ବିଚାର

ବାଛନ୍ତୁ ୧ ଫୁଲ ଓ ୧ ପ୍ରଜାପତି ଓ ଜାଣନ୍ତୁ ନିଜର ଭବିଷ୍ୟତ

ପ୍ରକୃତିର ସବୁଠାରୁ ସୁନ୍ଦର ବିଷୟରେ ଯଦି କଥା ହେବା ତେବେ ସେଥିରେ ଫୁଲର ନାମ ପ୍ରମୁଖ ଭାବରେ ନିଆ ଯାଇଥାଏ । ଏହି ରଙ୍ଗ ବେରଙ୍ଗର ଫୁଲ ଗୁଡିକ ଆମ ବେରଙ୍ଗ ଜୀବନରେ ରଙ୍ଗ ଭରି ଦେବାର କାମ କରିଥାନ୍ତି । ଏବଂ ଆମ ମନକୁ ମଧ୍ୟ ଶାନ୍ତି ପ୍ରଦାନ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ସୁନ୍ଦର ଦେଖାଯାଉଥିବା ଫୁଲ ଗୁଡିକ ଆପଙ୍କର ଦିନ ଚର୍ଯ୍ୟାର କଥା ଓ ଆପଣଙ୍କର ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ କହିଥାନ୍ତି ।

ହିନ୍ଦୁ ଧର୍ମରେ କୌଣସି ପୂଜା ନା ସମ୍ପୂର୍ଣ ହୋଇଥାଏ ନା କୌଣସି ଶୁଭ କାର୍ଯ୍ୟ ହେଇଥାଏ । ଯେମିତିକି ଆମେ ଜାଣିଛେ ଯେ ଫୁଲ ଆଉ ପ୍ରଜାପତି ମଧ୍ୟରେ ବହୁତ ବଡ ଗଭୀର ସମ୍ପର୍କ ରହିଛି, ଯେମିତିକି ଆପଣ ଜାଣନ୍ତି ପ୍ରଜାପତି ଜାଣିଥଏ ସେ କେଉଁ ଫୁଲ ରେ ବସିବ ଆଉ କେଉଁ ଫୁଲ ବାଛିବ । ତେବେ ବନ୍ଧୁଗଣ ଆପଣଙ୍କୁ 2ଟି ଫୁଲ ଔ 2ଟି ପ୍ରଜାପତି ଦେଖାଯାଉଥିବ, ସେଥିରୁ ଆପଣ ଗୋଟିଏ ଫୁଲ ଆଉ ଗୋଟିଏ ପ୍ରଜାପତି ବାଛନ୍ତୁ ଏହାକୁ ବାଛିବା ଦ୍ଵାରା ଆମେ ଆପଣଙ୍କୁ କହିବୁ ଆପଣଙ୍କ ବ୍ୟକ୍ତିତ୍ବ ସହିତ ଜଡିତ କିଛି କଥା ଏବଂ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ ।

ପ୍ରଥମ ଫଟୋ

ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ଏହା କହୁଛି ଯେ ଆପଣ ଯେମିତି ବି ଦେଖାଗଲେ ମଧ୍ୟ ଯେତେ କଠୋର ହେଲେ ମଧ୍ୟ ଆପଣଙ୍କ ହୃଦୟ ବହୁତ କୋମଳ ଅଟେ ଏବଂ ଆପଣ ସବୁବେଳେ ଅନ୍ୟର ଭଲ କଥା ଚିନ୍ତା କରିଥାନ୍ତି । ଏବଂ ଆପଣ ଯେଉଁ ବ୍ୟକ୍ତିଙ୍କ ସହ ମିଶନ୍ତି ଆପଣ ସେହି ବ୍ଯକ୍ତିର ବହୁତ ଧ୍ୟାନ ରଖନ୍ତି, କିନ୍ତୁ ଆସୁବିଧା ସେତେବେଳେ ଆସିଥାଏ ଯେତେବେଳେ ଅଧିକାଂଶ ଲୋକ ଆପଣଙ୍କର ଭଲ ଗୁଣର ଫାଇଦା ଉଠାଇ ଥାନ୍ତି ।

ଦ୍ଵିତୀୟ ଫଟୋ

ଯଦି ଆପଣ ଦିତୀୟ ଫୁଲ ଟି ବାଛିଛନ୍ତି ତେବେ ଏହି ଫୁଲ ଦର୍ଶାଇ ଥାଏ ଯେ ଆପଣ ଆପଣଙ୍କ ଆଦର୍ଶ ଦ୍ଵାରା ଅନ୍ୟ ମାନଙ୍କୁ ପ୍ରେରିତ ଓ ପ୍ରଭାବିତ କରିଥାନ୍ତି । ଏବଂ ଆପଣଙ୍କ ସବୁଠୁ ଭଲ ଗୁଣ ହେଉଛି ଆପଣଙ୍କ ଇଚ୍ଛା ଶକ୍ତି କାରଣ ଆପଣ କୌଣସି ବି ନୂଆ କାର୍ଯ୍ୟ କରିବାକୁ ଆଗ୍ରହୀ ଥାନ୍ତି ।

ତୃତୀୟ ଫଟୋ

ଯଦି ଆପଣ ପ୍ରଥମ ଫୁଲ ସହ ପ୍ରଥମ ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କର ଆଗାମୀ ସମୟ ବହୁତ ଭଲ ରହିବ ଏବଂ ଆପଣଙ୍କ ନୀରାଶା ଭାବନା ସେସ ହେବାକୁ ଯାଉଛି, ଏବଂ ଆପଣଙ୍କୁ ଆପଣଙ୍କ ପରିବାରର ସହଯୋଗ ଏବଂ ନୂଆ କାର୍ଯ୍ୟରେ ସଫଳତା ହାସଲ କରିବେ । ପ୍ରେମ ବିବାହ କରିବାକୁ ଚାହୁଁଥିଲେ ସଫଳତା ହାସଲ କରିବେ ।

ଚତୁର୍ଥ ଫଟୋ

ଯଦି ଆପଣ ଦିତୀୟ ଫୁଲ ସହ ଦିତୀୟ ପ୍ରଜାପତି ବାଛିଛନ୍ତି ତେବେ ଏହା ଏହି କଥା ଦର୍ଶାଇ ଥାଏ ଯେ ଆପଣ ଆଗାମୀ ସମୟରେ ଯେଉଁ କାର୍ଯ୍ୟକୁ କରିବାକୁ ଚାହୁଞ୍ଚନ୍ତି ସେହି କାମରେ ଆପଣ ସଫଳତା ହାସଲ କରିବେ, ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ସହଯୋଗୀ ମିତ୍ର ମାନଙ୍କର ସମ୍ପୂର୍ଣ ସହଯୋଗ ମିଳିବ ଏବଂ ଆପଣଙ୍କର ପରିବରେ ସୁଖ ସମୃଦ୍ଧି ଫେରି ଆସିବ ।

ଯଦି ଆପଣଙ୍କୁ ଆମ କଥା ଭଲ ଲାଗିଥାଏ ତେବେ ଆମକୁ କମେନ୍ଟ ରେ ନିଶ୍ଚୟ କୁହନ୍ତୁ ଆପଣ କେଉଁ ଫୁଲ ଆଉ କେଉଁ ପ୍ରଜାପତି ବାଛିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button