ଢୋକଲିୟା ଗତ ବର୍ଷ ଦୀପାବଳିରେ କର୍ମଚାରୀମାନଙ୍କୁ ୬୦୦ ଟି କାର ବାଣ୍ଟିଥିଲେ , ଏଥର କଣ ଦେବେ ଏହା ଏକ ବଡ ପ୍ରଶ୍ନ ଅଟେ ।

ସାବଜୀ ଢୋକଲିୟା ଗତ ବର୍ଷ ବାଣ୍ଟି ଥିଲେ ୬୦୦ କାର

ଯଦି ଆପଣ ଭାରତରେ କାମ କରୁଛନ୍ତି ତେବେ ଆପଣଙ୍କୁ ଦୀପାବଳିରେ ବୋନସ କିମ୍ବା ଗିଫ୍ଟ ନିଶ୍ଚିତ ମିଳିଥାଏ । ସମସ୍ତ କମ୍ପାନୀର ମାଲିକମାନେ ହଜାର ଠାରୁ ନେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋନସ ନିଜ କର୍ମଚାରୀମାନଙ୍କୁ ଦେଇଥାନ୍ତି । କିନ୍ତୁ ଏହା ମଧ୍ୟରେ ସବୁଠୁ ପ୍ରଥମରେ ନାମ ଆସିଥାଏ ଗୁଜରାଟର ବିଜନେସମ୍ୟାନ ସାବଜୀ ଢୋଲକିୟାଙ୍କର । ଯିଏକି ନିଜ କର୍ମଚାରୀମାନଙ୍କର ଖାସ ଧ୍ୟାନ ରଖନ୍ତି ।

ସାବଜୀ ଆରମ୍ଭରୁ ନିଜର କର୍ମଚାରୀମାନଙ୍କୁ ବୋନସ ରୂପରେ ଫ୍ଲାଟ, ଟ୍ରିପ ଭଳି ଜିନିଷ ଦେଇଥାନ୍ତି ଓ ଗତ ବର୍ଷ ସେ କାର ଉପହାର ଦେଇଥିଲେ । କିନ୍ତୁ ଏଥର ସାବଜି କର୍ମଚାରୀମାନଙ୍କୁ ବଡ ଉପହାର ଦେବା ପାଇଁ ଅସମର୍ଥ ଅଟନ୍ତି, ତାଙ୍କର କହିବା ଅଟେ କି ଏଥର ବ୍ୟାପାର ବହୁତ ମାନ୍ଦାରେ ଚାଲିଛି ।

ସାବଜୀଙ୍କ ଅନୁସାରେ, ଏହି ମାନ୍ଦା ୨୦୦୮ରୁ ବି ଅଧିକ ଖରାପ ଅବସ୍ଥାରେ ଅଛି । ଆମେ ବର୍ତ୍ତମାନ ଚିନ୍ତା କରୁଛୁ କି ଲୋକମାନଙ୍କର ଚାକିରି କେମିତି ବଞ୍ଚାଇବୁ । ଏଥର ୪୦ ହଜାର ଲୋକମାନଙ୍କର ଚାକିରି କେବଳ ହୀରା ଉଦ୍ୟୋଗରେ ଆସିଛି । ଆମକୁ ନିଜର ଉତ୍ପାଦନ ବି କମ କରିବାକୁ ପଡିଲା ଓ ତାହା ମଧ୍ୟ ଆମ ପାଇଁ ଏକ ସଂଘର୍ଷ  ଅଟେ। ଆମେ ସମସ୍ତେ ଚାହୁଁଛୁ କି ଏଥିରୁ କେମିତି ବାହାରିବୁ ।

ବର୍ତ୍ତମାନ ଆପଣ ବୁଝି ଯାଇଥିବେ କି ଯଦି ଉଦ୍ୟୋଗ ଭଳି ଲଗ୍ଜରୀ ବିଜନେସର ଏହି ଅବସ୍ଥା, ତେବେ ବାକି ଜାଗାରେ ଆଶା କରିବା ମୂଲ୍ୟହୀନ ଅଟେ । ଉଦ୍ୟୋଗ ଜଗତର ଲୋକମାନେ ଚେଷ୍ଟା କରୁଛନ୍ତି କି କୌଣସି ନା କୌଣସି ପ୍ରକାରରେ ଏହି ମାନ୍ଦାରୁ ବାହାରକୁ ବାହାରି ଆସିବା ପାଇଁ । କିପରି ପୁଣି ଥରେ ସେହି ସୁଖମୟ ଜୀବନ ଫେରି ଆସିବ ଓ ସେ ନିଜର କର୍ମଚାରୀମାନଙ୍କର ଧ୍ୟାନ ରଖି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button