ମନୋରଞ୍ଜନ

ଆଜି ଘରେ ଅତି ସହଜ ଉପାୟରେ ବନାନ୍ତୁ ସ୍ୱାଦିଷ୍ଟ ବାନାନା ମିଲ୍କ ସେକ

ଆବଶ୍ୟକୀୟ ସାମଗ୍ରୀ

  • ୧ କପ୍ କଦଳୀ
  • ୧ କପ୍ କ୍ଷୀର
  • ୪ କପ୍ କ୍ରିମ୍
  • ଭାନିଲା ଏସେନ୍ସ
  • ଅଧା ଚୂର୍ଣ୍ଣ ବରଫ

Easy Banana Smoothie Recipe

ପ୍ରସ୍ତୁତି ପ୍ରଣାଳୀ

ସ୍ୱାଦିଷ୍ଟ ବାନାନା ମିଲ୍କ ସେକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସମସ୍ତ ଉପାଦାନକୁ ଏକ ବ୍ଲେଣ୍ଡର ପାତ୍ରରେ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏହାକୁ ଏକ ପାତ୍ରରେ କାଢି ଦିଅନ୍ତୁ । ମିଶ୍ରଣକୁ ଟିକିଏ ମୋଟା କରିବା ପାଇଁ ଆପଣ ଏଥିରେ କ୍ଷୀର ପାଉଡର ମଧ୍ୟ ମିଶାଇ ପାରିବେ । ତାପରେ ଏଥିରେ ଚୂର୍ଣ୍ଣ ବରଫ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବାନାନା ମିଲ୍କ ସେକ । ଖରାଦିନେ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ ବାନାନା ମିଲ୍କ ସେକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button