ରାଜନୀତି

ମୋଦୀ ସରକାରଙ୍କର ଇଏ ହେଉଛନ୍ତି ସବୁଠୁ ସୁନ୍ଦର MLA, ଯାହାଙ୍କ ଗୋଟିଏ ଝଲକ୍ ଦେଖିଲେ ବିରୋଧୀଙ୍କର ବି ଉଡିଯାଏ ହୋସ୍

ବର୍ତ୍ତମାନ ଦେଶରେ ଭାଜପା ଏକ ଆଦର୍ଶ ଦଳ ଅଟେ ଯିଏ କି ସକରାତ୍ମକ ଏବଂ ଉନ୍ନତି ପସନ୍ଦ ଭାବୁଥିବା ଦଳ, ଯିଏ କି ଦେଶକୁ ବିକାଶ ପଥରେ ଆଗକୁ ବେଢେଇ ନେଉଛି । ଏହି କାରଣରୁ ନରେନ୍ଦ୍ର ମୋଦୀ ସରକାର ଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ଭାଜପା କୁ ଲଗାତାର ନିର୍ବାଚନ ରେ ବିଜୟ ମିଳୁଛି ।

ଏଥି ସହିତ ସବୁଠାରୁ କମ ବର୍ଷର ବିଧାୟକ ଅଂଗୂରଲତା ଡେକା ନିଜର ସୁନ୍ଦରତା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହୁଛନ୍ତି । ଗତ ବର୍ଷ ଅଗଷ୍ଟ ରେ ସେ ବିଧାୟକ ହୋଇଥିଲେ । ଆସାମ ବିଧାନସଭାର ଚୁନାବ ରେ ଆସାମ ର ବିଧାନସଭା କ୍ଷେତ୍ରରେ କଂଗ୍ରେସ ର ନେତା ପୂର୍ବ ମନ୍ତ୍ରୀ ଗୌତମ ବୋରା ଙ୍କୁ ୪୦୦୦୦ ଭୋଟ ରେ ହରାଇ ବିଧାୟକ ହୋଇଥିବା ଅଙ୍ଗୁରଲତା ମିଡିୟାରେ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲେ । ରାଜନୀତି ରେ ଆସିବା ପୂର୍ବରୁ ସେ ଆସାମ ର ବଡ ଅଭିନେତ୍ରୀ ଥିଲେ ।

 

ଅଂଗୂରଲତା ଡେକାଙ୍କୁ ପିଲା ବେଳେ ନାଚ ର ଇଚ୍ଛା ଥିଲା । ନିଜର ଗୁରୁ ବରନାଲୀ ମହଂତାଙ୍କ ମାର୍ଗଦର୍ଶନରେ ସେ କଥକ ର ଟ୍ରେନିଗ ହାସଲ କରିଥିଲେ । ଦିନେ ତାଙ୍କର ନିର୍ଦେଶକ ଚନ୍ଦ୍ରଖର ଡେକା ସହ ଦେଖାହେଲା । ସେ ତାଙ୍କୁ ଫିଲ୍ମ ର ଅଫର ଦେଲ । କିନ୍ତୁ ତାଙ୍କ ପରିବାରର ଲୋକ ତାଙ୍କୁ ଫିଲ୍ମରେ କାମ କରିବା ପାଇଁ ମନା କରିଥିଲେ । ଅଂଗୂରଲତା ଙ୍କର ଜନ୍ମ ନଲବାଡୀ ରେ ହୋଇଥିଲା । କିନ୍ତୁ ସୀମା ବିଶ୍ଵାସ ଙ୍କ କହିବାଦ୍ବାରା ତାଙ୍କର ପରିବାରଲୋକ ଏବଂ ସେ ଫିଲ୍ମ ରେ କାମ କରିବା ପାଇଁ ରାଜି ହୋଇଥିଲେ । ଗତ ୮ ବର୍ଷ ହବ ଅଂଗୂରଲତା ଆସାମ ଫିଲ୍ମରେ ଅଭିନେତ୍ରୀ ରୂପରେ କାମ କରୁଛନ୍ତି ।

୨୦୧୬ ରେ ଅଂଗୂରଲତା ଆସାମ ର ଫିଲ୍ମ ଅଭିନେତା ଆକାଶଦିପଙ୍କ ସହ ବାହା ହୋଇଥିଲେ । ଅଂଗୂରଲତା ବତଦ୍ରୋୱା ରୁ ବିଧାୟକ ହୋଇଥିଲେ । ସେ ପ୍ରାୟତଃ ନିଜ କ୍ଷେତ୍ରରେ ଜନସମସ୍ୟା ର ନିବାରଣ କରନ୍ତି ।

୨୦୧୪ ରେ ଲୋକସଭା ନିର୍ବାଚନ ରେ ଭାଜାପା ବହୁତ ଫିଲ୍ମ ତାରକା ଙ୍କୁ ଟିକେଟ ଦେଇଥିଲେ । ଏଥିରେ ହେମାମାଲିନୀ, କିରଣ ଖେର, ୱିନୋଦ ଖନ୍ନା ଭଳି ଅନ୍ୟ ଫିଲ୍ମ ତାରକା ମାନଙ୍କୁ ସାମିଲ କରିଥିଲେ । କେନ୍ଦ୍ରୀୟ ମାନବ ସଂଶାଧନ ମନ୍ତ୍ରୀ ସ୍ମୃତି ଇରାନୀ ରାଜନୀତି ରେ ଆସିବା ପୂର୍ବରୁ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button