ଦେଶ ବିଦେଶ

ଥଣ୍ଡା ପାଇଁ ଅତି ଉପକାରୀ ମହୁ ଓ ଡ଼ାଲଚିନି , ବୁଷ୍ଟର ଭଳି କରିଥାଏ କାମ

ମହୁ ଏବଂ ଡ଼ାଲଚିନିରେ ଥିବା ଔଷଧୀୟ ଗୁଣ ଦ୍ବାରା ଥଣ୍ଡା ଭଲ ହୋଇଥାଏ। ଏଥିରେ ଆଣ୍ଟି-ଇଫ୍ଲୋମେଟ୍ରି, ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ଅକ୍ସିଡ଼େଣ୍ଟ ଗୁଣ ରହିଥାଏ ଯାହା ଥଣ୍ଡା କାରଣରୁ ହେଉଥିବା ବ୍ୟାକ୍ଟେରିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ସଂକ୍ରମଣରୁ ରକ୍ଷା କରିଥାଏ। ମହୁ ଏବଂ ଡ଼ାଲଚିନିରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା ବୁଷ୍ଟର ରହିଥାଏ। ଥଣ୍ଡା ହେବା କାରଣରୁ ନାକରୁ ପାଣି ଦେବା, ଛିଙ୍କ ହେବା, ମୁଣ୍ଡ ବିନ୍ଧା ଭଳି ସମସ୍ୟା ହୋଇଥାଏ।

ଆଣ୍ଟିମାଇକ୍ରୋବିୟଲ:

cold allergiesମହୁ ହାଇଡ଼୍ରୋଜେନ ପେରୋକସାଇଡ ଉତ୍ପାଦନ କରିଥାଏ ଯାହା ବ୍ୟାକ୍ଟେରିଆ ମାଇକ୍ରୋବ୍ସକୁ ମାରିବା ଭଳି ପଦାର୍ଥର ଉତ୍ପାଦନ କରିଥାଏ। ଡ଼ାଲଚିନି ବ୍ୟାକ୍ଟେରିଆ ଏବଂ ଭାଇରସର ବିକାଶ କରିଥାଏ। ମହୁ ଏବଂ ଡ଼ାଲଚିନିରେ ଆଣ୍ଟି-ଭାଇରାଲ ଗୁଣ ରହିଥାଏ ଯାହା ଭାଇରାଲ ଇନଫେକ୍ସନ ପାଇଁ ଏକ ଉପଯୁକ୍ତ ଉପାୟ ହୋଇଥାଏ। ମହୁ ଏବଂ ଡ଼ାଲଚିନିରେ ଆଣ୍ଟି-ଇଂଫ୍ଲୋମେଟ୍ରି ଗୁଣ ରହିଥାଏ ଯାହା ଥଣ୍ଡା କାରଣରୁ ହେଉଥିବା ସଂକ୍ରମଣରୁ ରକ୍ଷା କରିଥାଏ। ଏହା ବ୍ୟତୀତ ପଙ୍ଗଲ ଇନଫେକ୍ସରୁ ମଧ୍ୟ ରକ୍ଷା କରିଥାଏ।

ପ୍ରତିରକ୍ଷା ବୁଷ୍ଟର ଭଳି କାମ କରିଥାଏ:

Cold peopleମାଇକ୍ରୋବକ୍ସ ନଷ୍ଟ କରିବା ବ୍ୟତୀତ ମହୁ ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ ମଜବୁତ କରିଥାଏ ଏବଂ ସଂକ୍ରମଣ ହେବାରୁ ରକ୍ଷା କରିଥାଏ। ମହୁ ସଫା ରକ୍ତ କୋଷିକାକୁ ଉତେଜିତ କରି ନ୍ୟୁଟ୍ରିଫିଲକୁ ସକ୍ରିୟ କରିଥାଏ। ଡ଼ାଲଚିନିରେ ଥିବା ପୋଷକ ତତ୍ତ୍ବ ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ସଂକ୍ରମଣରୁ ରକ୍ଷା କରିଥାଏ, ଯାହା ଦ୍ବାରା ଥଣ୍ଡା ହେବାର ଲକ୍ଷଣ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button