ଜୀବନଶୈଳୀ

ଜାଣନ୍ତୁ ବିବାହ ପରେ କେତୋଟି ସନ୍ତାନର ଆପଣ ହେବେ ମା’ ?

ସାଧାରଣତଃ ବିବାହର ପରବର୍ତ୍ତି ସ୍ତର ରହିଥାଏ ମାତୃତ୍ବ। ଦମ୍ପତିଙ୍କ ମନରେ ସବୁବେଳେ ନିଜର ସନ୍ତାନକୁ ନେଇ ରହିଥାଏ ଅନେକ ଆଶା ଏବଂ ଉତ୍ସାହ। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ବିବାହ ପରେ ଜଣେ ମହିଳା କେତୋଟି ସନ୍ତାନର ମା ହେବେ ଏହା ତାଙ୍କ ରାଶି ଉପରେ ନିର୍ଭର କରିଥାଏ। ଜଣେ ମହିଳାଙ୍କ ରାଶି ଅନୁଯାୟୀ ତାଙ୍କର ସନ୍ତାନ ବିଷୟରେ ଜାଣିହେବ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ସୂଚନା ଦେବାପାଇଁ ଯାଉଛୁ ।

maternity

-ମେଷ, କନ୍ଯା, ଧନୁ ଏବଂ କୁମ୍ଭ ରାଶିର ମହିଳା ଅଧିକାଂଶ ଏକ ମାତ୍ର ସନ୍ତାନ ଲାଭ କରିଥାନ୍ତି। ଏହାର କାରଣ ତାଙ୍କର ସ୍ବାଭବ ମଧ୍ୟ ହୋଇଥାଏ। ଏହି ରାଶିର ମହିଳାଙ୍କୁ ବୁଲାବୁଲି କରିବା ବହୁତ ପସନ୍ଦ ରହିଥାଏ। ଏଣୁ ସେମାନେ ସନ୍ତାନର ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ରହିନଥିବା ବେଳେ ତାଙ୍କୁ ସଠିକ୍ ଭାବେ ସମ୍ଭାଳି ପାରିନଥାନ୍ତି।

– ବୃଷ , ମିଥୁନ,କର୍କଟ  ଏବଂ ବିଛା ରାଶିର ମହିଳା ଦୁଇଟି ସନ୍ତାନ ହୋଇଥାଏ। ଏହି ରାଶିର ମହିଳା ବିବାହ ପୂର୍ବରୁ ମଧ୍ୟ ସବୁବେଳେ ନିଜର ଦୁଇଟି ସନ୍ତାନ ବିଷୟରେ ହିଁ ଚିନ୍ତା କରିଥାନ୍ତି। ଏଣୁ ବିବାହ ପରେ ହିଁ ତାଙ୍କର ଦୁଇଟି ସନ୍ତାନ ପର୍ଯ୍ଯନ୍ତ ସୀମିତ ରହିଥାଏ।

pregnent

-ମକର ରାଶିର ମହିଳାଙ୍କର ସାଧାରଣତଃ ତିନିଟି ସନ୍ତାନ ହୋଇଥାଏ। ସେହିଭଳି ସିଂହ, ତୁଳା ଏବଂ ମୀନ ରାଶିର ମହିଳାଙ୍କର ଦୁଇ କିମ୍ବା ଚାରିଟି ସନ୍ତାନ ହୋଇଥାଏ। ଏହି ମହିଳା ସନ୍ତାନ ପ୍ରେମୀ ହେବା ସହ ତାଙ୍କ ବହୁତ ଭଲ ପାଇବା ସନ୍ତାନ ମଧ୍ୟ ଲାଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button