ଦେଶ ବିଦେଶ

ସ୍ଵାମୀ ସହ କେବେ ବି କରି ନାହାନ୍ତି ସମ୍ବନ୍ଧ, ତଥାପି ମହିଳା ଜଣକ ଦେଲେ ଏକ ଶିଶୁକୁ ଜନ୍ମ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମହାରାଷ୍ଟ୍ର ର ଅହମଦନଗର ରୁ ବର୍ତ୍ତମାନ ଏକ ଏମିତି ମାମଲା ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏଠି ରହୁଥିବା ଏକ ମହିଳାର ବିବାହକୁ ୫ ବର୍ଷ ରୁ ବି ଅଧିକ ସମୟ ହୋଇ ଯାଇଛି । କିନ୍ତୁ ମହିଳା ଏହି ୫ ବର୍ଷ ମଧ୍ୟରେ କେବେ ବି ନିଜ ସ୍ଵାମୀ ସହିତ ଶାରୀରିକ ସମ୍ବନ୍ଧ କରି ନାହିଁ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବିନା ସମ୍ବନ୍ଧ କରି ମହିଳା ଜଣକ ଗର୍ଭବତୀ ହୋଇ ଯାଇଛି । ମହିଳା ଜଣକ କିଛି ମାସ ତଳେ ହିଁ ଏକ ଝିଅକୁ ଜନ୍ମ ଦେଇଛି ।

ସୂତ୍ର ଅନୁସାରେ ମହିଳାର ବୟସ ୩୦ ବର୍ଷ ଅଟେ ଓ ତାଙ୍କର ନାମ ରେବତୀ ଅଟେ । କହିଦେଉଛୁ କି ରେବତୀଙ୍କର ବିବାହ ୨୦୧୩ରେ ହୋଇଥିଲା । ତାଙ୍କର ସ୍ଵାମୀ ଚିନ୍ମୟଙ୍କ ସହିତ ତାଙ୍କର ସାକ୍ଷାତ ଅନଲାଇନରେ ହୋଇଥିଲା । ସେହି ସମୟରେ ସେ ଆମେରିକାରେ ରହୁଥିଲେ । ବିବାହ ପରେ ଦୁଇ ଜଣ ଭାରତରୁ ଆମେରିକାରେ ରହିବାକୁ ଚାଲିଗଲେ ।

ବିବାହର ପ୍ରଥମ ରାତିରେ ରେବତୀ ନିଜ ସ୍ଵାମୀକୁ ନିଜ ସ୍ଥିତି ବିଷୟରେ କହିଦେଲେ । ରେବତୀଙ୍କର ସ୍ଵାମୀଙ୍କୁ ବି ତାଙ୍କର ଏହି ସ୍ଥିତି ଦ୍ଵାରା କୌଣସି ଅସୁବିଧା ନ ଥିଲା । କହିବାକୁ ଗଲେ ରେବତୀ ୱୈଜିନିଜ୍ମ୍ସ ନାମକ ଏକ ମେଡିକଲ କଂଡୀଶନରେ ପୀଡିତ ଅଛନ୍ତି । ଏହି ମେଡିକଲ କଂଡୀଶନରେ ସେ ନିଜ ସ୍ଵାମୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବା ପାଖାପାଖି ଅସମ୍ଭବ ଅଟେ ।

ବିବାହ ପରେ ତାଙ୍କୁ ଏହି ମେଡିକାଲ କଂଡୀଶନ ବିଷୟରେ ଜଣା ପଡିଲା । ସେଥିପାଇଁ ଆଜି ପର୍ଯ୍ୟନ୍ତ ସେ ‘ବର୍ଜିନ’ ଅଟନ୍ତି । କିନ୍ତୁ ଆଈଵିଏଫ ଜରିଆରେ ସେ ଗର୍ଭବତୀ ହୋଇ ପାରିଲେ ଓ ସେ ଏକ ନର୍ମାଲ ଡେଲିବରୀ ରେ ଏକ ଶିଶୁକୁ ଜନ୍ମ ଦେଲେ ।

ଏହା ଉପରେ ରେବତୀଙ୍କର କହିବା ଅଟେ କି, ‘ତାଙ୍କର ବିବାହକୁ ପାଞ୍ଚ ବର୍ଷ ବିତି ଯାଇଛି, କିନ୍ତୁ ସେ ଆଜି ପର୍ଯ୍ୟନ୍ତ ନିଜ ସ୍ଵାମୀଙ୍କ ସହିତ ସମ୍ବନ୍ଧ ରଖି ନାହାନ୍ତି, କିନ୍ତୁ ଶିଶୁଟିର ଜନ୍ମ ହେବା ପରେ ଲାଗୁଛି କି ସେ ବର୍ତ୍ତମାନ ନିଜ ସ୍ଵାମୀଙ୍କ ସହିତ ସମ୍ବନ୍ଧ ରଖି ପାରିବେ ।‘

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button