ବିଚାର

ମାତ୍ର 1 ଥର ପିଇ ନିଅନ୍ତୁ, ଭାଇରସ ଇନଫେକ୍ସନ ହେବ ଦୂର, ଥଣ୍ଡା, କାସ, ଜ୍ଵର ଗାୟବ, ଦଶ ଗୁଣା ବଢେଇଦବ ଇମ୍ୟୁନିଟି- Health Tips

ବର୍ତ୍ତମାନ ପରିବେଶ ପ୍ରଦୂଷଣରେ ଭରପୁର ଅଛି । ଏହି ସମୟ ରେ ମଧ୍ୟ ପାଣିପାଗ ବଦଲୁଛି । ଏବେ ପ୍ରତେକ ଘରେ କାଶ , ଥଣ୍ଡା , ଛିଙ୍କ , ଜର କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହୋଇ ଯାଉଛି ।

ତେବେ ଆପଣଙ୍କୁ ଆମେ କହି ରଖୁଛୁ କି ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଏଭଳି ଏକ ଉପାୟ ଯାହାକୁ ଆମର ପୂର୍ବ ପିଢୀ ମଧ୍ୟ ବ୍ୟବହାର କରିଥିଲେ । ଆସନ୍ତୁ ଜାଣିବା ଏହା କଣ ଅଟେ । ଆଜି କାଲୀ ସମାଜରେ ରହୁଥିବା ପ୍ରତେକ ମଣିଷ କରୋନା ପାଇଁ ଭୟଭୀତ ହୋଇ ଯାଉଛି । ଆମେ ଜାଣିଛୁ ଯଦି କାହାର ନିଜର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି ତେବେ ଏହା ଆମକୁ କିଛି ବି ବେମାରି କିମ୍ବା ଭାଇରସ ଠାରୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା ଏହା କଣ ଅଟେ ଯାହା ଆମକୁ ଏତେ ମାତ୍ରାରେ ଶକ୍ତି ଦିଏ।

ଆମେ ସେବନ କରୁଥିବା ଖାଦ୍ଯ ଯାହା ଆମକୁ ଶକ୍ତି ଦେଇ ଥାଏ । ଆପଣଙ୍କ ଘରେ ଯଦି ସାଧାରାନ ଜର କିମ୍ବା ଥଣ୍ଡା ବି ହେଉଛି ତ ବି ଡକ୍ଟର ମାନେ ଆମକୁ ଚିକିସ୍ଛା କରିବାକୁ ଡରୁଛନ୍ତି କାରଣ ସେମାନଙ୍କୁ ଲାଗୁଛି ହୁଏତ ଆମେ କରୋନାରେ ଆକ୍ରାନ୍ତ ଥିବୁ । ଏଭଳି ପରିସ୍ଥିତିରେ ଆପଣ ଘରେ ଥିବା କିଛି ଟା ଜିନିଷରେ ହିଁ ନିଜର  ଉପଚାର କରି ପାରିବେ । ଏହା ହେଉଛି ଗିଲୋଇ ଏହା ଏକ ଔଷଧୀୟ ଗଛ ଏହାର ପାତ୍ର ଚେର ଓ ଡାଙ୍ଗ ସବୁ ଦରକାରୀ ଅଟେ ।

 

ଏହାର ପତ୍ରକୁ ଆଣି ସଫା କରି ଦିଅନ୍ତୁ ଏହା ପରେ ଚୂଲିରେ ଏକ ଗ୍ଲାସ ଭଳି ପାଣି ଗରମ କରନ୍ତୁ ଓ ଏହାକୁ ସେଥିରେ ପକାଇ ଦିଅନ୍ତୁ । ଯଦି ଆପଣଙ୍କୁ ଥଣ୍ଡା ସହ ବିନ୍ଧା ବିନ୍ଧି ଥାଏ ତେବେ ଆପଣ ଏଥିରେ କିଛି ଅଦା କୁ କୁଠିକି ପକାନ୍ତୁ ଏହାକୁ କିଛି ସମୟ ଫୁଟାଇବା ପରେ ଏଥିରେ ଆମେ କିଛି ପାନମାଧୁରୀ ପକେଇବା ଓ ଏହାକୁ ଅଧା ହେଲା ଯାଏ ଫୁଟେଇବା । ଏହା ତିଆରି ହୋଇ ସାରିବା ପରେ ଏକ ଗ୍ଳାସ କୁ ଛାଣିକି ଏହାକୁ ଥଣ୍ଡା କରିବେ ଓ ଏହା ପରେ ଏହାକୁ ସେବନ କରିବେ ।

ମାନେ ରଖନ୍ତୁ ଯଦି ଏହା ଆପଣଙ୍କୁ ଏହାର ସ୍ଵାଦ ଟିକେ ଖରାପ ଲାଗେ ତେବେ ଏହାକୁ ବନେଇବା ବେଳେ ସେଥିରେ କିଛି ପରିମାଣରେ ଗୁଡ ପକେଇ ପାରିବେ । ଆପଣ ଏହାକୁ ସକାଳେ ଖାଲି ପେଟରେ ପିବେ ଓ ଏହାର ସେବନ ପରେ ଆପଣ ଅଧ ଘଣ୍ଟା ଯାଏ କିଛି ଖାଇବେ ନି ।  ଗିଲୋଇ ର ଭଲ ଗୁଣ ହେଲା ଏହା ଯେଉଁ ଗଛ ପାଖେ ରୁହେ ତାର ଭଲ ଗୁଣ ନିଜେ ରାଖୀ ନେଇ ଥାଏ ।

ତେବେ ଯଦି ଆପଣଙ୍କୁ କାସ କିମ୍ବା କଫ ଜମିଛି ଏହାକୁ ସେବନ କରନ୍ତୁ ଏହା କେବଳ ଆପଣ ବେମାର ଥିଲେ ନେବେ ସେଭଳି ନୁହେଁ ଆପଣ ଯଦି ସୁସ୍ଥ ଅଛନ୍ତି ତେବେ ବି ଆପଣ ଏହାକକୁ ନେଇ ପାରିବେ । ଆପଣ ଏହାକୁ ନେବା ଦ୍ଵାରା ପାଚନ କ୍ରିୟା ସଠିକ ଭାବେ ହୋଇ ଥାଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ମୁଣ୍ଡ ବୁଲେଇବନି କି ଆପଣଙ୍କର ଶରୀର ଗରମ ହେବନି । ଏହା ଆମ ଶରୀର ପାଇଁ ଏହା ଏକ ଅମୃତ ଅଟେ । ଏହା ଦ୍ଵାରା ସୁଗାର ଓ ଉଚ୍ଚ ରକ୍ତ ଚାପ ବି ଭଲ ହୋଇ ଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button