ନୀତି

ଜାଣିନିଅନ୍ତୁ ଏହି କଥା, ପତ୍ନୀ ଙ୍କୁ କେବେ ବି ଖୁସିରେ ରଖି ପାରନ୍ତି ନାହିଁ ଏହି ୩ଟି ରାଶିର ଲୋକ

ଆପଣ କାହାକୁ ସେତେବେଳେ ପ୍ରେମ କରି ପାରିବେ, ଯେତେବେଳେ ଆପଣ ସେହି ବ୍ୟକ୍ତିର ସମ୍ମାନ କରି ପାରିବେ।ଯେତେବେଳେ ଦୁଇଜଣ ବ୍ୟକ୍ତି ପରସ୍ପରର ଇଜ୍ଜତ କରନ୍ତି ଏବଂ ଏହା ସହ ଦୁହେଁ ଦୁହିଁଙ୍କର ଇଚ୍ଛାକୁ ଆଦର କରନ୍ତି। ସେତେବେଳେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୃଡ ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩ଟି ରାଶି କେବେବି ନିଜର ପତ୍ନୀ କୁ ଖୁସି ରଖି ପାରିବେ ନାହିଁ। ତେବେ ଚାଲନ୍ତୁ ଜାଣିବା ସେହି ୩ଟି ରାଶି କଣ ସବୁ।
ଜଣେ ପତି ପତ୍ନୀ ର ସମ୍ବନ୍ଧ ଅତି ନିବିଡ଼ ଏବଂ ପବିତ୍ରତା ହୋଇଥାଏ।

ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପର ର ଦୁଃଖରେ, ସୁଖରେ ସାହାଯ୍ୟ ତଥା ଅନ୍ୟାନ୍ୟ କରିବା ଦରକାର। ଆପଣ ମାନେ ଜାଣନ୍ତି କୌଣସି ସମ୍ବନ୍ଧ ର ଅଧିକ ସମୟ ଦୃଡ଼ ରଖିବା ପାଇଁ ଜଣେ ଆଉ ଜଣଙ୍କୁ ବିଶ୍ୱାସ କରିବା ଦରକାର। ଆପଣ ଏହା ବି ଜାଣିଥିବେ ଯେ ସ୍ୱର୍ଗରେ ହିଁ ଯୋଡ଼ି ତିଆରି ହେଇକି ଆସନ୍ତି। ଏମିତି ରେ ଯାହା ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ଘଟି ଥାଏ। ମନୁଷ୍ୟ ଯେତେ ପ୍ରୟାସ କରିଲେ ମଧ୍ୟ ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ହୋଇଥାଏ। ବିଶ୍ୱାସ ରହିବା ସହ ସମ୍ମାନ ସମ୍ବନ୍ଧରେ ରହିବା ଆବଶ୍ୟକ। କାରଣ ଯଦି ସମ୍ପର୍କରେ ତିକ୍ତତା ରହେ ତେବେ ସମ୍ପୂର୍ଣ୍ଣ ସମ୍ପର୍କ ଭାଙ୍ଗିବାକୁ ଅଧିକ ଦିନ ଲାଗେ ନାହିଁ।

ବୃଷ ରାଶି

 

ବୃଷ ରାଶି ଏକ ବିଶେଷ ରାଶି ଅଟେ। ଏହି ରାଶିର ଲୋକେ ଜୀବନରେ ବହୁତ ସଫଳତା ପାଇଥାନ୍ତି।ଏହି ରାଶିର ଲୋକ ମାନେ ସ୍ୱଭାବରେ କମ୍ ଶାନ୍ତ ହୋଇଥାନ୍ତି। ଏହି କାରଣରୁ ତାଙ୍କର ପ୍ରେମ କରିବାର ଉପାୟ ଥଣ୍ଡା ରହିଥାଏ। ପରନ୍ତୁ ଭଲ ଭାବରେ ଏମାନେ ନିଜ ସ୍ତ୍ରୀ ଙ୍କୁ ଖୁସିରେ ରଖି ପାରନ୍ତି ନାହିଁ। ତେଣୁ ପ୍ରେମ କରିବାର କୌଶଳ ବଦଳାନ୍ତୁ। କିମ୍ବା ଯଦି ଜାଣି ନ ଥିବେ ଏହି ବିଷୟରେ ତେବେ ଟ୍ରେନିଂ ନିଅନ୍ତୁ। ଯାହା ଫଳରେ କି ଆପଣ ଏବଂ ଆପଣଙ୍କ ପତ୍ନୀ ଖୁସିରେ ରହି ପାରିବେ।

