ଦେଶ ବିଦେଶ

Class ରୁମରେ ପିଲା ଜନ୍ମ କରିଦେଲେ ଛାତ୍ରୀ, ଆଉ ତାପରେ ଯାହା ହେଲା ଜାଣିଲେ ମୁଣ୍ଡରେ ହାତ ଦେବେ

ପିଲା ଜନ୍ମ କଲେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ କ୍ଲାସ୍ ରୁମ୍ ମଧ୍ୟରେ ଜନ୍ମ କରିଥିଲେ ପିଲା ପାଠ ପଢିବା ଠାରୁ ଆରମ୍ଭ କରି ଅନେକ ଜିନିଷ ପାଇଁ ଆମେ ସୋସିଆଲ ମିଡ଼ିଆ ବା ୟୁଟ୍ୟୁବର ସହାୟତା ନେଇଥାନ୍ତି ହେଲେ ଏଠାରେ ୟୁଟ୍ୟୁବର ଦେଖି ଜଣେ ନାବାଳିକା ନିଜର ସନ୍ତାନକୁ ଜନ୍ମ ଦେଇଛନ୍ତି |

ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ମହାରାଷ୍ଟ୍ର ନାଗପୁର ଅଞ୍ଚଳର ବୋଲି ଜଣା ପଡ଼ିଛି ଏହି ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଠା ପଢୁଥିବା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ନାଗପୁର ଆମ୍ବଚାରା ଥାନା ଅଂଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ ଯେତେବେଳେ ତାଙ୍କୁ ଯନ୍ତ୍ରଣା ହୋଇଥିଲା ।

ସେତେବେଳେ ସେ ଡେଲିଭରି ପାଇଁ ସେ ନିଜ ପରିବାରକୁ ମଧ୍ୟ ଜଣାଇନଥିଲେ ତାଙ୍କ ସ୍କୁଲ ଶିକ୍ଷକ ତାଙ୍କୁ ଏହି ଅବସ୍ଥାରେ ଦେଖି ପ୍ରଥମେ ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ ଆଉ ଏ ଘଟଣା ବିଷୟରେ ଯେତେବେଳେ ତାଙ୍କୁ ପୋଲିସ ପଚାରିଥିଲେ ସେ କହିଥିଲେ ।

ତାଙ୍କୁ ଜଣେ ପୁଅ Instagram ରୁ ଭଲ ପାଇଥିଲା ଆଉ ତାଙ୍କୁ ତା ସାଙ୍ଗ ଘରକୁ ଡ଼ାକି ମଦ ପିଆଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା ହେଲେ ସେ ଝିଅ ଜଣଙ୍କ ସେ ପୁଅର ନାମ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜାଣିନାହାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button