ନୀତି

Jyotisha Shastra- ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି 3 ନାମର ପୁରୁଷ

ଆଜି ଆପଣଙ୍କୁ ସେହି ୩ ପୁରୁଷଙ୍କ ନାଁ କହିବୁ ଯିଏକି ନିଜ ସ୍ତ୍ରୀ ବୋଲକରା ହୋଇ ସବୁବେଳେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ସେହି ପୁରୁଷଙ୍କ ବିଷୟରେ । ବନ୍ଧୁଗଣ ବାହାଘର ହେଉଛି ଏମିତି ଏକ ବନ୍ଧନ ଯେଉଁଥିରେ ସ୍ବାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ସାତ ଜନ୍ମ ଲିଭାଇବାକୁ ପ୍ରତିଜ୍ଞା କରିଥାନ୍ତି । ଏହି ବନ୍ଧନରେ ଦୁହେଁ ଦୁହିଁଙ୍କ ଦୁଃଖ ସୁଖରେ ରହିବା ପାଇଁ ଶପଥ ନିଅନ୍ତି । ଦୁହେଁ ଏକାଠି ରହିବା ପାଇଁ ଏମାନଙ୍କୁ ସମାନ ଦର୍ଜା ଦିଆଯାଏ ।

ଜୀବନର ଚଲାପଥରେ ଦୁହେଁ ଦୁହିଁଙ୍କ ହାତଧରି ଚାଲିବାକୁ ସ୍ଥିର କରନ୍ତି । ଏମାନଙ୍କ ଜୀବନ ସେତେବେଳେ ସଫଳମୟ ହୁଏ ଯେତେବେଳେ ଦୁହେଁ ଦୁହିଁଙ୍କ ହାତଧରି ଚାଲନ୍ତି । ଯେତେବେଳେ ଆମ ସମାଜରେ ମହିଳା ମାନେ ନିଜ ସ୍ବାମୀର ସୁଖ ଦୁଃଖର ସାଥି ହୁଅନ୍ତି ତାଙ୍କ କଥା ମାନନ୍ତି ଏବଂ ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି ତେବେ ସମାଜ ତାଙ୍କୁ ଆଦର୍ଶ ସ୍ତ୍ରୀ ବୋଲି କହିଥାଏ ।

ଯେତେବେଳେ ସ୍ବାମୀ ଏହି କାମ କରିଥାଏ ସେତେବେଳେ ସମାଜରେ ତାଙ୍କୁ ସ୍ତ୍ରୀ ବୋଲକରା ବୋଲି କୁହନ୍ତି । ପ୍ରକୃତରେ ଏମାନେ ସ୍ତ୍ରୀ ବୋଲକରା ନୁହଁନ୍ତି ବରଂ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଏହା ଗୋଟିଏ କଳା । ଯେତେବେଳେ ଦୁଇ ଜଣ ଏହି ବନ୍ଧନରେ ସମାନ ଭାବରେ ଯୋଡ଼ି ହୋଇଯାଆନ୍ତି ସମ୍ପର୍କ ଦୁଇଜଣଙ୍କର ଜୀବନ ବିତାଇବାକୁ ପ୍ରତିଜ୍ଞା କରନ୍ତି ତେବେ ବୈବାହିକ ଜୀବନରେ କିଛି ଖୁସି ପାଇଁ, ସମ୍ପର୍କକୁ ବଜାୟ ରଖିବା ପାଇଁ ଦୁହେଁ ଏହାର ଯତ୍ନ ନେବା ଦରକାର ।

ଯେତେବେଳେ ଗୋଟିଏ ଝିଅ ତାର ଘରକୁ ଛାଡ଼ି ଶାଶୁ ଘରକୁ ଆସେ ସେତେବେଳେ ତା’ର ସ୍ବପ୍ନ ଥାଏ ତାର ସ୍ବାମୀ ତା’ର ସବୁ କଥା ଶୁଣୁ, ତା’ର ଯତ୍ନ ନେଉ, ତାକୁ ଭଲପାଉ, ତାକୁ ବୁଝିପାରୁ ଏବଂ ସବୁବେଳେ ଏକା ସାଙ୍ଗରେ ରହିବା ପାଇଁ । ହେଲେବି କେଉଁ ଝିଅ ଜାଣନ୍ତି ନାହିଁ ତାଙ୍କୁ କୋଉ ଭଳି ସ୍ବାମୀ ମିଳିବ, ବୈବାହିକ ଜୀବନ ପରେ କେମିତି ରହିବ ସମ୍ପର୍କ ।

ପୁଅଙ୍କ ନାମରୁ ଜଣାପଡେ ସେମାନେ କେଉଁ ପ୍ରକାରର ସ୍ବାମୀ ହୋଇ ପାରିବେ । ଜଦି କୈାଣସି ପୁରୁଷର ଏହି ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କୁ ଆମେ ସ୍ତ୍ରୀ ବୋଲକରା ବୋଲି କହିଥାଉ । ଆସନ୍ତୁ ଜାଣିବା ସେଇ ଅକ୍ଷର ବିଷୟରେ ଜାହାଜ ଆପଣଙ୍କୁ ବିସ୍ତାରରେ କହିବୁ ।

R- ଅକ୍ଷର ଥିବା ପୁରୁଷଙ୍କର ଭଲ ଗୁଣ ହେଲା ଏମାନେ ତାଙ୍କ ସ୍ତ୍ରୀକୁ କୈାଣସି ପ୍ରକାରର ସମସ୍ୟା ଦବାକୁ ଚାହାଁନ୍ତି ନାହିଁ । ଏମାନେ ଯେତେ ସମ୍ଭବ ନିଜ ସ୍ତ୍ରୀକୁ କାମରେ ସାହାଯ୍ୟ କରନ୍ତି ସେଥିପାଇଁ ଏମାନଙ୍କୁ ସ୍ତ୍ରୀ ବୋଲକରା କୁହନ୍ତି ।

A-ନାମର ପୁରୁଷ ଏମାନେ ସବୁବେଳେ ନିଜ ସ୍ତ୍ରୀ କଥା ଶୁଣନ୍ତି ଏବଂ ମାନନ୍ତି ମଧ୍ୟ । ସର୍ବଦା ନିଜ ସ୍ତ୍ରୀର ଇଚ୍ଛା ପୁରଣ କରିଥାନ୍ତି ‌ । ସେଥିପାଇଁ ଏମାନଙ୍କୁ ସ୍ତ୍ରୀ ବୋଲକରା କୁହନ୍ତି ।

P- ଅକ୍ଷରର ସ୍ବାମୀ ମାନେ ନିଜ ବୈବାହିକ ଜୀବନ ସୁଖମୟ ପାଇଁ ସବୁ ସମ୍ଭବ କାର୍ଯ୍ୟ କରନ୍ତି ଏବଂ ଯତ୍ନ ନିଅନ୍ତି । ଏମାନେ ତାଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ଏବଂ ସ୍ତ୍ରୀର ସବୁ କଥାକୁ ସମ୍ମାନ ଜଣାନ୍ତି । ଏହି ୩ଅକ୍ଷରର ପୁରୁଷ ଥିଲେ ଯେଉଁ ମାନେ ସ୍ତ୍ରୀ ବୋଲକରା ଅଟନ୍ତି । ଜଦି ଆପଣଙ୍କ ନାଁ ଏଥିରେ ଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button