ଶୀତ ଦିନରେ ଥଣ୍ଡା, କାଶ, ତଣ୍ଟି ଦରଜ, ଶାରୀରକ ପୀଡା ଆମ୍ଭେମାନେ ଭୋଗିଥାଉ । ଶୀତ ଦିନରେ ଯଦି ଆପଣ ନିଜର ଖାଦ୍ୟପେୟ ର ଧ୍ୟାନ ରଖିଲେ ତ ଠିକ କିନ୍ତୁ ଯଦି ନ ରଖନ୍ତି ତେବେ ଆପଣ ବହୁତ ପ୍ରକାର ରୋଗର ଶିକାର ହୋଇ ଥାନ୍ତି। ଏହି ସମୟରେ ଛୋଟ ପିଲା ଓ ବୃଦ୍ଧ ଲୋକଙ୍କର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଲୋକ ଶୀତଦିନେ ଗରମ ଜିନିଷର ସେବନ କରିଥାନ୍ତି ଏବଂ ଖଜୁରୀ ଭଳି ଡ୍ରାଇଫୃଡ୍ଡ ଅଧିକ ଲାଭକାରୀ ହୋଇଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତଙ୍କୁ ଶୀତଦିନେ ଏହାକୁ ଖାଇବା ନିହାତି ଜରୁରୀ ଅଟେ କାରଣ ଏଥିରୁ ମିଳୁଥିବା କିଛି ଲାଭ ଆପଣଙ୍କୁ କେବେ ବି ଅସୁସ୍ଥ ହେବାକୁ ଦିଅନ୍ତି ନାହିଁ । ଶୀତଦିନେ ପ୍ରତିଦିନ କେବଳ 5ଟି ଖଜୁରୀ ଖାଆନ୍ତୁ , ଏହାପରେ ଆପଣଙ୍କ ଶରୀରକୁ ଖଜୁରୀ ଉପରେ ଛାଡି ଦିଅନ୍ତୁ କାରଣ ଶୀତଦିନେ ଏହା ଏକ ବହୁତ ଭଲ ଚିକିତ୍ସା ହୋଇଥାଏ । TVS XL100 – Affordable & Fuel-Efficient Ride TVS XL 100 TravelLite Series – More Security, More Performance, More Success Acer See Why You Should Start A Habit Of Chewing Cloves Everyday Zestradar Why Sophia Loren Refused To Shave – The Truth Will Amaze You! Buzz Day ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକ କଣ କଣ ନ କରନ୍ତି କିନ୍ତୁ ଯଦି ଠିକ ଜିନିଷର ସେବନ କରନ୍ତି ଥଣ୍ଡା ସେମାନଙ୍କୁ ଛୁଇଁ ବି ପାରେନାହିଁ । ସେହି ଠିକ ଜିନିଷ ହେଲା ଖଜୁରୀ ଯାହାର ୫ଟି ଫାଇଦା ଆମେ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁ ଛୁ । ୧. ଖଜୁରୀ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଏଥିରୁ ଆପଣଙ୍କୁ ଶୀତଦିନେ ହେଉଥିବା ଥଣ୍ଡାରୁ ଉପଶମ ମିଳିଥାଏ ବା ଏଥିରୁ ଆପଣଙ୍କୁ ବଞ୍ଚାଇଥାଏ । ଥଣ୍ଡାହେଲେ ଯଦି ଆପଣ ଗୋଟିଏ ଗ୍ଳାସ କ୍ଷୀରରେ ୫-୬ଟି ଖଜୁରୀ,ଗୋଲମରୀଚ , ଗୋଟିଏ ଗୁଜୁରାତି ଏବଂ ଗୋଟିଏ ଚାମଚ ଘିଅ ପକାଇ ପାଣି ସହିତ ଗରମ କରି ନିଅନ୍ତୁ ଏବଂ ଶୋଇବା ପୂର୍ବରୁ ଏହାକୁ ପିଇଲେ ଥଣ୍ଡାରୁ ଶୀଘ୍ର ଉପଶମ ମିଳିଥାଏ । अन्य जबरदस्त कंटेंट See Why You Should Start A Habit Of Chewing Cloves Everyday Zestradar Viewers Had To Look Away When This Happened On Live Tv Buzz Day Why Sophia Loren Refused To Shave – The Truth Will Amaze You! Buzz Day Why Donald Trump’s Health Is Fueling Online Speculation Brainberries ୨. ଖଜୁରୀରେ ବହୁତ ମାତ୍ରାରେ ପ୍ରୋଟିନ , ଫାଇବର ମିଳିଥାଏ ଯାହାଦ୍ୱାରା ଆପଣଙ୍କର କୋଷ୍ଟକାଷ୍ଟିନ୍ୟର ସମସ୍ୟା ଦୂର ହୋଇଥାଏ। ଏହାକୁ ରାତିସାରା ବତୁରାଇ ଦିଅନ୍ତୁ ଏବଂ ସକାଳେ ଖାଆନ୍ତୁ । ଖଜୁରୀର ସେବନଦ୍ଵାରା ଅନ୍ତକୁ ବଳ ଏବଂ ଶରୀରକୁ ଶକ୍ତି ମିଳିଥାଏ । ୩. ଖଜୁରୀ ଶରୀରରେ ରକ୍ତର ଅବଶ୍ୟକତାକୁ ପୂରଣ କରିଥାଏ । ରାତିରେ ଖଜୁରୀ ବତୁରାଇ ସକାଳେ କ୍ଷୀର ସହିତ ପ୍ରତିଦିନ ଖାନ୍ତୁ । ଖଜୁରୀ ଖାଇବା ଦ୍ଵାରା ନିଚ୍ଚ ରକ୍ତଚାପ ମଧ୍ୟ ହୋଇନଥାଏ । ୪. ଖଜୁରୀ ଶରୀରରେ କ୍ୟାଲସିୟମର ଅବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ । ଯଦି ଆପଣ ନିୟମିତ ଗୋଟିଏ ଖଜୁରୀ ଖାଇବେ ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା ବଢିଥାଏ । ଗର୍ଭବତୀ ସ୍ତ୍ରୀମାନେ ଏହାକୁ ଖାଇବା ନିତ୍ୟାନ୍ତ ଆବଶ୍ୟକ ଯାହାଦ୍ୱାରା ସେମାନଙ୍କୁ ଏଥିରୁ ଆଇରନ, କ୍ୟାଲସିୟମ, ମ୍ୟାଗ୍ନେସିଅମ, ଏବଂ ସେଲିନିୟମ ମିଳିଥାଏ। ୫. ଖଜୁରୀ ଖାଇବା ଦ୍ଵାରା ଶରୀରରେ ଭିଟାମିନ ସି ର ଆବଶ୍ୟକତା ପୂରଣ ହୋଇଥାଏ , ଯାହାଦ୍ୱାରା ତ୍ଵଚ୍ଚା ସତେଜ ହୋଇଥାଏ ଏବଂ ତ୍ଵଚ୍ଚାରେ ଝୁରିୟାଁ ଆସି ନ ଥାଏ ।

