ଦେଶ ବିଦେଶ

ତାହା କଣ ଅଟେ ଯାହାକୁ ଥରେ ଖାଇଲେ ଦ୍ଵିତୀୟ ଥର ଖାଇବାକୁ ଚାହିଁ ନଥାଉ, ତଥାପି ଖାଇଥାଉ, କଣ ଆପଣଙ୍କୁ ଜଣାଅଛି

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ପ୍ରଶ୍ନ ନେଇ ଆସିଛୁ ଯାହାକୁ ଶୁଣି ଆପଣଙ୍କ ଜ୍ଞାନ ଆହୁରି ବି ବଢିଯିବ । କହିବାକୁ ଗଲେ ଏହି ପ୍ରଶ୍ନ UPSC ପରୀକ୍ଷାର ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଏ । ଆପଣ ଜାଣିଥିବେ କି UPSC ପରୀକ୍ଷା ଦେଶର ସବୁଠୁ କଷ୍ଟ ପରୀକ୍ଷା ଅଟେ ଓ ଏହାର ଇଣ୍ଟରଭିୟୁରେ ବୁଦ୍ଧିମାନ ଲୋକ ବି ଫେଲ ହୋଇ ଯାଆନ୍ତି । ଏହା ଏଥିପାଇଁ କାରଣ ଇଣ୍ଟରଭିୟୁରେ ଏମିତି କିଛି ପ୍ରଶ୍ନ କରାଯାଇଥାଏ ଯାହା ଆପଣଙ୍କ ସିଲାବସରେ ବି ନ ଥାଏ । କିନ୍ତୁ ଆମେ ଆପଣଙ୍କ ପାଇଁ କିଛି ଏହିଭଳି ହିଁ ପ୍ରଶ୍ନ ନେଇ ଆସିଛୁ ।

ପ୍ରଶ୍ନ – ସେ କେଉଁ ରାଷ୍ଟ୍ରପତି ଥିଲେ ଯିଏ ପିଲାଦିନେ ଖବର କାଗଜ ବିକ୍ରି କରୁଥିଲେ ?

ଉତ୍ତର – ଏପୀଜେ ଅବ୍ଦୁଲ କଲାମ

ପ୍ରଶ୍ନ – ପୃଥିବୀକୁ ଗୋଲାକାର ମାନିବା ବାଲା ପ୍ରଥମ ଖଗୋଳଶାସ୍ତ୍ରୀ କିଏ ଥିଲେ ?

ଉତ୍ତର – ଅରସ୍ତୁ

ପ୍ରଶ୍ନ – ତାହା କେଉଁ ଫଳ ଅଟେ ଯାହାର କେବଳ ଚୋପା ହିଁ ସେବନ କରାଯାଏ ?

ଉତ୍ତର – ଖଜୁରୀ

ପ୍ରଶ୍ନ – ଭାରତରେ ସର୍ବ ପ୍ରଥମେ ଧଳା ବାଘ କେଉଁଠି ଦେଖା ଯାଇଥିଲା ?

ଉତ୍ତର – ରେୱା (ମଧ୍ୟପ୍ରଦେଶ)

ପ୍ରଶ୍ନ – ଗୋଟିଏ ବିଲେଇର ପ୍ରତ୍ୟେକ କାନରେ କେତୋଟି ମାଂସପେଶୀ ରହିଥାଏ ।

ଉତ୍ତର – ୩୨

ପ୍ରଶ୍ନ – ବିଶ୍ଵର ସବୁଠୁ ଛୋଟ ପକ୍ଷୀର ନାମ କଣ ଅଟେ ?

ଉତ୍ତର – ହମିଂଗ ବାର୍ଡ

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ଖାଦ୍ୟ କଣ ଅଟେ ?

ଉତ୍ତର – ଖେଚେଡି

ପ୍ରଶ୍ନ – ଭାରତର ସଙ୍ଘିୟ କ୍ଷେତ୍ର ‘ଦାଦରା ଓ ନଗର ହବେଲୀ’ର ରାଜଧାନୀ କିଏ ଅଟେ ?

ଉତ୍ତର – ସିଲ୍ୱାସା

ପ୍ରଶ୍ନ – କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠୁ ବଡ ରାଜ୍ୟ କଣ ଅଟେ ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୨୨ ଏପ୍ରିଲ

ପ୍ରଶ୍ନ – କେଉଁ ସ୍ଥାନରେ ମହାଭାରତର ବିଶ୍ଵ ପ୍ରସିଦ୍ଧ ଯୁଦ୍ଧ ହୋଇଥିଲା ?

ଉତ୍ତର – କୁରୁକ୍ଷେତ୍ର

ପ୍ରଶ୍ନ – ଫୁଲର ଘାଟି କେଉଁ ରାଜ୍ୟରେ ଅଛି ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ – ଭାରତର ତୃତୀୟ ସର୍ବାଧିକ କୁହାଯାଉଥିବା ଭାଷା କଣ ଅଟେ ?

ଉତ୍ତର – ତେଲୁଗୁ

ପ୍ରଶ୍ନ – କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ କେଉଁଠି ଅବସ୍ଥିତ ?

ଉତ୍ତର – ମୈସୁର

ପ୍ରଶ୍ନ – କୁମ୍ଭୀର କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର – କ୍ୟୁବା

ପ୍ରଶ୍ନ – ପଶୁ ଚିକିତ୍ସକ ଅନୁସନ୍ଧାନ ସଂସ୍ଥା କେଉଁଠି ଅବସ୍ଥିତ ?

ଉତ୍ତର – ଇଜ୍ଜତନଗର ବରେଲୀ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ କମ ବର୍ଷା ହୋଇଥାଏ ?

ଉତ୍ତର – ରାଜସ୍ଥାନ

ପ୍ରଶ୍ନ – ରାମାୟଣକୁ ଫାରସୀରେ ଅନୁବାଦ କିଏ କରିଥିଲେ ?

ଉତ୍ତର – ଅବ୍ଦୁଲ କାଦିର ବଦାଯୁନୀ

ପ୍ରଶ୍ନ – ଭାରତ ଠାରୁ କୋହିନୁର ହୀରା କିଏ ଲୁଟିଥିଲେ ?

ଉତ୍ତର – ନାଦିର ଶାହ

ପ୍ରଶ୍ନ – କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ସଂଖ୍ୟା ଉତ୍ତର ପ୍ରଦେଶରେ କେତୋଟି ଅଛି ?

ଉତ୍ତର – ୪

ପ୍ରଶ୍ନ – ଦୁନିଆର ସବୁଠୁ ପୁରୁଣା ଖେଳ କଣ ଅଟେ ?

ଉତ୍ତର – ପୋଲୋ

ପ୍ରଶ୍ନ – ତାହା କଣ ଅଟେ ଯାହାକୁ ଥରେ ଖାଇଲେ ପୁଣି ଥରେ ଖାଇବାକୁ ଇଛା ହୁଏ ନାହିଁ କିନ୍ତୁ ତଥାପି ଖାଇଥାଉ ?

ଉତ୍ତର – ଧୋକା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button