ଜୀବନଶୈଳୀ

Hospital ର କଳାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ ଆଜି କାଲି ଏହି ଦେଶ ବିଦେଶ ସବୁଆଡେ କେବଳ ଭୟ ଏବଂ ଆ-ତ-ଙ୍କ ର ବାତାବରଣ ରହିଛି । କରୋନା ସଂକ୍ରମଣ ର ଭୟ ମଧ୍ୟ ରହୁଛି ତା ସହ ନିତିଦିନ ନ୍ୟୁଜ ଏବଂ ଖବର କାଗଜ ରେ କୌଣସି ଦୁ-ର୍ଘ-ଟ-ଣା ରେ କିଛି ଲୋକଙ୍କ ମୃ-ତ୍ୟୁ,

କିମ୍ବା କେଉଁଠି ଅ-କା-ଳ ମୃ-ତ୍ୟୁ କିମ୍ବା ଆ-ତ୍ମ-ହ-ତ୍ୟା ତଥା ଡାକ୍ତର ଙ୍କ ଅବହେଳା ଯୋଗୁଁ ମୃ-ତ୍ୟୁ ର ଖବର ମଧ୍ୟ ଆସୁଛି ଯାହା ଲୋକ ମାନଂକୁ ଆହୁରି ଅଧିକ ଚିନ୍ତା,ଭୟ ଏବଂ ଆ-ତଂ-କ ଖେ-ଳାଇ ଦେଉଛି । ତେବେ ସେହି ଭଳି ଏକ ଖବର ସାମ୍ନାରେ ଆସିଛି ଡାକ୍ତର ଙ୍କ ଅବହେଳା ଯୋଗୁଁ ଜଣେ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇଯାଇଛି । ଏହା ଛଡା ତାଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଡି-ମା-ଣ୍ଡ କରାଯାଇଛି ତେବେ ଆସନ୍ତୁ ଖବର ସମ୍ପର୍କରେ ଆଲୋଚନା କରି ନେବା ।

ଭୁବନେଶ୍ୱର ର ଏକ ବେସରକାରୀ ହସ୍ପିଟାଲରେ ଜଣେ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇଯାଇଛି ଏବଂ ତାଙ୍କ ପରିବାର ଙ୍କ ଅନୁସାରେ ଏହା ଡାକ୍ତର ଙ୍କ ଅବହେଳା ଯୋଗୁଁ ହୋଇଛି । ତେବେ ସେମାନେ ଶ-ବ କୁ ନେଇ ଅ-ନ୍ତି-ମ ସଂ-ସ୍କା-ର କରିବା ପାଇଁ ନେବାକୁ ଚାହୁଁଥିଲେ ।

ହସ୍ପିଟାଲ ତାଙ୍କୁ ୪ ଲକ୍ଷ ଟଙ୍କା ଡି-ମା-ଣ୍ଡ କରୁଛି ଯଦି ନ ଦେବେ ତେବେ ପରିବାର ଲୋକ ଙ୍କୁ ଶ-ବ ହ-ସ୍ତା-ନ୍ତ-ର କରାଯିବନାହିଁ । ମୃ-ତ ବ୍ୟକ୍ତିଙ୍କ ପୁଅ ଙ୍କ ଅନୁସାରେ ସେମାନେ କେମୋ ରେ ଚାରି ଲକ୍ଷ ଖର୍ଚ୍ଚ କରି ସାରିଛନ୍ତି ଏବଂ ଓ ଟି ପାଇଁ ସେ ୭୦ ହଜାର ଧରିକ ଆସିଥିଲେ ।

ସେମାନଙ୍କ ସର୍ଜରୀ ଭୁଲ ଯୋଗୁଁ ତାଙ୍କ ବାପା ଙ୍କ ଫୁସଫୁସ ସଂକ୍ରମିତ ହୋଇଗଲା ଏବଂ ରବିବାର ଦିନ ଭେଣ୍ଟିଲେଟର ରେ ନେଇଥିଲେ ତେବେ ରବିବାର ରୁ ଆଜି ଯାଏଁ ଏହାର ବିଲ ଚାରି ଲକ୍ଷ ପଚାଶ ହଜାର । ତାଙ୍କ ବାପା ଙ୍କୁ କ୍ୟାନ୍ସର ହୋଇଥିଲା କେମୋ ପରେ ସେମାନେ ବଡି ଫିଟନେସ୍ ଚେକ କରୁଥିଲେ ।

ଏହା ପରେ ସେମାନେ ଗ୍ରୀନ ସିଗନାଲ ଦେଇଥିଲେ ସର୍ଜରୀ ପାଇଁ ସର୍ଜରୀ ପରେ ହିଁ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା ଯାହାକି ଡାକ୍ତର ମାନଙ୍କ ଭୁଲ ଏହା ପରେ ସେମାନେ ଭେଣ୍ଟିଲେଟର ଭିତରକୁ ନେଲେ ଏବଂ ସେମାନେ କୌଣସି ପ୍ରକାରର ପ୍ରଚେଷ୍ଟା ମଧ୍ୟ କରୁ ନଥିଲେ ଏବଂ ତୁମ ବାପା ବଞ୍ଚିବେନି ବୋଲି କହୁଥିଲେ ।

ତେବେ କେବଳ ପଇସା ପାଇଁ ଏତେ ଦିନ ପକେଇ ରଖିଥିଲେ ଏବଂ ବର୍ତ୍ତମାନ ୪ ଲକ୍ଷ ନ ଦେଲେ ଶ-ବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବନାହିଁ ବୋଲି କହୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ବିଚାର କଣ । ଏଭଳି ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ କି ନୁହେଁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button