ମୃତ୍ୟୁ ଜୀବନର ଏକ କଟୁ ସତ୍ୟ ଅଟେ । ଜୀବିତ ଜିନିଷ ଏହା ଠାରୁ ବଞ୍ଚି ପାରିବ ନାହିଁ । ନିଜର ଲୋକମାନଙ୍କ ଠାରୁ ଦୂରେଇ ଯିବାର ଯନ୍ତ୍ରଣା ବହୁତ ଦୁଃଖ ଦେଇଥାଏ । ଏହାର ପ୍ରଭାବ ଆମ ଜୀବନର ଗୋଟ ଅଂଶ ହୋଇ ରହି ଯାଏ। ଯଦି ଆମର କୌଣସି ବ୍ୟକ୍ତି ସହିତ କିଛି ନିବିଡ ସମ୍ପର୍କ ଥାଏ ତେବେ ତାଙ୍କର ମୃତ୍ୟୁ ପରେ ମଧ୍ୟ ଆମେ ତାଙ୍କୁ ସ୍ଵପ୍ନରେ ଦେଖି ଥାଉ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ କୌଣସି ମୃତ ବ୍ୟକ୍ତିକୁ ସ୍ଵପ୍ନରେ ଦେଖିବା ଶୁଭ ହୋଇଥାଏ କି ଅଶୁଭ ହୋଇଥାଏ ।
ତେବେ ଚାଲନ୍ତୁ ସେହି ସ୍ଵପ୍ନ ସହିତ ଜଡିତ କିଛି ପ୍ରକାର ରୋଚକ ତଥ୍ୟ ଆମେ ସମସ୍ତେ ଜାଣିବା ।
ଏହି ପ୍ରଭାବ ଆପଣଙ୍କର ଜୀବନରେ ପଡିଥାଏ

