ଏହି ୩ଟି ମଧ୍ୟରୁ କୌଣସି ଗୋଟିଏ ହାର୍ଟ ବାଛନ୍ତୁ, ନିଜ ଜୀବନସାଥୀ ବିଷୟରେ ଜାଣନ୍ତୁ କିଛି ଖାସ କଥା

ଯେତେବେଳେ ପୁଅ କିମ୍ବା ଝିଅ ବଡ ହୋଇଥାନ୍ତି ତେବେ ସେମାନେ କୌଣସି ନା କୌଣସି ବନ୍ଧୁ କିମ୍ବା ପାର୍ଟନର ନିଜ ପାଇଁ ଖୋଜିଥାନ୍ତି । ଯାହା ତାଙ୍କୁ ସୁଖ – ଦୁଖରେ ସାଥ ଦେବ, ତାଙ୍କର ସମସ୍ତ ସମସ୍ୟା ଗୁଡିକ ବୁଝି ପାରୁଥିବ ଓ ତାଙ୍କର ସମସ୍ତ କଷ୍ଟକୁ ଦୂର କରିବାକୁ ଚେଷ୍ଟା କରୁଥିବ । ଏମିତିରେ ଯଦି ଆପଣ ବି ନିଜ ପାଇଁ କୌଣସି ପାର୍ଟନର ଖୋଜୁଛନ୍ତି ତେବେ ଆଜି ଆମେ ଆପଣଙ୍କର ପାର୍ଟନର ବିଷୟରେ କହିବାକୁ ଯାଉଛୁ । ଯିଏକି କେମିତି ହେବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏହି ତିନୋଟି ହାର୍ଟ ମଧ୍ୟରୁ ଗୋଟିଏକୁ ବାଛିବାର ଅଛି । କାରଣ ଆପଣଙ୍କ ଦ୍ଵାରା ବଛା ଯାଇଥିବା ହାର୍ଟ ହିଁ ଆପଣଙ୍କର ପାର୍ଟନର ବିଷୟରେ ସବୁକିଛି କହିଥାଏ ।
ପ୍ରଥମ ହାର୍ଟ

ଯଦି ଆପଣ ପ୍ରଥମ ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ହେବାକୁ ଥିବା ଜୀବନସାଥୀ କିମ୍ବା ହୋଇ ସାରିଛି ତେବେ ସେ ଆପଣଙ୍କୁ ବହୁତ ପସନ୍ଦ କରିଥାଏ ଓ ଆପଣ ବି ତାଙ୍କୁ ବହୁତ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଆପଣଙ୍କର ଜୀବନସାଥୀ ଅଧିକ ଝଗଡା କରିଥାଏ ଓ ରାଗିଥାଏ ମଧ୍ୟ । ଏହା ଛଡା ସେ ନିଜର ମନର ମାଲିକ ବି ହୋଇଥାଏ । କିନ୍ତୁ ଏହା ସବୁ ସତ୍ବେ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ଭଲ ପାଇଥାଏ ।

ଦ୍ଵିତୀୟ ହାର୍ଟ

ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ପାର୍ଟନର ବହୁତ ଶର୍ମିଲା ଅଟେ ଓ ସେ ଆପଣଙ୍କର ସବୁବେଳେ ପ୍ରଶଂସା କରିଥାନ୍ତି । ଏହା ଛଡା ଆପଣଙ୍କର ପାର୍ଟନରକୁ ମିଛ କହିବା ଓ ଶୁଣିବାକୁ ବିଲିକୁଳ ବି ପସନ୍ଦ କରନ୍ତି ନାହିଁ । ସେଥିପାଇଁ ଯଦି ଆପଣ ନିଜର ପାର୍ଟନରକୁ କୌଣସି ବି କଥା ସଫା ସଫା କହି ଦେବେ ତେବେ ସେ ଆପଣଙ୍କୁ କ୍ଷମା କରିଦେବେ । ଏମିତିରେ ଯଦି ଆପଣଙ୍କ ମଧ୍ୟରେ ଝଗଡା ବି ହୋଇଯାଏ ତେବେ ଆପଣଙ୍କ ମଧ୍ୟରେ କିଛି ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲେ ନାହିଁ ।
ତୃତୀୟ ହାର୍ଟ

ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ପାର୍ଟନରର କଥାବାର୍ତ୍ତା ମଧୁର ହୋଇଥାଏ । ଆପଣଙ୍କୁ କହିଦେଉଛୁ ଯେ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ଭଲ ପାଇଥାଏ କିନ୍ତୁ କେବେ ବି ନିଜର ପ୍ରେମକୁ ଖୋଲିକରି ଜାହିର କରି ପାରନ୍ତି ନାହିଁ । ଏହି କଥା ହିଁ ଆପଣ ବହୁତ ଚିନ୍ତିତ ରହିଥାନ୍ତି । କିନ୍ତୁ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ପସନ୍ଦ କରିଥାଏ ।



