ଧର୍ମ

ପୂଜାରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ଫଳ, ନଚେତ ଭୋଗିପାରନ୍ତି ଦୁର୍ଦ୍ଦଶା

ହିନ୍ଦୁ ଧର୍ମରେ ପୂଜା କରିବାକୁ ନେଇ ଅନେକ ନିୟମ ଏବଂ ପରମ୍ପରା ରହିଛି, ତାହାକୁ ପାଳନ କରିବା ବହୁତ ଜରୁରୀ ଅଟେ। ପୂଜା ପାଠର ନିୟମ ପାଳନ କରିବା ସହିତ ସାବଧାନତାକୁ ଧ୍ୟାନ ରଖିବା ବହୁତ ଆବଶ୍ୟକ ଅଟେ। ଯଦି ଆମେ ଏହି ସବୁ ନିୟମରେ ସାବଧାନତା ଉପରେ ଧ୍ୟାନ ନରଖିଲେ, ଆମେ ଅଜାଣତରେ ପାପର ଭାଗିଦାରୀ ହୋଇଯାଉଥାଉ।

ଏହି ଉପରେ ରଖନ୍ତୁ ଧ୍ୟାନ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ପୂଜା ପାଠରେ ଏହି ଫଳର ବ୍ୟବହାର କରାଯାଏ ତେବେ ଧନ ଆସିବା ବଦଳରେ ପଳାଇଥାଏ। ଏହା ସହିତ ଦେବୀ ଦେବତା ମାନେ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

କେବେବି ଚଢ଼ାନ୍ତୁ ନାହିଁ ଏହି ଫଳ :

pearଆମେ ସାଧାରଣତଃ ଭଗବାନଙ୍କୁ ପୂଜା କରିବା ସମୟରେ ଭଗବାନଙ୍କୁ ଫଳଫୁଲ ଚଢ଼ାଇଥାଉ। ଭଗବାନଙ୍କୁ ଫଳ,ଫୁଲ ଚଢ଼ାଇବା ଦ୍ବାରା ପୂଣ୍ଣ୍ୟ ମିଳିଥାଏ,କିନ୍ତୁ ଏମିତି ଏକ ଫଳ ଅଛି ଯାହାକୁ ପୂଜା ପାଠରେ ଭଗବାନଙ୍କୁ ଚଢ଼ାଇବା ଉଚିତ ନୁହେଁ।

ଏହି ଫଳକୁ ଚଢ଼ାଇବା ଦ୍ବାରା ଲାଭ ବଦଳରେ କ୍ଷତି ହୋଇଥାଏ। ଯେଉଁ ଫଳକୁ ଆମେ ଭଗବାନଙ୍କୁ ଚଢ଼ାଇବା ଉଚିତ ନୁହେଁ ବୋଲି କହୁଛୁ, ସେହି ଫଳର ନାମ ହେଉଛି ନାସପାତି।

ନାସପାତି ଏମିତି ଏକ ଫଳ ଅଟେ, ଯାହାକୁ ପୂଜା ପାଠରେ ବ୍ୟବହାର କରିବା ଦ୍ବାରା କ୍ଷତି ଭୋଗିବାକୁ ପଡିଥାଏ। କାରଣ ଏହି ଫଳକୁ ପୂଜା ପାଠରେ ପ୍ରୟୋଗ କରିବା ନିଷେଦ୍ଧ ଅଟେ। ଏହି ଫଳର ନାମ କାରଣରୁ ଏହି ଫଳକୁ ପୂଜାରେ ବ୍ୟବହାର କରିବାରେ ନିଷେଦ୍ଧ କରାଯାଇଛି।

ଏହି ଫଳର ନାମ କାରଣରୁ ଏହାକୁ ଅଶୁଭ ବୋଲି ଧରାଯାଏ। କାରଣ ଏହି ଫଳର ନାମ ହେଉଛି ନାସପାତି, ଏହି ଫଳକୁ କେବେବି ପୂଜା ପାଠରେ ବ୍ୟବହାର କରିବା ଉଚିତ ନୁହେଁ, ନହେଲେ ଅନେକ କ୍ଷତିର ସାମ୍ନା କରିବାକୁ ପଡିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button