କରୋନା

Health Tips- କରୋନା ରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଗଣ୍ଠି ବାନ୍ଧି ଦିଅନ୍ତୁ ଏହି ୩ ଟି କଥା, କରୋନା ଛୁଇଁ ବି ପାରିବନି

କୋରୋନା ଏବେ ସବୁଆଡେ ବ୍ୟାପିବାରେ ଲାଗିଛି । ଏହାର ସଂକ୍ରମଣ ରୁ ନିଜକୁ ଦୂରେଇ ରଖିବା ପାଇଁ ଆଜି ଆମେ କରିବାକୁ ଯାଉଛୁ ଘରୋଇ ଉପଚାର । ଘରେ ଥିବା ଜିନିଷରୁ ଆମେ କିଭଳି ବନେଇ ପାରିବା କାଡା  ଆସନ୍ତିଉ ଜାଣିବା । ପ୍ରଥମେ ଆପଣ ନିଜର ଦିନର ଆରମ୍ଭ ଗୋଲଡେନ ପାଣିରୁ କରନ୍ତୁ ଆପଣ ସକାଳ ର ନିତ୍ୟ କର୍ମ ସାରି କିଛି ଉଷୁମ  ପାଣି ନିଅନ୍ତୁ ଓ ସେଥିରେ କିଛି ହଳଦୀ ପକାଇ  ଦିଅନ୍ତୁ  । ଏହା ପରେ ଆପଣ ଏଥିରେ ଅଳ୍ପ ପରିମାଣର ଲୁଣ ମିଶାଇ କୂଳୀ କରନ୍ତୁ । କୋରୋନା ର  ଭୂତାଣୁ ଆମ  ଗଳାରେ ୪ଦିନ ଯାଏ  ଗଳାରେ ଅଟକି ରହି ଥାଏ ।

ଏହାକୁ କୁଲି କରିବା ଦ୍ଵାରା  ଏଥିରେ ଥିବା  ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯୋଗୁ ଏହା ମରିଯାଏ । ଯଦି ଆପଣଙ୍କର ଅଲଗା କିଛି ସମସ୍ଯା ଅଛି ତାହେଲେ ବି ଏହା ଆପଣଙ୍କୁ ଭଲ ଫଳ ଦେବ । ଆପଣ ରାତିରେ ଯଦି ବାହାରେ ରହୁଛନ୍ତି ତେବେ ଘରକୂ ଆସି ଏହାକୁ କୁଲି କରନ୍ତୁ । ଦ୍ବିତୀୟରେ ଆପଣ କ୍ଷୀରରେ ଅଧା  ଚାମଚ ହଳଦୀ ମିଶାଇ ସେବନ କରନ୍ତୁ ଏହା ଦ୍ଵାରା ଆପଣ ଙ୍କର ଏମ୍ୟୁନିଟି ବଢିବ ।

ଏହା ଆପଣ ଙ୍କର କ୍ଷତ ଓ ଦରଜ କୁ ବି ଖୁବ ଜଲ୍ଦି ଭଲ କରିଦେଇ ପାରେ । ଏହା ପରେ ଆପଣ ଗିଲୋଇ ଗଛର ଏକ  ଡାଙ୍ଗ ଆଣିକି ଏହାକୁ ପାଣିରେ ଭଲକି ଫୁଟାଇ ଏହାର ସେବନ କରି ପାରିବେ ଏହା ସାବୁଠାରୁ ଭଲ ଅଟେ ଏହାକୁ ଆୟୁର୍ବେଦରେ ଅମୃତ ବୋଲି କୁହା ଯାଇଛି  । ଏହାର ଅନେକ ଉପକାରିତା ଗୁଣ ଅଛି ଏହା ସହଜରେ ମଧ୍ୟ ମିଳି ଯାଏ । ଏହି ଗଛର ପତ୍ର ଗୁଡିକ ପାନ ପତ୍ର ଭଳି ଦେଖିବାକୁ ତେବେ ଏହା  କେବଳ  ଆମର ଇମ୍ୟୁନିଟି ବଢାଏ ତାହା ନୁହେଁ ବରଂ ଏହା ଆମର ଶରୀରର ଅନେକ ଜୀବାଣୁ ମଧ୍ୟ ମାରେ।

ତେବେ ଆପଣ ଯଦି ଚାହିଁଲେ ଏହାକୁ ସକାଳେ  ଯୁସ୍ କରିକି ପି ପାରିବେ ନଚେତ ଆପଣ ଏହାକୁ ଚା ଭଳି ମଧ୍ୟ  ନେଇ ପାରିବେ । ଏହା ଆମର ଖାଦ୍ୟକୁ ମଧ୍ୟ ଭଲ ଭାବରେ ହଜମ କରାଇ ଥାଏ । ଏହା ଦ୍ଵାରା ଆମର ଲିଭର ରେ ଥିବା ସମସ୍ଯା ଦୂର ହୋଇ ଥାଏ । ଆପଣ ଏହାକୁ ଭଲକି ଧୋଇକି ନିଅନ୍ତୁ ଏହା ପରେ ଏଥିରେ ଗରମ ପାଣି ପକାନ୍ତୁ ନହେଲେ  ଆପଣ ଏହାକୁ ସିଧା ପାଣିରେ ପକାଇ ଫୁଟାନ୍ତୁ କିଛି ସମୟ ପରେ ଏହାର ରଙ୍ଗ ବଦଳି ଜୀବ ।

ଏହା ପରେ ଏଥିରେ କିଛି ଗୋଲ ମରୀଚ କୁଟିକି ପକାନ୍ତୁ ଯଦି ଆପଣ ଥଣ୍ଡା କିମ୍ବା କାଶରେ ଅନେକ ଦିନରୁ ପୀଡିତ ତେବେ ଆପଣ ଏଥିରେ କିଛି ଅଦା ପକେଇ ପାରିବେ । ମାତ୍ର ଆପାଣଙ୍କୁ ଆମେ କହି ଦେଉଛୁ ଏହା ଟିକେ ପିତା ଅଟେ ଏହାର ପିତା ପାଣରୁ ମୁକ୍ତି ପାଇଁ ଆପଣ କିଛି ଚିନୀ , ମହୁ ଗୁଡ କିମ୍ବା ମିଶ୍ରି ବ୍ୟବହାର କରିପାରିବେ ।

ଏଥର ଆପାଣ ଏହାକୂ ପି ପାରିବେ । ଯଦି ଆପଣ ଏହାକୁ ବାରମ୍ବାର କରିବାକୁ ଚାହୁଁ ନାହାନ୍ତି ତେବେ କେବଳ ଥରେ କରିକି  ୨ ଦିନ ଯାଏ ଏହାକୁ ରାଖୀ ପାରିବେ ।  ତେବେ ଆପଣ ଙ୍କୁ ଆମର ଏହି ସୁଚନା କିଭଳି ଲାଗିଲା ମତାମତ ଦେଇ  କହିବେ ଓ ଆମ ପେଜକୁ ଲାଇକ ମଧ୍ୟ କରିବେ  ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button