· ଯେତେବେଳେ କୌଣସି ମୃତ ବ୍ୟକ୍ତି ଆପଣଙ୍କର ସ୍ଵପ୍ନରେ ଆସିଥାଏ ତେବେ ସେ ଆପଣଙ୍କୁ ବାସ୍ତବିକତାର ଅନୁଭବ କରାଇଥାଏ କାରଣ ନା ସେହି ସମୟରେ ଆପଣଙ୍କର ଭାବନା ଉତ୍ତେଜିତ ହୋଇଯାଏ । ଯାହାଦ୍ଵାରା ଆପଣ ଜାଣି ପାରନ୍ତି ନାହିଁ କି ତାହା ସ୍ଵପ୍ନ ଅଟେ କି ସତ ।
· ଯଦି କୌଣସି ବ୍ୟକ୍ତି ଆପଣଙ୍କର ବହୁତ ପାଖ ଲୋକ ଅଟେ ଏବଂ ତାହାର ମୃତ୍ୟୁ ହୋଇଯାଉଛି ତେବେ ସେମାନେ କିଛିଦିନ ପର୍ଯ୍ୟନ୍ତ ଆପଣଙ୍କର ସ୍ଵପ୍ନରେ ଆସିଥାନ୍ତି । ସେହି ବ୍ୟକ୍ତି ସ୍ଵପ୍ନରେ ଆସିବା ଅର୍ଥ ସେମାନେ ଆମକୁ ଆଶ୍ଵାସନା ଦେଇଥାନ୍ତି କି ଏହି ଦୁଃଖକୁ ଛାଡି ଆଗକୁ ବଢ, ଏବଂ ନିଜ ଜୀବନରେ ସୁଖକୁ ପ୍ରାପ୍ତ କର ।

· ସ୍ଵପ୍ନରେ କୌଣସି ମୃତ ପରିଜନଙ୍କୁ ଦେଖିବାର ଅର୍ଥ ଆପଣଙ୍କୁ ସେ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ବାହାରିବା ପାଇଁ ରାସ୍ତା ଦେଖାଇବା ହୋଇଥାଏ, ଯାହାଫଳରେ ଆପଣ ନିଜ ଜୀବନରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।
· ସ୍ଵପରେ ଯେତେବେଳେ କୌଣସି ମୃତ ପରିଜନ ଆସନ୍ତି ତେବେ ସେମାନେ ଆପଣଙ୍କର ଭିବିଷ୍ୟତ ବିଷୟରେ କିଛି ଜଣାଇବାକୁ ଆସନ୍ତି । ଆପଣ ଦେଖିଥିବେ ଏମିତି କିଛି ସ୍ଵପ୍ନ ଦେଖିବା ପରେ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥାଏ।

· ଯେଉଁ ବ୍ୟକ୍ତି ଜୀବିତ ରହିଥିବା ସମୟରେ ଆପଣଙ୍କର ସବୁ ସୁଖ ଦୁଃଖରେ ସାଥ ଦେଇଥାଏ ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତି ଆପଣଙ୍କ ସ୍ଵପରେ ନିଶ୍ଚିତ ଆସିଥାନ୍ତି ଏବଂ ଆପଣଙ୍କୁ ସବୁ ପ୍ରକାରର ସମସ୍ୟାରୁ ବାହାର କରିବା ପାଇଁ ଚେଷ୍ଟା କରିଥାନ୍ତି ।

· କେତେ ଥର କୌଣସି ମୃତ ପରିଜନଙ୍କ ସ୍ଵପ୍ନରେ ଆସିବା ପରେ ମଣିଷର ଜୀବନ ପୁରାପୁରୀ ବଦଳି ଯାଏ ଏବଂ ତାଙ୍କର ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ ।



