ବିଚାର

ସରକାରୀ ଚାକିରି ନା ପ୍ରାଇଭେଟ ଚାକିରି ନା ବ୍ୟବସାୟ, ଜାଣନ୍ତୁ କଣ ଅଛି ଆପଣଙ୍କ ଭାଗ୍ୟରେ ? Hastrekha

ମନୁଷ୍ୟ ସବୁବେଳେ ନିଜ ର ବାହାଗୀ କୁ ଆଦରି ଜୀବନ ଅତିବାହିତ କରିଥାଏ । ସେ ତାର ଜୀବନ ରେ ସବୁବେଳେ ବହୁତ ସ୍ଵପ୍ନ ଦେଖିଥାଏ କି ସେ ବହୁତ ଧନୀ ହେବ , ସରକାରୀ ଚାକିରି କରିବ , କିମ୍ବା କୌଣସି ଗୋଟିଏ ଭଲ କମ୍ପାନୀ ରେ ଚାକିରି କରି ଜୀବନରେ ବହୁତ ଖୁସିରେ ରହିବ । କିନ୍ତୁ ମନୁଷ୍ୟ ଜୀବନରେ ସବୁ ତାହା ମିଳିନଥାଏ କାହିଁକି ନା ମନୁଷ୍ୟର ଭାଗରେ ଯାହା ଥାଏ ତାକୁ ତାହା ହିଁ ମିଳିଥାଏ । ଏହି ଭାଗ୍ୟବଳରେ ସେ ସବୁ କିଛି ପାଇବାକୁ ସମର୍ଥ ହୋଇଥାଏ ।

ଅଧିକାଂଶ ବ୍ୟକ୍ତି ଚାହାନ୍ତି କି ସେମାନକର ସରକାରୀ କରିବା ପାଇଁ । ସେ ଏଥିପାଇଁ ବହୁତ ପରୀକ୍ଷା ଦେଇଥାଏ କିନ୍ତୁ ସରକାରୀ ଚାକିରି ସହଜରେ ମିଳେ ନାହିଁ । ତେବେ ଆସନ୍ତୁ  ଜାଣିବା ଆପଣଙ୍କ ଭାଗ୍ୟରେ ସରକାରୀ ଚାକିରି , ବେସରକାରୀ ଚାକିରି କିମ୍ବା ବ୍ୟବସାୟ ଅଛି ।

ଏହି ତଥ୍ୟ ଅନୁସାରେ ପୁରୁଷ ମାନେ ନିଜ ର ଡାହାଣ ହାତକୁ ଦେଖିବେ ଓ ମହିଳାମାନେ ନିଜର ବାମ ହାତକୁ ଦେଖିବେ । ଆମ ହାତର ପାପୁଲିର ଅଙ୍ଗୁଳି ଠିକ ତଳେ ପର୍ବତ  ରେଖା ଥାଏ ଯାହାକି ଶନି ପର୍ବତ , ଗୁରୁ ପର୍ବତ , ସୂର୍ଯ୍ୟ ପର୍ବତ, ବୁଧ ପର୍ବତ । ଶନି ପର୍ବତ ଆମ କର୍ମ ର ଲେଖା ଜୋଖା ରଖିଥାନ୍ତି । ଏହା ସହ ସୂର୍ଯ୍ୟ ପର୍ବତ ମଜବୁତ ହେବା ଆବଶ୍ୟକ । ଆମ ଭାଗ୍ୟରେଖା ଅନୁସାରେ ଏହି ଦୁଇ ରେଖା ଅନୁସାରେ ଜାଣିବା ଆମ ଭାଗ୍ୟରେ କଣ ଅଛି ।

