ଜୀବନଶୈଳୀ

ସୁନ୍ଦର ଦେଖିବା ପାଇଁ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । ଏବଂ ସୁନ୍ଦରତାରେ ଆଉ ଏକ ଜିନିଷ ଯାହା ବହୁତ ମହତ୍ଵ ରଖିଥାଏ ତାହା ହେଉଛି ଚୁଟି । କିନ୍ତୁ ଆଜିକାଲି ସମୟରେ ବଢୁଥିବା ପ୍ରଦୂଷଣ ଏବଂ ବଜାରରେ ମିଳୁଥିବା ପ୍ରୋଡକ୍ଟ ଯୋଗୁ ଚୁଟି ଖରାପ ହେବାକାଉ ଲାଗିଲାଣି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ସମସ୍ୟା ଦେଖା ଯାଉଛି ଚୁଟି ଝଡିବା । ଏବଂ ଚୁଟି ଧଳା ହୋଇଯିବା । ଚୁଟି ଧଳା ହୋଇଯିବ ଆଜିକାଳୟ ସବୁଠୁ ବଡ ସମସ୍ୟା ଅଟେ । କିନ୍ତୁ ବଢୁଥିବା ବୟସ ସହିତ ଚୁଟିକୁ ଧଳା ହେବା କହିବାକୁ ଗଲେ ଏକ ବଡ ସମସ୍ୟା ଅଟେ । କାରଣ ଚୁଟି ଧଳା ହେବା ବୟସ ବଢିବାର ଏକ ଲକ୍ଷଣ ଅଟେ । କିନ୍ତୁ ଏହି ଦିନରେ ଚୁଟିକୁ ଧଳା ହେବା କେବଳ ବଢୁଥିବା ବୟସ ନୁହେଁ ଏହି ଏହି ଦିନରେ ବଢୁଥିବା ପୋଲ୍ଯୂଶନ ଅଟେ । ଯେତେବେଳେ ଧଳା ଚୁଟି ଦେଖନ୍ତି ତେବେ ଲୋକମାନେ ବଜାରରେ ମିଳୁଥିବା ପ୍ରୋଡକ୍ଟକୁ ବ୍ୟବହାର କରନ୍ତି । ଏମିତିରେ ଚୁଟି ଆହୁରି ଜଲ୍ଦି ଧଳା ହେବାକାଉ ଲାଗେ । ଆଜି ଆମେ ଆପଣଙ୍କୁ କହିବୁ ଯେ ଚୁଟି ଧଳା ହେବାର କାରଣ । त्वचा के सफेद दाग के लिए सम्पूर्ण हर्बल देखभाल Herbal White Mark Kit The Tallest Women On Earth — #4 Is Only A Teenager Brainberries This Home Looks Tiny, But Just Wait Until You See The Inside! Buzz Day Celebrities Who Are Gay – #7 Will Surprise You Buzz Day ଚୁଟି ଧଳା ହେବାର କାରଣ କେବଳ ବୟସ ବଢିଲେ ନୁହେଁ ଆହୁରି ବୀ କାରଣ ଅଛି ଯାହା କାରଣରୁ ଚୁଟି ଧଳା ହୋଇଥାଏ । अन्य जबरदस्त कंटेंट त्वचा के सफेद दाग के लिए सम्पूर्ण हर्बल देखभाल Herbal White Mark Kit She Didn’t Spot This Disturbing Detail On The Background Brainberries This Home Looks Tiny, But Just Wait Until You See The Inside! Buzz Day Celebrities Who Are Gay – #7 Will Surprise You Buzz Day · ବଢୁଥିବା ପ୍ରଦୂଷଣରେ ବୁ ଚୁଟି ଧଳା ହେବାକାଉ ଲାଗେ । · ଖରାପ ଖାଇବା ପିଇବା ଏବଂ ବଦଲୁଥିବା ଜୀବନ ଶୈଳୀ । · ଡାଇକରିବା ବି ଧଳା ହେବା ଏକ କାରଣ ଅଟେ । ଚୁଟିକୁ କଳା କରିବା ପାଇଁ କରନ୍ତୁ ଏହି ଘରୋଇ ଉପାୟ ପ୍ରାକୃତିକ ଡାଇ କହିଦେଉଛୁ ଯେ ପୁରୁଣା ଜମାନାରେ ବି ମହିଳାମାନେ ଚୁଟିକୁ କଳା କରୁଥିଲେ କିନ୍ତୁ ତାଙ୍କୁ ସାଇଡ ଇଫେକଟ୍ସ ହେଉ ନଥିଲା । ତେବେ ଚାଳନ୍ତୁ ଆଜି ଆମେ ଆପଣଙ୍କୁ କହିଦେଉହଛୁ ଯାହା ଘରେ ତିଆରି କରାଯାଉଥିବା ଏବଂ ପ୍ରାକୃତିକ ଡାଇ ବିଷୟରେ ଯାହା ଆପଣଙ୍କର କ୍ଷତି ବି କରିବ ନାହିଁ । ଏହାକୁ ତିଆରି କରିବା ତିନୋଟି ଜିନିଷ ଦରକାର ହୋଇଥାଏ – · ମେହେନ୍ଦି · ବିଟର ରସ · ଚା ପତିର ପାଣି ଏମିତି ତିଆରି କରନ୍ତୁ · ଗୋଟିଏ ପାତ୍ରରେ ମେହେନ୍ଦିର ପାଉଡର ନିଅନ୍ତୁ । · ବର୍ତ୍ତମାନ ସେଥିରେ ଜରୁରୀ ଅନୁସାରେ ଚାପତିର ପାଣି ମିଶାନ୍ତୁ । · ଦୁଇରୁ ତିନି ଚାମଚ ବିଟର ରସ ମିଶାନ୍ତୁ । · ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ । · ଏହାକୁ ୬ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ । ଏହିଭଳି କରନ୍ତୁ ବ୍ୟବହାର · ଯେତେବେଳେ ଡାଇ ପ୍ରସ୍ତୁତ ହୋଇଯିବ ତେବେ ଏହାକୁ ଚୁଟିରେ ଲଗାନ୍ତୁ । · ପୁଣି ଏହାକାଉ ଅଧଘଣ୍ଟା ପରେ ଗରମ ପାଣିରେ ଧୋଇ ଦିଅନ୍ତୁ । · ଚୁଟିକୁ ଧୋଇବା ପରେ ଚୁଟିରେ ତେଲ ଲଗାନ୍ତୁ । · ତାହା ପର ଦିନ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ ।

