ଦେଶ ବିଦେଶ

ବିଦ୍ୟାର୍ଥୀଙ୍କ ପାଇଁ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ଏହି ମୁଦ୍ରା, ଜାଣନ୍ତୁ ଏହାର ସଠିକ୍‌ ଉପାୟ

ଦୁଇ ହାତ ମଝିରେ ଥିବା ତ୍ରୁତୀୟ ଆଖିକୁ ଅତିନ୍ଦ୍ରୀୟ ଜ୍ଞାନ ବୋଲି କୁହାଯାଏ। ଏହାର ସକ୍ରିୟତାରୁ ଅନେକ ଘଟଣାର ପୂର୍ବାଭାଷ ହୋଇଯାଇଥାଏ ଏବଂ ଆଧ୍ୟାତ୍ମିକ ଯାତ୍ରାରେ ଦିବ୍ୟ ଅନୁଭବ ହୋଇଥାଏ। ଅତିରିକ୍ତ ଶକ୍ତି ଜାଗ୍ରୁତ ହୋଇଥାଏ ଏବଂ ସମ୍ଭବନାର ଅନେକ ଦ୍ୱାର ଖୋଲିଥାଏ। ଶକ୍ତିପାନ ମୁଦ୍ରା ତ୍ରୁତୀୟ ଆଖି ଖୋଲିଥାଏ। ଏହାଦ୍ୱାରା ଅବସାଦ ଦୂର ହୋଇଥାଏ ଏବଂ ଏକାଗ୍ରତା ମଧ୍ୟ ବଢ଼ିଥାଏ। ଏଥିପାଇଁ ଏହି ମୁଦ୍ରା ବିଦ୍ୟାର୍ଥୀ ଏବଂ ସ୍ମରଣ ଶକ୍ତି କମ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଚମତ୍କାରିକ ଅଟେ।

ଏମିତି କରନ୍ତୁ ଶକ୍ତିପାନ ମୁଦ୍ରା

ଦୁଇ ହାତର ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଳିର ଅଗ୍ରଭାଗକୁ ମିଶାନ୍ତୁ। ମଧ୍ୟମା, ଅନାମିକା ଏବଂ କନିଷ୍ଠା ଆଙ୍ଗୁଳିକୁ ମୋଡି ହାତରେ ହାଲୁକା ଚାପ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ପାଖାପାଖି ୪୫ ମିନିଟ୍‌ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button