କୁମ୍ଭ ରାଶି

 

କୁମ୍ଭ ରାଶିର ବ୍ୟକ୍ତି ମାନେ ଜୀବନ ସାରା ଆଶାନ୍ତି ରେ ରୁହନ୍ତି। ଯେଉଁ ଲୋକ ମାନଙ୍କର ରାଶି କୁମ୍ଭ ଅଟେ ସେମାନେ ନିଜର ପତ୍ନୀ ଙ୍କୁ ଖୁସିରେ ରଖିବା ପାଇଁ ଅସଫଳ ହୋଇଥାନ୍ତି। ଏହାର ବଡ କାରଣ ହେଲା ସେମାନେ ନିଜର ସ୍ତ୍ରୀ ଅପେକ୍ଷା ତାଙ୍କ ପରିବାରକୁ ବହୁତ ମହତ୍ୱ ଦେଇଥାନ୍ତି। ଯାହା ଦ୍ୱାରାକି ତାଙ୍କ ସ୍ତ୍ରୀ ଙ୍କୁ ଖରାପ ଫିଲ୍ ହୋଇଥାଏ। ଆପଣ ଏହା କରନ୍ତୁ ନାହିଁ। ପରିବାର କୁ ମହତ୍ୱ ଦେବା ସହ ସ୍ତ୍ରୀ ଙ୍କୁ ମଧ୍ୟ ଇମ୍ପୋଟାଣ୍ଟ ଦିଅନ୍ତୁ। ନଚେତ ନାହିଁ ଆପଣ ଖୁସିରେ ରହି ପାରିବେ ନା ଆପଣଙ୍କ ସ୍ତ୍ରୀ ଏବଂ ଆପଣଙ୍କ ପରିବାର ଲୋକ।

ମୀନ ରାଶି

ମୀନ ରାଶିର ବ୍ୟକ୍ତି କେବେ ହେଲେ ନିଜ ପ୍ରେମ କୁ ନିଜ ପ୍ରେମ ଆଗରେ ଜାହିର ବା ନିବେଦନ କରି ପାରନ୍ତି ନାହିଁ। ପ୍ରେମ ରେ ଦୁର୍ବଳ ଅଟେ ଏହି ରାଶି। ଏହି ରାଶିର ଲୋକମାନେ ଶାନ୍ତ ସ୍ୱଭାବର ଏବଂ ଇମୋସନାଲ ହୋଇଥାନ୍ତି। ଏମାନେ ଇମୋସନାଲ ହେବା କାରଣରୁ ଅନ୍ୟର ଦୁଃଖକୁ ଭଲ ଭାବରେ ବୁଝି ପାରିଥାନ୍ତି। କିନ୍ତୁ ନିଜର ପତ୍ନୀ ମାନଙ୍କୁ କେବେ ଖୁସି ରେ ରଖି ପାରନ୍ତି ନାହିଁ। ଯାହା ଫଳରେ ସେମାନଙ୍କ ମଧ୍ୟରେ କିଛି ଛୋଟ ମୋଟ ଝଗଡ଼ା ହୋଇଥାଏ। ସେହି ଝଗଡ଼ା କିଛି ସମୟ ଭିତରେ ବନ୍ଦ ହୋଇଯାଏ। କିନ୍ତୁ ତାହା ଖୁସି ଦେଇ ନଥାଏ। ତେଣୁ ଆପଣ ମାନେ ନିଜ ପତ୍ନୀ ଙ୍କୁ ତାଙ୍କ ଅନୁସାରେ କିଛି କାମ କରିବାକୁ ଦିଅନ୍ତୁ। କୌଣସି ବି ପ୍ରକାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି କଳି କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button