କୁହାଯାଏ କି ମା ନିଜ ପିଲାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ ଓ କିଛି ବି ହେଇଯାଉ ନିଜ ପିଲାଙ୍କୁ କଷ୍ଟରେ ଦେଖିପାରେ ନାହିଁ । କିନ୍ତୁ ଗୋଟିଏ ପିତାର ବି ଭଲ ପାଇବାର କୌଣସି ସୀମା ନଥାଏ । ଗୋଟିଏ ପିତା ତା ଭଲପାଇବାକୁ ପିଲାଙ୍କୁ ଦେଖାଏ ନାହିଁ ସତ କିନ୍ତୁ ସେ ତାଙ୍କୁ ସବୁଠୁ ଅଧିକ ଭଲ ପାଇଥାଏ । ଗୋଟିଏ ପିତା ଦିନ ରାତି ପରିଶ୍ରମ କରିଥାଏ ଯାହା ଦ୍ଵାରା ସେ ତାର ପରିବାରକୁ ସୁଖ ଶାନ୍ତିର ଜୀବନ ଦେଇ ପାରିବ । ଯେଉଁଠି ଗୋଟିଏ ମା’ ତାର ଭଲପାଇବା ଦେଖାଇପାରେ ସେଇଠି ପିତା ତାର ଭଲ ପାଇବା ଦେଖାଇପାରେ ନାହିଁ । କିନ୍ତୁ ନିଜ ଝିଅକୁ ଭଲ ପାଇବାରେ ପିତା କେବେ ବି ସଙ୍କୋଚ କରେ ନାହିଁ ।

ଝିଅମାନେ ବାପାଙ୍କର ପ୍ରିୟ ହୋଇଥାନ୍ତି । ଗୋଟିଏ ବାପା ତାର ଝିଅକୁ ହୃଦୟରେ ପଥର ରଖି ବିଦା କରିଥାଏ । ପ୍ରତ୍ୟେକ ଝିଅ ବିବାହ ପରେ ନିଜ ପିତାଙ୍କ ହାତରେ ବିଦା ହେବାକୁ ଚାହାଁନ୍ତି । ଏମିତି ହିଁ କିଛି ସ୍ଵପ୍ନ ଦେଖୁଥିଲେ ଯୋଦ୍ଧପୁର ରେ ରହୁଥିବା ରିତୁ । ସେ ନିଜ ପିତାଙ୍କ ହାତରେ ବିଦା ହେବାକୁ ଚାହୁଁଥିଲା କିନ୍ତୁ ତାକୁ କଣ ଜଣାଥିଲା କି ତାର ଏହି ସ୍ଵପ୍ନ, ସ୍ଵପ୍ନରେ ହିଁ ରହିଯିବ । ରିତୁ ସହିତ ଯାହା ହେଲା ଆପଣ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ ।

