ସ୍ୱାସ୍ଥ୍ୟ

ଯଦି ଆପଣ ମଧ୍ୟ ଖାଉଛନ୍ତି ଅଣ୍ଡା ହୋଇଯାନ୍ତୁ ସାବଧାନ, ନଚେତ୍ ହୋଇପାରେ କ୍ୟାନ୍ସର

ସାଧାରଣତଃ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲୋକମାନେ ଅଣ୍ଡାର ସେବନ କରିଥାନ୍ତି। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ଏବଂ ଭିଟାମିନ ରହିଥାଏ ଯାହାଦ୍ବାରା ଆପଣଙ୍କ ଶରୀରରକୁ ବହୁତ ଲାଭ ମିଳିଥାଏ। କିନ୍ତୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ ବୋଲି କୁହାଯାଏ। ସ୍ବାସ୍ଥ୍ୟ ପାଇଁ ସୀମିତ ମାତ୍ରାରେ ଜିନିଷ ଖାଇବା ହିଁ ଠିକ ହୋଇଥାଏ। ଯଦି ଆପଣ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ମଧ୍ୟ ହୋଇପାରେ।

ଅଣ୍ଡାରୁ ହୋଇଥାଏ କ୍ୟାନ୍ସର

-ସପ୍ତାହରେ ତିନି ରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଭୟ ବଢ଼ି ଯାଇଥାଏ। ବୈଜ୍ଞାନିକ ଏହାର କାରଣ ଅଣ୍ଡାରେ ଥିବା କୋଲେଷ୍ଟ୍ରଲ ବା କୋଲାଇନ ବୋଲି କହିଛନ୍ତି।

-ସପ୍ତାହରେ ତିନି ରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକର ଭୟ ବଢ଼ିଯାଇଥାଏ।

-ଅଣ୍ଡାରେ ମିଳୁଥିବା କୋଲେଷ୍ଟ୍ରଲ ବହୁତ କମ୍ ମାତ୍ରାରେ ରକ୍ତରେ ପହଁଚିଥାଏ। ଅବଶ୍ୟ ଅଣ୍ଡା ଏବଂ ପ୍ରୋଷ୍ଟେଟ କ୍ୟାନ୍ସର ମଧ୍ୟରେ ସମ୍ପର୍କକୁ ନେଇ ଏବେ ଆହୁରି ରିସର୍ଚ୍ଚ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button