ବିଚାର

କୌଣସି ବି ସୋମବାର ଯଦି ଶୁଣି ନିଅନ୍ତି ଏହି ଶିବମନ୍ତ୍ର ତେବେ ଆପଣଙ୍କ ସବୁ କଷ୍ଟ ହେବ ଦୂର, ସମସ୍ତ ଶତ୍ରୁ ହେବେ ନାଶ

ଆପଣ ଯଦି ଜାଣି ଥିବେ ତାହେଲ ବି ପୁଣି ଥରେ ଆମେ ଆପଣଙ୍କୁ ମାନେ ପକେଇ ଦେବା ପାଇଁ ଚାହୁଁ କି  ଭଗବାନ ଆମକୁ ସୃଷ୍ଟି କରିବା ସମୟରେ ପୃଥିବୀର ସବୁ ଠାରୁ ଶ୍ରେଷ୍ଠ ଜୀବ ବୋଲି ବରଦାନ ଦେଇ ଥିଲେ । ଆମକୁ ଭଗବାନ ଆଜି ଯାଏ ନିଜ ଛତ୍ର ଛାୟା ତଳେ ରଖିଛନ୍ତି । ତାଙ୍କୁ କିଛି ବି ଫରକ ଲାଗେନୀ  କିଏ ତାଙ୍କୁ ମାନୁ କିମ୍ବା ନ ମାନୁ । ଏହା କିଛି ମାନେ ରାଖୀ ନଥାଏ । ତେବେ ଆଜି ଆମେ କହିବାକୁ ଯାଉଛୁ ଭଗବାନ ଶିବଙ୍କ ବିଷୟରେ। ଆପଣଙ୍କର ଯଦି କିଛି ଅସୁବିଧା ହୋଇ ଥାଏ ତେବେ ପ୍ରଥମେ ଆପଣ ନିଜ ଘରର ମୁଖିଆ ପାଖକୁ ଯାଇ ନିଜର କଥା କହିଥାନ୍ତି । ଠିକ ସେଭଳି ଭଗବାନ ମାନଙ୍କର ଯେତେବେଳେ ଅସୁବିଧା ହୋଇ ଥାଏ ସେମାନେ ଦେବଙ୍କର ଦେବ ମହାଦେବ ଙ୍କ ପାଖେ ଯାଇକି ପହଞ୍ଚି ଯାନ୍ତି ।

ମହାଦେବ ହେଉଛନ୍ତି ଜଣେ ଏଭଳି ଭଗବାନ ଯାହାଙ୍କ ପାଖେ ସର୍ବସ୍ଵ ଅଛି ମାତ୍ର କିଛି ନାହିଁ । ସେ ସବୁଠାରୁ ଧନୀ ଅଟନ୍ତି ଓ ସବୁ ଠାରୁ ବଡ ଭିକ୍ଷୁକ ମଧ୍ୟ । ତାଙ୍କର ଏଭଳି ରୂପର କାରଣ ହେଉଛି ସେ ମଣିଷକୁ ସବୁବେଳେ ଦେଖାଇବାକୁ ଚାହାଁନ୍ତି କି ଯେତେ ଉପରକୁ ଉଠିଲେ ମଧ୍ୟ ସବୁ ବେଳେ ନିଜକୁ ସେଭଳି ରଖିବା ଉଚ୍ଚିତ ଜେଭଳି ଆମେ ଅଛୁ । ତେବେ ଅନେକ ଲୋକମାନଙ୍କର ରାଶି ଅଲଗା ଅଲଗା ସେହି ଅନୁସାରେ ସେମାନେ  ନିଜର କର୍ମ କରିଥାନ୍ତି ।

ଶାସ୍ତ୍ର ଅନୁସାରେ ଯଦି ଆମେ ଦେଖିବା ତାହାଲେ ସେଥିରେ ବର୍ଣନା କର ଯାଇଛି କି ଆପଣ ନିଜକୁ ଭୁଲ ଦିଆନ୍ତୁ ନି ଆପଣ କେବଳ ନିଜର କର୍ମ କରି ଚାଳନ୍ତୁ ଓ ଫଳ କୁ ଆସା ଛାଡି ଦିଅନ୍ତୁ । ମାତ୍ର ଯେତେବେଳେ ଗୋଟେ ବ୍ଯକ୍ତିର ରାଶିରେ ପରିବର୍ତ୍ତନ ହୋଇ ଥାଏ ଗ୍ରହର ଚାଳନ ପାଇଁ ସେତେବେଳେ ସେ ଅନେକ କିଛି ଅସୁବିଧା ଓ ଅନେକ କିଛି ସୁବିଧା ପାଇ ଥାଏ । ଯଦି ଆପଣଙ୍କ ରାଶିରେ ଗ୍ରହ ଚାଳନ ପାଇଁ ଆପଣ ଦୁଃଖ ଭୋଗ କରୁଛନ୍ତି ତେବେ ଆମେ ଆପଣଙ୍କୁ ଆଜି ଏଭଳି ଏକ ମନ୍ତ୍ର କହିବୁ ଯାହା ଦ୍ଵାରା ଆପଣ ନିଜର ପରିସ୍ଥିତିକୁ ସୁଧାରୀ ପାରିବେ ।

ତେବେ କଣ ଏହା ଆସନ୍ତୁ ଜାଣିବେ । ଏହା ଭଗବାନ ଶିବ ଙ୍କୁ ସମର୍ପିତ ଅଟେ । ଏହା ଶାସ୍ତ୍ରରେ ଲେଖା ହୋଇଛି କି ଭଗବାନ ଶିବ ହେଉଛନ୍ତି ସବୁ ଗ୍ରହର ବିଧାତା । ତାଙ୍କ ଦୟାରୁ ଗ୍ରହମାନଙ୍କର ଖରାପ ପ୍ରଭାବ ଦୂର ହୋଇ ଯାଇ ଥାଏ । ଯଦି ଆପଣ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଏହି ମନ୍ତ୍ର କୁ  ବୋଲିବେ କେବଳ ୫ ଥର ଓ ରାତିରେ ଶୋଇବା ଆଗରୁ ବୋଳିବେ ୫ ଥର ତାହେଲେ ଆପଣ ନିଶ୍ଚୟ ନିଜକୁ ଗ୍ରହ ମାନଙ୍କ କୋପରୁ ଉଧାର କରି ଏକ ଭଲ ଜୀବନ ବିତାଇ ପାରିବେ ।

ମୃତ୍ୟୁ ପରେ ଆପଣଙ୍କୁ ଶିବ ଲୋକରେ ଜାଗା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା ମତରତି କଣ । ” ଇଂ ଖ୍ଯଙ୍ଗ ମଂ ଓଙ୍ଗ ଅଙ୍ଗ ” । ଏହା ହେଉଛି ମନ୍ତ୍ର ଏହାକୁ ବୋଲିବା ଦ୍ଵାରା ସର୍ବ ପାପ କ୍ଷୟ ହୁଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button