ଦେଶ ବିଦେଶ

ଏକା ସହିତ 2 ଟି ଝିଅଙ୍କ ମଥାରେ ସିନ୍ଦୁର ଭରିଲା ଏହି ଯୁବକ, ପ୍ରଥମ ରାତି କାଟିବା ପରେ ଯୁବକ ଜଣକ କଲା କିଛି ଏମିତି କାମ କି ଆପଣ ବି ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶର ପ୍ରୟାଗରାଜ ନାମକ ସ୍ଥାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏଠାରେ ଜଣେ ଯୁବକ ଏକା ସାଙ୍ଗରେ ଦୁଇ ଝିଅଙ୍କ ସହ ବିବାହ କରିଛି । ସେହି ଯୁବକଟି ଦୁହିଙ୍କ ସହ ଚଉଠି ରାତି ମଧ୍ୟ ବିତାଇଛି । ପ୍ରଥମ ରାତି ବିତାଇବା ପରେ ଯୁବକ ଜଣକ ପଳେଇଯାଇଛି । ଏହା ପରେ ଯୁବକ ଜଣକ ବି-ରୁ-ଦ୍ଧ-ରେ ପୁ-ଲି-ସରେ ଅ-ଭି-ଯୋ-ଗ କରାଯାଇଛି ।  ବର୍ତ୍ତମାନ ପୋ-ଲି-ସ ତାକୁ ଖୋଜିବାରେ ଲାଗି ପଡିଛି ।

କଣ ରହିଛି ପୁରା ଘଟଣା

ଏହି ଯୁବକ ଜଣକ ମନ୍ଦିରରେ ଦୁଇ ମହିଳାଙ୍କ ସହ ଗୋଟେ ସମୟରେ ବିବାହ କରିଛି । ପୋ-ଲି-ସର କହିବା ଅନୁସାରେ ଯୁବକ ଜଣକ ମନ୍ଦିରରେ ତାଙ୍କର ନୂଆ ପ୍ରେମିକା ସହ ବିବାହ କରୁଥିଲା । କିନ୍ତୁ ଯେତେବେଳେ ତାର ପୁରୁଣା ପ୍ରେମିକାକୁ ଏହି କଥାଟି ଜଣାପଡିଲା ସେ ଏ କଥା ଶୁଣି ମନ୍ଦିରରେ ଆସି ପହଞ୍ଚିଥିଲା ।

ମନ୍ଦିରରେ ପହଞ୍ଚି ପୁରୁଣା ପ୍ରେମିକା ପା-ଟି-ତୁ-ଣ୍ଡ କରିଥିଲା । ନିଜ ପୁରୁଣା ପ୍ରେମିକାର ଏହି ପ୍ରତିକ୍ରିୟା ଦେଖି ଯୁବକ ଜଣକ ତା ମଥାରେ ସିନ୍ଦୁର ଦେଇ ତାକୁ ବିବାହ କରିଥିଲା ।  ମନ୍ଦିରରେ ଏହି ଘଟଣାଟି ଘଟିବା ବେଳେ ବହୁତ ଲୋକ ଉପସ୍ଥିତ ଥିଲେ । ଏହି ବାହାଘରର ଫୋଟୋ ମଧ୍ୟ ଉଠାଯାଇଥିଲା ।

ବାହାଘର ପରେ ଯୁବକ ଜଣକ ଦୁଇଟି ସ୍ତ୍ରୀଙ୍କ ସହ ଚଉଠି ରାତି ମନେଇଥିଲା । କିନ୍ତୁ ତା ପରେ ନିଜ ନୂଆ ପ୍ରେମିକା ସହ ଯୁବକ ଜଣକ ପଳାଇଯାଇଥିଲା । ପୁରୁଣା ପ୍ରେମିକା ନିଜ ସ୍ଵାମୀର ଅପେକ୍ଷାରେ ରହି କିଛି ଖବର ନ ପାଇବାରୁ ପୋ-ଲି-ସ-ର ସାହାର୍ଯ୍ୟ ନେଲା । ଶୁକ୍ରବାର ଦିନ ପୁରୁଣା ପ୍ରେମିକା କର୍ନଳଙ୍ଗଜ ଥାନାରେ ଅଭିଯୋଗ କରିଥିଲା ।

ପ୍ରଥମରୁ ବି ଅଭିଯୋଗ ହୋଇଥିଲା

ପୋଲିସର କହିବା ଅନୁସାରେ ଏହି ଯୁବକ ବିରୁଦ୍ଧରେ ତାର ପୁରୁଣା ପ୍ରେମିକା ଆଗରୁ ବି ଅଭିଯୋଗ କରିଥିଲା । ବହୁତ ସମଯରୁ ଏହି ଝିଅଟି ଯୁବକକୁ ଜାଣିଥିଲା ଓ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । କିଛି ଦିନ ତଳେ ଏହି ଝିଅଟି ଯୁବକ ଜଣକୁ ବାହା ହେବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଯୁବକ ଜଣକ ବାହା ହେବା ପାଇଁ ରାଜି ନ ହେବାରୁ ଝିଅଟି ବି-ଷ ଖାଇ ଦବ ବୋଲି ଧ-ମ-କ ଦେଇଥିଲା ।

ପରେ ଦୁହିଙ୍କ ଭିତରେ ଝଗଡା ହେଲା ଓ ଯୁବକଟି ତା ଉପରକୁ ହାତ ଉଠାଇଥିଲା । ସେହି କାରଣରୁ ଝିଅଟି ଯୁବକ ବି-ରୁ-ଦ୍ଧ-ରେ ଥା-ନା-ରେ ଅ-ଭି-ଯୋ-ଗ କରିଥିଲା । କିନ୍ତୁ ପରେ ତାକୁ ଛାଡି ଦିଆଯାଇଥିଲା ।

କିଛି ଦିନ ତଳେ ଏହି ଯୁବକଟିକୁ ଅନ୍ୟ ଏକ ଝିଅ ସହ ବିବାହ କରୁଥିବାର ଜାଣି ସେହି ମହିଳା ଜଣକ ମନ୍ଦିରରେ ପହଞ୍ଚିଥିଲା । ତାର ପୁରୁଣା ପ୍ରେମିକାକୁ ବାହା ହେବା ପରେ ଯୁବକଟି ଅନ୍ୟ ଜଣକ ସହ ଫେରାର ହୋଇଯାଇଥିଲା । ନିଜ ସ୍ଵାମୀର କୌଣସି ଖବର ନ ମିଳିବାରୁ ମହିଳା ଜଣକ ପୁଣି ଥରେ ଥା-ନା-ରେ ଅ-ଭି-ଯୋ-ଗ କରିଥିଲା । ବାହାଘର ପରେ ତାକୁ ବ-ଳା-ତ୍କା-ର କରି ଯୁବକ ଜଣକ ପଳାଇଯାଇଥିଲା ବୋଲି ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲା । ଏହି ଅଭିଯୋଗ ପରେ ପୋ-ଲି-ସ ଯୁବକର ସନ୍ଧାନ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button