ନୀତି

ମୋତି ଧାରଣ ପୂର୍ବରୁ ଜାଣି ରଖନ୍ତୁ ଏହାର ଲାଭ ଏବଂ କ୍ଷତି ସମ୍ପର୍କରେ

ବେଳେବେଳେ ଓୌଷଧ ଭାବରେ ମୋତିକୁ ବ୍ୟବହାର କରାଯାଇଥାଏ। ଚନ୍ଦ୍ରମା ଭଳି ଏହାର ରତ୍ନ ମଧ୍ୟ ଶାନ୍ତ, ସୁନ୍ଦର ଏବଂ ଶୀତଳ ହୋଇଥାଏ। ଏହାର ପ୍ରଭାବ ସିଧାସଳଖ ମନ ଏବଂ ଶରୀରର ରସାୟନ ଉପରେ ପଡିଥାଏ। ମୋତିର ପ୍ରଭାବ କେବେବି ତୀବ୍ର ହୋଇନଥାଏ। ଏହା ଧୀରେ ଧୀରେ ପ୍ରଭାବ ପକାଇଥାଏ। ଏଥିପାଇଁ ଲୋକମାନଙ୍କୁ ଲାଗିଥାଏ ଯେ ମୋତି କେବେବି କ୍ଷତି କରିପାରିବନାହିଁ। କିନ୍ତୁ ମୋତି ଧୀରେ ଧୀରେ ବହୁତ କ୍ଷତି ପହୁଁଚାଇ ଥାଏ।

pearlମୋତି ଧାରଣ କରିବାର ଲାଭ

-ଏହା ମନକୁ ଶାନ୍ତ ରଖିଥାଏ, ଚିନ୍ତାକୁ ଦୂର କରିଥାଏ। ନିଦକୁ ଠିକ କରିଥାଏ, ଡରକୁ ଦୂର କରିଥାଏ।

-ହର୍ମୋନକୁ ସନ୍ତୁଳନ କରିଥାଏ। ଅଧିକାଂଶ ସମୟରେ ଆର୍ଥିକ ସ୍ଥିତିକୁ ଭଲ ରଖିଥାଏ।

ମୋତି ଧାରଣ କରିବାର କ୍ଷତି

2-white-australian-pearls-earrings

-ମୋତି ଧାରଣ କରିବା ପାଇଁ ସାବଧାନର ବହୁତ ଆବଶ୍ୟକତା ଅଟେ। କାରଣ ଏହା ମାନସିକ ଦଶାକୁ ଧୀରେ ଧୀରେ ପ୍ରଭାବିତ କରିପାରେ। ଏହା ଗମ୍ଭୀର ଭାବରେ ବିଶାଦ ଏବଂ ଚିନ୍ତା ମଧ୍ୟ ଦେଇପାରେ।

-ଏହା ଭୟ, ଅସ୍ତବ୍ୟସ୍ତ ଏବଂ ଚିଡାଚିଡାକୁ ବଢ଼ାଇପାରେ। ଏହା ଦ୍ବାରା ହର୍ମୋନର ସନ୍ତୁଳନ ମଧ୍ୟ ବିଗିଡି ଯାଇପାରେ। କେବେକେବେ ବିନା କାରଣରୁ ମଧ୍ୟ ରକ୍ତଚାପର ସମସ୍ୟା ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button