ପ୍ରଥମେ ଜାଣିବା ବେସର କାରୀ ଚାକିରି ଓ ବ୍ୟବସାୟ ସମ୍ବନ୍ଧୀୟ ଭାଗ୍ୟ ରେଖା । ଯେଉଁ ବ୍ୟକ୍ତିଙ୍କର ପାପୁଲିର ତଳ ଆଡୁ ଗୋଟିଏ ରେଖା ଅଛି ଯାହାକି ଆପଣଙ୍କର ଜୀବନ ରେଖା ରୁ ଆରମ୍ଭ ହୋଇ ବୁଦ୍ଧି ରେଖା ଓ ହୃଦୟ ରେଖା କୁ ଛୁଇଁ ଶନି ପର୍ବତ ପର୍ବତ ପର୍ଯ୍ୟନ୍ତ ଲମ୍ବିଥାଏ । ସେହି ବ୍ୟକ୍ତି ମାନେ ନିଜ ପସନ୍ଦର ବେସର କରି ଚାକିରି କରିବାରେ ସମର୍ଥ ହେବେ କିମ୍ବା କୌଣସି ବ୍ୟବାସୀ କରିବାରେ ସାର୍ଥ ହେବେ ନଚେତ ନିଜର ପାରିବାରିକ ବ୍ୟବସାୟ ଆଗୁକୁ ସୁରୁଖୁରୁରେ ବଢାଇବାରେ ସଫଳ ହେବେ ।

ଏବେ ଆସନ୍ତୁ ଜାଣିବା ସରକାରୀ ଚାକିରି ପାଇଁ। ଜୀବନରେ ସମସ୍ତେ ସରକାରୀ ଚାକିରି ଟିଏ ପାଇବା ପାଇଁ ବହୁତ ଇଚ୍ଛାକରିଥାନ୍ତି । ଏହାଫଳରେ ସବୁ ଲୋକ ଆପଣଙ୍କୁ ସମ୍ମାନ କରିଥାନ୍ତି । ସମାଜରେ ମନ ସମ୍ମାନ ବଢିଥାଏ । କିନ୍ତୁ ଯେତେବେଳେ ସରକାରୀ ଚାକିରି ପାଆନ୍ତି ନାହିଁ ତେବେ ମନରେ ବହୁତ କଷ୍ଟ ହୋଇଥାଏ । କିନ୍ତୁ ଜାଣିବା କାହାର ଭାଗରେ ସରକାରୀ ଚାକିରି ଯୋଗ ଅଛି ।

ଯେଉଁ ବ୍ୟକ୍ତି ହାତର ପାପୁଲିର ରେଖା ତଳ ଆଡୁ ଜୀବନ ରେଖାରୁ ଆରମ୍ଭ ହୋଇ ସୂର୍ଯ୍ୟ ପର୍ବତ ପର୍ଯ୍ୟନ୍ତ ଯାଇଥାଏ କିନ୍ତୁ ଯଦି ଏହି ରେଖା ପ୍ରାଞ୍ଜଳ ଭାବରେ ସୂର୍ଯ୍ୟ ପର୍ବତ ପର୍ଯ୍ୟନ୍ତ ଯାଇଥାଏ ତେବେ ଏହି ପରି ବ୍ୟକ୍ତିଙ୍କୁ ସାଧାରଣ ଭାବରେ ସରକାରୀ ଚାକିରି ମିଳିଥାଏ ।

ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ କି ଆଉ ଗୋଟିଏ ରେଖା ଏହି ଯେଉଁ ରେଖା ଜୀବନ ରେଖାରୁ ଆରମ୍ଭ କରି ଶନି ପର୍ବତ ଓ ସୂର୍ଯ୍ୟ ପର୍ବତ ପର୍ଯ୍ୟନ୍ତ ଯାଇଛି ଏହି ଦୁଇ ରେଖା ମଧ୍ୟରେ ଆଉ ଗୋଟିଏ ରେଖା ଶନି ରେଖାକୁ ଛୁଇଁ ସୂର୍ଯ୍ୟ ପର୍ବତ ପର୍ଯ୍ୟନ୍ତ ଯାଇଥାଏ ତେବେ ଆପଣ ଯେଉଁ ବ୍ୟବସାୟ ବା ବେସରକାରୀ ଚାକିରି କରୁଛନ୍ତି ତେବେ ଆପଣଙ୍କ ସବୁ ଇଛା 30 ବର୍ଷ ଭିତରେ ସବୁ ଇଚ୍ଛା ପୂରଣ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button