ଜୀବନଶୈଳୀ

ଏ ହେଉଛନ୍ତି ଦୁନିଆର ସବୁଠୁ ବୟସ୍କ ଲୋକ ଯିଏ ନିଜ ମୃତ୍ୟୁ ପାଇଁ ଆଜିବି କରୁଛନ୍ତି ପାର୍ଥନା, ବୟସ ଜାଣିଲେ ଚମକି ପଡିବେ ଆପଣ

କଲିଯୁଗ ଏମିତି ଏକ ସମୟ ଯେତେବେଳେ ମଣିଷର ବୟସ କମି କେବଳ ୬୦ ରୁ ୭୦ ମଧ୍ୟରେ ରହିଯାଉଛି । ଏତେ ବୟସ ବୋଧେ କେହି ବଞ୍ଚି ପାରୁଛି ଏବଂ ଆଜିକାଲି କମ ବୟସ ର ଲୋକମାନଙ୍କର ମୁର୍ତ୍ୟୁ ବେସୀ ହେବାର ଲାଗିଛି । ଯେଉଁଥିରେ ୧୫ ରୁ ୪୦ ବର୍ଷ ର ଲୋକମାନେ ସାମିଲ ଅଛନ୍ତି, କାହାକୁ କିଛି ରୋଗ ନେଇଯାଏ ଏବଂ ଅନ୍ୟ କେତେକଙ୍କୁ ରୋଡ ଏକ୍ସିଡେଂଟ ନେଇଯାଏ । ଏମିତି ଏକ ବୟସ୍କ ବ୍ୟକ୍ତି ସବୁଦିନ ସକାଳୁ ଉଠି ନିଜର ମୁର୍ତ୍ୟୁ ର ପାର୍ଥନା କରୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ମୁର୍ତ୍ୟୁ ଆସି ନାହିଁ । ଆଜି ଯେଉଁଠି ସାମାନ୍ୟ ବସ ର ଲୋକମାନଙ୍କର ମୁର୍ତ୍ୟୁ ହେଉଛି ସେଠି ବୟସ୍କ ର ମୁର୍ତ୍ୟୁ ଜଣା ନାହିଁ କେଉଁଠି ହଜିଗଲା ।

ଇଂଡୋନେଶିୟା ରେ ରହୁଥିବା ଏହି ମବାହ ନାମକ ବୟସ୍କ ବ୍ୟକ୍ତି ର ବୟସ ୧୪୫ ବର୍ଷ କୁହାଯାଉଛି । ଖବର ଅନୁସାରେ ଏହି ବ୍ୟକ୍ତିର ୧୦ ଟି ସ୍ତ୍ରୀ ଏବଂ ୮ ଟି ପୁଅ ଅଛନ୍ତି କିନ୍ତୁ ଅଭିକା ଏହାର କୌଣସି ସ୍ତ୍ରୀ ବଞ୍ଚିତ ନାହାନ୍ତି । ଏହା ଛଡା ତାଙ୍କର ନାତି ନାତୁଣୀ ସାଙ୍ଗରେ ରହୁ ନାହାନ୍ତି କିନ୍ତୁ ଦେଖା କରିବାକୁ ଆସନ୍ତି ।

ଅଭିକା କିଛି ଦିନ ହେବ ଏହି ବ୍ୟକ୍ତିର ଖବର ଆସିଛି ଏବଂ ଏହି ବ୍ୟକ୍ତି ସବୁଦିନ ନିଜର ମୁର୍ତ୍ୟୁକୁ ଡାକୁଛି । ଯେତେବେଳେ ମିଡିୟା ତାଙ୍କୁ ପଚାରିଲେ କି, ଆପଣଙ୍କୁ ଏହି ବୟସରେ ଆସି କେମିତି ଲାଗୁଛି, ସେ କହିଲେ ଏହି ବୟସରେ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି । ସେ ମନରୁ ଚାହୁଁଛନ୍ତି କି ମରଣ ଆସିଯାଉ କିନ୍ତୁ ମୁର୍ତ୍ୟୁ ଯେମିତି ତାଙ୍କର ଘରର ରାସ୍ତା ଭୁଲି ଯାଇଛି ।

ଏମିତି ଜୀବନ ବଞ୍ଚି କିଛି ଲାଭ ନାହିଁ ଯେଉଁଥିରେ ସେ କିଛି ଖାଇ ପାରୁଛନତି କିମ୍ବା ନିଜର କୌଣସି କାମ କୁ ଠିକସେ କରି ପାରୁଛନ୍ତି । ଏମିତି କୁହାଯାଏ କି ସେ ଯେତେବେଳେ ତାଙ୍କର ୧୨୦ ବର୍ଷ ଥିଲା ସେ ସେତେବେଳୁ ନିଜର ମାରିବାର ପାର୍ଥନା କରୁଛନ୍ତି ।

ମବାହ ର ମୁତାବିକ, ଇଂଡୋନେଶିୟା ର ଯେଉଁ ଜାଗାରେ ସେ ରହୁଛନ୍ତି ତାହାର ନାମ କୁନବେ ଅଟେ । ସେଠି ତାଙ୍କ ସାମନ୍ନାରେ ତାଙ୍କ ର କିଛି ପୁଅ, କିଛି ବୋହୁ , କିଛି ସମ୍ପର୍କୀୟ ଏବଂ ତାଙ୍କର ସମସ୍ତେ ସାଙ୍ଗ ମାନଙ୍କର ମଧ୍ୟ ମୁର୍ତ୍ୟୁ ହୋଇଗଲାଣି କିନ୍ତୁ ଆଜି ବି ସେ ମୁର୍ତ୍ୟୁ ପାଇଁ ପାର୍ଥନା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button