ପିତାଙ୍କ ହାତରେ ବିଦା ହେବାକୁ ଚାହୁଁଥିଲା ଝିଅ

ଜଣାଇ ଦେଉଛୁ କି ରିତୁଙ୍କ ପିତା ସୁଭାଷ ଚନ୍ଦ୍ର କଟେବା ଦୁଇ ବର୍ଷରୁ ରୋଗଗ୍ରସ୍ତ ଥିଲେ । ତାଙ୍କୁ ବ୍ରେନଟ୍ୟୁମର ଥିଲା ଯାହାର ଚିକିଶ୍ଚା ଚାଲିଥିଲା । ଏହା ମଧ୍ୟରେ ସେ ତାଙ୍କ ଝିଅର ବିବାହ ଠିକ କରିଦେଲେ , ୨୨ ଜାନୁୟାରୀ କୁ ଝିଅର ବିବାହ ଥିଲା କିନ୍ତୁ ଏଥି ମଧ୍ୟରେ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲ ରେ ଆଡମିଟ କରିବାକୁ ପଡିଲା । ସେ ନିଜ ଝିଅର ବିବାହ ଦେଖିବାକୁ ଚାହୁଁଥିଲେ ସେଥିପାଇଁ ତାଙ୍କୁ ୨୧ ତାରିଖ ଦିନ ଝୁଂଝୁନୂଂ ବଖ୍ତାବାରପୁର ସ୍ଥିତ ଘରକୁ ଅଣାଗଲା । ବାପାଙ୍କୁ ଦେଖି ଝିଅ କାନ୍ଦିବାକୁ ଲାଗିଲା ଓ ଛାତିରେ ଜାବୁଡି ଧରି କହିଲା ପାପା ମୋତେ ଆପଣ ହିଁ ବିଦା କରିବେ । କିନ୍ତୁ ନିୟତି କୁ କିଛି ଅଲଗା ହିଁ କରିବାର ଥିଲା । ଯେଉଁ ଦିନ ରିତୁ ର ବିବାହ ଥିଲା ସେହି ଦିନ ତା ପିତାଙ୍କର ମୃତ୍ୟୁ ହୋଇଗଲା ।

ଜଣାଇ ଦେଉଛୁ କି ଘରେ ଏତେ ବଡ ଘଟଣା ହେଲା ପରେ ବି ବନ୍ଧୁମାନେ ଧୈର୍ଯ୍ୟ ରଖିବାକୁ କହିଲେ । ଘର ଲୋକ ଝିଅ ରିତୁ ଓ ତାର ଶାଶୁଘର ଲୋକଙ୍କୁ ତା ପିତାଙ୍କର ମୃତ୍ୟୁ ର ଖବର ଲୁଚାଇ ରଖିଲେ । ପ୍ରକୃତରେ ୨୫ ଜାନୁୟାରୀ କୁ ଶଶୁରଘର ଲୋକ ରିସିପ୍ସନ ରଖିଥିଲେ ଏଥିପାଇଁ ତାଙ୍କୁ ଏହି କଥା ଲୁଚାଯାଇଥିଲା । ଗୋଟିଏ ପକ୍ଷରେ ଯେଉଁଠି ପିତାଙ୍କ ଅନ୍ତିମ ସଂସ୍କାର ହେଉଥିଲା ସେଇଠି ଅନ୍ୟ ପକ୍ଷରେ ରିସିପ୍ସନ ର ଉତ୍ସବ ଚାଲିଥିଲା ।

୨୬ ଜାନୁୟାରୀ କୁ ଯେବେ ରିତୁ ପଗଫେରେ ପାଇଁ ନିଜ ବାପ ଘରକୁ ଯାଇଥିଲା ସେତେବେଳେ ସେ ଦେଖିଲା କି ପିତାଙ୍କ ଫୋଟୋରେ ମାଳ ଚଢିଛି । ଏହା ଦେଖି ତାର ହୃଦୟ ଫାଟିଗଲା ଓ ସେ ଜୋର ରେ କାନ୍ଦିବାକୁ ଲାଗିଲା । ରିତୁ ର କାନ୍ଦ ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ଗୋଟିଏ ପିତା ନିଜ ଝିଅ କୁ ବିଦା କରିବାର ସ୍ଵପ୍ନ ନିଜ ହୃଦୟରେ ରଖି ଏହି ଦୁନିଆକୁ ଛାଡି ଚାଲିଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button