ନୀତି

କିପରି କରିବେ ନିଜ ଶତ୍ରୁକୁ ପରାସ୍ତ , ଆସନ୍ତୁ ଜାଣିବା କଣ ରହିଛି ଚାଣକ୍ଯନୀତିରେ ବର୍ଣ୍ଣିତ

କେହି ନିଜ ଶତ୍ରୁମାନଙ୍କୁ ଜାଣିଶୁଣି ତିଆରି କରି ନଥାନ୍ତି ବରଂ ହେଲେ ବାସ୍ତବତା ହେଉଛି, ଶତ୍ରୁ ସବୁବେଳେ ବିନା ଅନୁମତିରେ ହିଁ ଜୀବନକୁ ଆସି ଯାଇଥାନ୍ତି। ଆପଣଙ୍କ କାର୍ଯ୍ୟାଳୟ ହେଉବା ବ୍ଯକ୍ତିଗତ ଜୀବନ କେତେ ବେଳେ କିଏ ଶତ୍ରୁ ପାଲଟଇଥାଏ ତାହା କାହାକୁ ମଧ୍ୟ ଜଣାନଥାଏ। ଆଜି ଆମେ ସେହି ଶତ୍ରୁଙ୍କୁ ନିକଟରୁ ନିଜକୁ ମୁକୁଲାଇବା ପାଇଁ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରଦତ୍ତ କୌଶଳକୁ ଜୀବନରେ ଅବଲମ୍ବନ କରନ୍ତୁ ଓ ନିଜ ଶତ୍ରୁକୁ ପରାଜୟ କରନ୍ତୁ। ଏପରି କିଛି ଅଭ୍ୟାସ ଯାହା ଦ୍ୱାରା ଶତ୍ରୁ ନିକଟରୁ ବିଜୟ ହାସଲ କରିବାରେ ଆପଣଙ୍କୁ ସହୟତା କରିବ।

-ନିଜର ଶତ୍ରୁ ପ୍ରତି ସର୍ବଦା ସତର୍କ ରହନ୍ତୁ। ଶତ୍ରୁକୁ ସଠିକ୍ ବିଶ୍ଳେଷଣ କରନ୍ତୁ।

-ଶତ୍ରୁକୁ ପରାଜୟ କରିବାର ଯୋଜନାକୁ ସବୁବେଳେ ଅଭ୍ୟାସ ଏବଂ ପରୀକ୍ଷଣ କରି ଶତ୍ରୁ ଉପରେ ପ୍ରୟୋଗ କରନ୍ତୁ।

-ଶତ୍ରୁକୁ ଆକ୍ରମଣ କରିବାକୁ ଯାଉଥିଲେ ଶାନ୍ତି ଅବଲମ୍ବନ କରନ୍ତୁ। ଶତ୍ରୁକୁ ଘୃଣା ଦୃଷ୍ଟିରେ କେବେ ବି ଦେଖନ୍ତୁ ନାହିଁ।

-କେବେ ନିଜ ଶତ୍ରୁକୁ ଦୁର୍ବଳ ଅନୁଭବ କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button