ବିଚାର

ଶେଷ ନିଶ୍ଵାସ ଛାଡିବା ପୂର୍ବରୁ ଅମୋଘ ମନ୍ତ୍ର ଦେଇଗଲେ ଚରଣ ରାମ ଦାଶ, କହିଲେ କିଛି ଏମିତି…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆମ ଶାସ୍ତ୍ର ବା ପୁରାଣରେ ଏମିତି କିଛି ନିୟମ ରହିଛି ଯାହାକୁ ପାଳନ କରିଲେ ଆମ ଜୀବନରେ ବହୁତ କିଛି ଭଲ ହୋଇଥାଏ । ଯାହାର ଭଲ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ।

କିନ୍ତୁ ଯେଉଁ ମାନେ କିଛି ନିୟମକୁ ଉଲଂଘନ କରିଥାନ୍ତି ସେମାନେ ନିଜ ଜୀବନରେ ଦୁଖ କଷ୍ଟର ସମୁଖିନ୍ନ ହୋଇଥାନ୍ତି । ତେଣୁ ପ୍ରତେକ ମାନବ ଜାତିକୁ ଯାହା ଆମର ପୂର୍ବ ପୁରୁଷ ମାନେ ବା ପୁରାଣରେ ଲେଖା ଯାଇଛି ତାହା ପାଳନ କରିବା ଦ୍ଵାରା ଆମ ଜୀବନରେ ସୁଖ ଶାନ୍ତିର ଆଗମନ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଛୋଟ ପିଲା ମାନେ ଏମିତି କେଉଁ ନିୟମକୁ ପାଳନ କରିଲେ ସେମାନଙ୍କ ଜୀବନରେ ଉନ୍ନତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଛୋଟ ବା କୁନି ପିଲା ମାନେ ହେଉଛନ୍ତି ଭଗବାନଙ୍କର ଅବତାର ଅଟନ୍ତି ବୋଲି ଆମ ପୁରାଣରେ ମାନ୍ୟତା ରହିଛି । ତେଣୁ ସେମାନଙ୍କ ପ୍ରତି ତାଙ୍କ ପରିବାର ଲୋକ ମାନେ ଅଧିକ ଯତ୍ନଶୀଳ ହେବା ଉଚିତ । କିନ୍ତୁ ବଡ ଲୋକଙ୍କ ଭଳି ଛୋଟ ପିଲା ମାନେ ମଧ୍ୟ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ । ଯାହା ଦ୍ଵାରା ସେମାନକ ଜୀବନରେ ସଫଳତା ମିଳି ପାରିବ ।

ଯଦି କୌଣସି ଗୁରୁଜନ ଲୋକେ ବସିଥାନ୍ତି ତେବେ ଛୋଟ ପିଲା ମାନେ ତାଙ୍କ ଉପରେ ଡେଇଁକି ଯିବା ବା ତାଙ୍କ ଦେହରେ ଯେପରି ଗୋଡ ନ ବାଜେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଛୋଟ ପିଲା ମାନେ ଠାକୁରଙ୍କୁ ପ୍ରଣାମ କରିବା ସମୟରେ ପ୍ଯାଣ୍ଟ ସାର୍ଟ ପିନ୍ଧିବା ଉଚିତ ନୁହେ ବା ସେମାନେ ଧାରଣ କରିଥିବା କାଛା ଯେପରି ଠିକ ରୁହେ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ପିଲା ମାନେ ବିରାଡିକୁ ମାରିବା ଦ୍ଵାରା ଲକ୍ଷ୍ମୀ ଛଡା ହୋଇଥାନ୍ତି । ତେଣୁ ବିରାଡିକୁ ମାରିବା ଅନୁଚିତ । ଅଧିକାଂଶ ପିଲା ମାନେ ରାତିରେ ପଡିବା ସମୟରେ ବହିକୁ ଖୋଲିକୁ ଶୋଇ ପଡନ୍ତି । ଏପରି କରିବା ଦ୍ଵାରା ଜ୍ଞାନ ହ୍ରାସ ହୋଇଥାଏ । ତେଣୁ ରାତିରେ ଶୋଇବା ବେଳେ ବହିକୁ ବନ୍ଦ କରି ଶୋଇବା ଉଚିତ । ଛୋଟ ପିଲା ମାନେ କେଶ ଖୋଲା ରଖିବା ଉଚିତ ନୁହେ । ଯେଉଁ ଘରେ ଶୋଉଛନ୍ତି ସେହି ଘରେ ଦର୍ପଣ ରଖିବା ଅନୁଚିତ । ତୁଳସୀ ଗଛରେ କୌଣସି ବସ୍ତ୍ର ରଖିବା ଠିକ ନୁହେ ।

ଏପରି କରିବା ଦ୍ଵାରା ତୁଳସୀ ଗଛ ମରିଯିବା ସହ ସେହି ବ୍ଯକ୍ତିର ମଧ୍ୟ କ୍ଷତି ହୋଇଥାଏ । ଧନର ମଧ୍ୟ ଅଭାବ ହୋଇଥାଏ । ଶୋଇବା ଘରେ ଚପଲ ରଖିବା ଅନୁଚିତ । ଏହା କରିବା ଦ୍ଵାରା ଘରେ ମାନସିକ ଚିନ୍ତା ଲାଗି ରହିଥାଏ । ତେଣୁ ଏପରି କରିବା ଅନୁଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button