କଠିନ ପରିଶ୍ରମ ପରେ ମଧ୍ୟ ପାଖରେ ରହୁନାହିଁ ଗୋଟିଏ ବି ଟଙ୍କା, ଏହି ସମସ୍ୟାର ସମାଧାନ ପାନ ପତ୍ର

କଠିନ ପରିଶ୍ରମ ପରେ ମଧ୍ୟ ଯଦି ଆପଣଙ୍କର ପରିଶ୍ରମର ଫଳପ୍ରାପ୍ତି ହେଉନାହିଁ। ତେବେ ଏମିତିରେ ଆପଣ ବହୁତ ଦୁଃଖି ରହିଥାନ୍ତି। ଟଙ୍କାକୁ ନେଇ ଜଡିତ ଥିବା ସମସ୍ୟାର ସମାଧାନ ପାଇଁ ଆପଣ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। କିନ୍ତୁ ଏହି ସବୁ ପରେ ମଧ୍ୟ ଆମେ ଚିନ୍ତାରୁ ବାହାରି ପାରନ୍ତି ନାହିଁ। ଏମିତିରେ ଆପଣଙ୍କ ପାଇଁ ଗୋଟିଏ ପାନପତ୍ର ବହୁତ ଲାଭକାରୀ ହୋଇଥାଏ। ପାନ ପତ୍ର ଆପଣଙ୍କୁ ବହୁତ ଜଲଦି ଧନବାନ ବନାଇପାରିବ।
-ଧନର ଅଭାବରେ ଚିନ୍ତିତ ଥିଲେ ମଙ୍ଗଳବାର ଦିନ ପାନ ପତ୍ରରେ ସାତଟି ଲବଙ୍ଗ ଭରି ମନ୍ଦିରରେ ରଖି ଦିଅନ୍ତୁ। ପରଦିନ ଏହାକୁ ପାଣିରେ ପ୍ରବାହିତ କରିଦିଅନ୍ତୁ।
-ଏହାଛଡା ଶନିବାର ଦିନ ପାନ ପତ୍ରକୁ ଶନି ମନ୍ଦିରରେ ଶନି ଦେବଙ୍କୁ ଅର୍ପଣ କରନ୍ତୁ ଏବଂ ରବିବାର ଦିନ ଏହାକୁ ନିଆଁରେ ଜଳାଇ ଦିଅନ୍ତୁ। ଏହାଦ୍ବାରା ମଧ୍ୟ ଧନ ପ୍ରାପ୍ତିର ମାର୍ଗ ସଶକ୍ତ ହୋଇଥାଏ।
-ସୋମବାର ଦିନ ଘରେ କର୍ପୁର ଧୂଆଁ କରିବା ବହୁତ ଭଲ ହୋଇଥାଏ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ସମାପ୍ତ ହୋଇଥାଏ ଏବଂ ଧନ ସମ୍ବଦ୍ଧୀୟ ସମସ୍ୟା ଶେଷ ହୋଇଥାଏ।
-ପାନ ପତ୍ରକୁ ଗଙ୍ଗାଜଳରେ ଶୁଦ୍ଧ କରି ତାହାକୁ ଚନ୍ଦନରେ ସ୍ବାତ୍ତିକ ବନାଇ ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ପରେ ସଂଧ୍ୟାରେ କାଳ ମନ୍ଦିରରୁ ଉଠାଇ ନିଜ ପର୍ସରେ ରଖି ଦିଅନ୍ତୁ।
-ପାନ ପତ୍ରରେ ବତାଶା ରଖି ହନୁମାନଙ୍କୁ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଏହି ବିଦ୍ଧିକୁ ଲଗାତର ୧୧ ଥର କରନ୍ତୁ।
-ପାନ ପତ୍ରରେ ସ୍ବସ୍ତିକ ବନାଇ ପୂଜା କରି ତାହାକୁ ବିଷ୍ଣୁଙ୍କ ମନ୍ତ୍ରରେ ଶୁଦ୍ଧ କରନ୍ତୁ ଏବଂ ଘରେ ଟଙ୍କା ରଖିଥିବା ସ୍ଥାନରେ ସ୍ଥାପିତ କରନ୍ତୁ। ଏହାଦ୍ବାରା ଧନ ସମ୍ବଦ୍ଧୀୟ ସମସ୍ୟା ସମାପ୍ତ ହୋଇଥାଏ।
-ପାନ ପତ୍ରରେ ଓଂ ଲେଖି ଦୁର୍ଗା ମାତାଙ୍କ ପ୍ରତିମା ପାଖରେ ରଖିଦିଅନ୍ତୁ ଏବଂ ଦୁର୍ଗାଙ୍କର ସ୍ତୁତି ଏବଂ ଚାଳିସା ପାଠ କରି ଏହାକୁ ଘରେ ରଖନ୍ତୁ।
-ରବିବାର ଦିନ ମନ୍ଦିରରେ ପାନ ପତ୍ର ଦାନ କରିବା ଦ୍ବାରା ମଧ୍ୟ ସମସ୍ତ ଅଟକି ରହିଥିବା କାମ ପୂରା ହୋଇଥାଏ। ଜୀବନରେ ମାଙ୍ଗଳିକ କାମର ଆରମ୍ଭ ହୋଇଥାଏ।
-ପାରିବାରିକ ସମ୍ବଦ୍ଧକୁ ସୁଧାରିବା ପାଇଁ ଗଣେଶଙ୍କୁ ପାନ ପତ୍ର ଅର୍ପଣ କରନ୍ତୁ। ଏହାଦ୍ବାରା ପାରିବାରିକ ସମ୍ବଦ୍ଧରେ ମଧୁରତା ଆସିଥାଏ ଏବଂ ପାରିବାରିକ କଳହ ସମାପ୍ତ ହୋଇଥାଏ।



