ବିଚାର

ଅଫିସ ଗଲା ଅଧା ବାଟରୁ ଘରକୁ ଫେରି ସ୍ଵାମୀ ଦେଖିଲା ସ୍ତ୍ରୀ ଶୋଇଚି ପ୍ରେମିକ ଉପରେ…

ବର୍ତ୍ତମାନ ଏପରି ଏକ ଲଜ୍ୟା ଜନକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ବହୁତ ନିନ୍ଦା କରିବେ।ଜଣେ ମହିଳା ବିବାହିତ ହୋଇ ମଧ୍ୟ ପର ପୁରୁଷ ସହିତ ସମ୍ପର୍କ ରଖିଛନ୍ତି।ନିଜ ସ୍ବାମୀଙ୍କୁ ନେଇ ମହିଳା ଜଣଙ୍କ ସନ୍ତୁଷ୍ଟ ହେଉ ନାହାନ୍ତି।ସ୍ବାମୀ ଯେତେବେଳେ ଘରେ ରହୁ ନାହାନ୍ତି ମହିଳା ଜଣଙ୍କ ଖେଳ କରୁଛନ୍ତି।କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ହୋଇନଥାଏ।

ଦିନେ ନା ଦିନେ ଆଲୋକିତ ହୋଇଥାଏ।ମହିଳା ଜଣଙ୍କ ରାସଲୀଳା କରୁଥିବା ସମୟରେ ଧରା ପଡିଛନ୍ତି।ଗ୍ରାମବାସୀମାନେ ମହିଳା ଙ୍କୁ ଦେଖି ଦେଇଥିଲେ।ମହିଳା ଜଣଙ୍କ ଆଉ ଜଣେ ପୁରୁଷ ଗୋଟିଏ ଘର ଭିତରେ ରାସଲୀଳା କରୁଥିବା ସମୟରେ ଧରା ପଡିଯାଇଛନ୍ତି।ମହିଳା ଙ୍କୁ ଗ୍ରାମବାସୀ ମାନେ ବହୁତ ମାରିଥିଲେ ଆଉ ଅନେକ କଥା ମଧ୍ୟ ତାଙ୍କୁ କହିଛନ୍ତି।

ଏପରି ଘଟଣା ବର୍ତ୍ତମାନ ପ୍ରତିଦିନ ଦେଖିବାକୁ ମିଳୁଛି।କିଏ କାହା ସହିତ ଫେରାର ହୋଇଯାଇଛନ୍ତି,ଆଉ କେଉଁମାନେ ବୟସରେ ବହୁତ ବଡ଼ ହୋଇ ମଧ୍ୟ ତାଙ୍କ ଠୁ ପୁଅ ବୟସର ପିଲାଙ୍କୁ ବାହା ହୋଇ ଯାଉଛନ୍ତି।ପ୍ରେମ ପାଇଁ ସବୁକିଛି ସେମାନେ କରି ଦେଉଛନ୍ତି।ବର୍ତ୍ତମାନ ମଧ୍ୟ ତାହା ଦେଖିବାକୁ ମିଳିଛି।ମହିଳା ଜଣଙ୍କ ସ୍ବାମୀ ଙ୍କୁ କିଛି ନ ଜଣାଇ ଏସବୁ କରୁଥିଲେ।

ବର୍ତ୍ତମାନ ମହିଳା ଙ୍କ ସ୍ବାମୀ ଏହି ବିଷୟରେ ଜାଣି ଗଲେ।ଏହି ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର।ମହିଳା ଜଣଙ୍କ ର ସ୍ବାମୀ ଅଛନ୍ତି।କିନ୍ତୁ ତାଙ୍କର ସବୁବେଳେ ପର ପୁରୁଷ ରେ ମନ ରହିଥାଏ।ଗ୍ରାମବାସୀ ମାନେ ସ୍ତ୍ରୀ ଲୋକଙ୍କୁ ବହୁତ କଥା କହୁଛନ୍ତି।ସମାଜ ଆଜି ପଥଭ୍ରଷ୍ଟ।ଏମିତି ମହିଳା ଅଛନ୍ତି ତାଙ୍କ ଭଲ ପାଇବା ପାଇଁ ସ୍ବାମୀ ଆଉ ପିଲାଙ୍କୁ ଛାଡ଼ିଦେଇ ଚାଲି ଯାଉଛନ୍ତି।ତାଙ୍କର କାହାର ଚିନ୍ତା ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button