ଦେଶ ବିଦେଶ

ଏହି ଗ୍ରାମର ଦେଢ ଡର୍ଜନ ବୋହୁ ଶଶୁରଘର ଛାଡି ଚାଲି ଗଲେ ବାପଘରକୁ, କାରଣ ଜାଣିଲେ ପାଦ ତଳୁ ମାଟି ଖସିଯିବ

କହିବାକୁ ଗଲେ ଉତ୍ତର ପ୍ରଦେଶର ଏକ ଗ୍ରାମର କିଛି ବିବାହିତ ନହିଳାମାନେ ନିଜର ଶଶୁର ଘରେ ଶୌଚାଲୟ ନ ଥିବା କାରଣରୁ ନିଜର ଶଶୁର ଘର ଛାଡି ବାପଘରକୁ ଚାଲି ଯାଇଛନ୍ତି । ବିବାହିତ ମହିଳାମାନଙ୍କ କହିବା ଅଟେ କି ଶୌଚାଳୟ ବିନା ତାଙ୍କୁ ବହୁତ ଅସୁବିଧା ହେଉଥିଲା ଓ ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ଶଶୁର ଘରେ ଶୌଚାଳୟ ନିର୍ମାଣ ହୋଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ସେ ଶଶୁର ଘରକୁ ଯିବେ ନାହିଁ ।

କହିବାକୁ ଗଲେ ବିବାହିତା ମହିଳାମାନଙ୍କ ଏହି ଆନ୍ଦୋଳନ ଯୋଗୁ ସେହି ଗ୍ରାମରେ ଚାଲିଥିବା ସ୍ବଚ୍ଛ ଭାରତ ମିସନର ମିଥ୍ୟା କଥା ସାମ୍ନାକୁ ଆସି ଯାଇଅଛି । ସ୍ବଚ୍ଛ ଭାରତ ମିସନ ଅନୁସାରେ କୁଶୀନଗର ଜନପଦରେ ପାଖାପାଖି ୪ ଲକ୍ଷ ଶୌଚାଲୟ ତିଆରି ହେବାର ଥିଲା । ଏହା ପରେ କୁଶୀନଗର ଜନପଦକୁ ୩୦ ନଭେମ୍ବର ୨୦୧୮କୁ ଏହି ଅଞ୍ଚଳକୁ ଓଡୀଏଫ ଘୋଷିତ କରି ଦିଆଗଲା । ଓଡୀଏଫ ଅର୍ଥାତ ସେହି ଅଞ୍ଚଳରେ ଶତ ପ୍ରତିଶତ ଶୌଚାଲୟ ନିର୍ମାଣ ହୋଇଯାଇଛି ।

କିନ୍ତୁ ସେହି ଅଞ୍ଚଳର ସରକାରୀ ଅଫିସରମାନଙ୍କ ଏହି ମିଛ କଥା ଉପରୁ ପଡରୌନା ବିକାସ ଖଣ୍ଡର ଜଂଗଲ ଜଗଦୀଶପୁର ଟୋଲା ଭରପଟିୟାର ପାଖପାଖି ଦେଢ ଦର୍ଜନ ବୋହୁ ପରଦା ଉଠାଇ ଦେଲେ । ଆପଣଙ୍କୁ କହିଦେଉଛୁ କି ପଡରୌନା ବିକାସ ଖଣ୍ଡର ଜଂଗଲ ଜଗଦୀଶପୁର ଟୋଲା ଭରପଟିୟାର ଜନସଂଖ୍ୟା ପାଖପାଖି ୧୦୦୦ ଅଟେ । ଗରିବା ହେବା ସତ୍ବେ ବି ପ୍ରାୟତଃ ଲୋକମାନଙ୍କ ପାଖରେ ଶୌଚାଳୟ ନାହିଁ ।

ଜିଲ୍ଲା ପଞ୍ଚାୟତରାଜ ଅଧିକାରୀ ରାଘବେନ୍ଦ୍ର ଦ୍ୱିବେଦୀ ଓ ଗ୍ରାମ ପ୍ରଧାନ ଦୁଇ ଜଣଙ୍କ କହିବା ଅଟେ କି ଯେତିକି ଲୋକମାନଙ୍କ ଏମଆଈଏସ ହୋଇଥିଲା ଓ ସେତିକି ଲୋକମାନଙ୍କ ନାମ ସୁଚିରେ ଆସିଥିଲା ଓ ସମସ୍ତଙ୍କ ଶୌଚାଳୟ ହୋଇ ଯାଇଛି । କିନ୍ତୁ ସତ୍ୟତା କିଛି ଅଲଗା ଅଟେ । ଏମଆଈଏସ କରିବାର ଦାୟିତ୍ଵ ଗ୍ରାମ ପ୍ରଧାନ, ବ୍ଲକ ଓ ଡ଼ିପିଆରଓଙ୍କ କାନ୍ଧ ଉପରେ ହିଁ ଥାଏ । ସୂଚୀ ବି ଏମାନେ ତିଆରି କରନ୍ତି ।

ବାପଘରକୁ ଯାଇଥିବା ରିନାଙ୍କ କହିବା ଅଟେ କି ଆମର ଶଶୁର ଘରେ ଶୌଚଲାୟ ନ ଥିଲା ଯେଉଁ କାରଣରୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିଲା । ଶୌଚାଳୟ ହୋଇଯିବ ତ ସେ ଶଶୁର ଘରକୁ ଚାଲି ଯିବେ । ଅନ୍ୟ ପଟେ ବାପଘରକୁ ଯାଇଥିବା ଜ୍ୟୋତିର କହିବା ଅଟେ କି ଶଶୁର ଘରେ ଶୌଚଳୟ ନ ଥିବାରୁ ସେ ବି ବାପଘରକୁ ଚାଲି ଆସିଛନ୍ତି । ସେ ବି କହିଲେ କି ଯଦି ଶୌଚାଳୟ ହୋଇଯିବ ତ ସେ ବି ଶଶୁର ଘରକୁ ଚାଲି ଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button