ବାହାନଗା ସ୍କୁଲରେ ସବୁଦିନ 20 ମିନିଟ୍ ଜଗିବେ ପରିବାର, ପିଲା ପଢିବେ ପାଠ, ଜାଣନ୍ତୁ ଏପରି କାହିଁକି ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଏବେ ସବୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ସରିଛି । ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ ଖୋଲା ଯିବା ଘୋଷଣା ହୋଇଛି । ତେବେ ଏହି ପରିସରର ବାହାନଗା ଉଚ୍ଚ ବିଦ୍ୟାଳୟ ମଧ୍ୟ ଖୋଲିଛି ହୋମ,ଯଜ୍ଞ କରି ଆରମ୍ଭ କରାଯାଇଛି । ମାତ୍ର 9.20 ରୁ 9.40 ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ଏହି ସମୟରେ ସ୍କୁଲ ସଦସ୍ୟ ଘର ଲୋକ ଓ ସ୍ଥାନୀୟ ବାସିନ୍ଦା ପିଲାମାନଙ୍କୁ ଜଗିବେ ।

ଏହି ସମୟ ହେଉଛି ବହୁତ ଗୁରୁତ୍ଵପୂର୍ଣ୍ଣ ତେବେ ଏହି 20 ମିନିଟ୍ ରେ ଏଭଳି କଣ ରହିଛି ଯଥା ପ୍ରତ୍ୟେକ ଲୋକେ ଜଗିବାକୁ ନିଷ୍ପତି ନେଇଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଶବ ଗୁଡକୁ ସ୍କୁଲ ଭିତରେ ରଖିବାକୁ ନେଇ ଅନେକ ବାର୍ତ୍ତା ଶୁଣିବାକୁ ମିଳିଥିଲା । ଶବ ଗୁଡାକୁ କାଢିବା ପରେ ମଧ୍ୟ ଲୋକେ ସେଠାକୁ ଯିବାକୁ ଆଦୌ ପସନ୍ଦ କରୁନଥିଲେ ବା ତାଙ୍କ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ନାପସନ୍ଦ କରୁଥିଲେ ।

ତେଣୁ ଜିଲ୍ଲା ପ୍ରଶାସନ ଓ ସ୍କୁଲ କମିଟି ଏହି ସମୟ ଯାଏ ଜଗିବେ ପରେ ପିଲାମାନେ ବିଦ୍ୟାଳୟ ଯିବା ପରେ ଜଗିଥିବା ଲୋକେ ନିଜ କାମକୁ ଯିବାର ନିୟମ ରହିଛି । କାରଣ ସେହିଦିନର ରେଳ ଘଟଣା ଲୋକମାନେ କେବେବି ଭୁଲିପାରିବେ ନାହିଁ ।



