ଜୀବନଶୈଳୀ

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ଜନ୍ମ ପୂର୍ବରୁ ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ ଅଟେ। କିନ୍ତୁ ଗର୍ଭାବସ୍ଥାରେ କିଛି ଏମିତି ଲକ୍ଷଣ ରହିଛି ଯାହାକୁ ଆଧାର କରି ଆପଣ ଜାଣିପାରିବେ ଗର୍ଭରେ ପୁଅ ଅଛି ନା ଝିଅ।

ମହିଳା ଅତ୍ୟଥିକ ମୁଡି ବା ମନୁଆ ହେଲେ

କୁହାଯାଏ ଯେ ଯଦି ଗର୍ଭବତୀ ମହିଳା ଆବଶ୍ୟକରୁ ଅଧିକ ମନୁଆ ହେବାକୁ ଲାଗନ୍ତି ତେବେ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇପାରନ୍ତି। ଏହାପଛରେ ଆଉ ଏକ କାରଣ ମଧ୍ୟ ରହିଛି ଯେ ମହିଳାଙ୍କ ଠାରେ ଫିମେଲ ହର୍ମୋନସ୍ ବଢ଼ିବାରେ ଲାଗିଥାଏ।

ସ୍ତନର ଆକାର

ଗର୍ଭବତୀ ମହିଳା ନିଜର ସ୍ତନର ଆକାରକୁ ଦେଖି ଏହା ପତ୍ତା ଲଗାଇପାରିବେ ଯେ ସେ ପୁଅ ଜନ୍ମ ଦେବେ ନା ଝିଅ। ଯଦି ମହିଳାଙ୍କର ଡାହାଣ ପାର୍ଶ୍ୱ ସ୍ତନ ବାମ ପାର୍ଶ୍ୱ ସ୍ତନ ଠାରୁ ବଡ ହୋଇଥାଏ ତେବେ ମହିଳା ପୁଅ ଜନ୍ମ ଦେବେ। ଯଦି ସେହି ମହିଳାଙ୍କର ବାମ ସ୍ତନ ଡାହାଣ ସ୍ତନ ଠାରୁ ବଡ ହୋଇଥାଏ ତେବେ ଝିଅ ହେବ।

pregnant1ହାର୍ଟ ବିଟ୍‌

ହାର୍ଟ ବିଟ ମାଧ୍ୟମରେ ସବୁଠୁ ସହଜରେ ଜାଣିହୁଏ ମହିଳାଙ୍କ ଗର୍ଭରେ ପୁଅ ଅଛି ନା ଝିଅ। ଯଦି ଗର୍ଭବତୀ ମହିଳାଙ୍କ ହାର୍ଟ ବିଟ୍ ୧୪୦ ପଯ୍ୟର୍ନ୍ତ ହୋଇଯାଏ ତେବେ ତାଙ୍କ ଗର୍ଭରେ ଝିଅ ଅଛି। କାରଣ ପୁଅ ଥିଲେ ମହିଳାଙ୍କ ହାର୍ଟବିଟ୍ ସାମାନ୍ୟ ରହିଥାଏ।

ଖାଦ୍ୟପେୟ

ଗର୍ଭବତୀ ମହିଳାଙ୍କ ଖାଦ୍ୟ ପାନୀୟ ଦ୍ୱାରା ଆପଣ ଜାଣିପାରିବେ ଯେ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ନା ଝିଅ। ଯଦି ମହିଳାଙ୍କୁ ନମକିନ୍ ଖାଇବାକୁ ଇଚ୍ଛା ହେଉଥାଏ ତେବେ ତାଙ୍କ ଗର୍ଭରେ ପୁଅ ଅଛି ଏବଂ ଯଦି ମହିଳାଙ୍କୁ ମିଠା ଖାଇବାକୁ ମନ ହେଉଥିବ ତେବେ ଗର୍ଭରେ ଝିଅ ଅଛି ବୋଲି ଜଣାଯାଇଥାଏ।

pregnant-outdoorsମହିଳାଙ୍କ ସ୍ୱାମୀଙ୍କ ଓଜନ

ଯଦି ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କର ଓଜନ ବଢ଼ିଯାଉଥାଏ ତେବେ ଏହି ସଂକେତ ହେଉଛି ଗର୍ଭବତୀ ମହିଳାଙ୍କ ଗର୍ଭରେ ଝିଅ ଅଛି ଏବଂ ଯଦି ପତିଙ୍କର ଓଜନ ସାମାନ୍ୟ ରହିଥାଏ ତେବେ ସେହି ମହିଳା ଏକ ପୁଅକୁ ଜନ୍ମ ଦେବେ।

ପାଦର କେଶ ବଢ଼ିବା

କୌଣସି ବି ମହିଳାଙ୍କୁ ନିଜ ଶରୀରରେ କେଶ ଥିଲେ ଭଲ ଲାଗିନଥାଏ କିନ୍ତୁ ଗର୍ଭବତୀ ହେବା ପରେ ଯଦି କେଶ ବଢ଼ୁଥାଏ ତେବେ ଏହା ତାଙ୍କ ପାଇଁ ଖୁସ ଖବର ଆଣିଥାଏ। ଯଦି ଗର୍ଭବତୀ ମହିଳାଙ୍କ ପାଦରେ କେଶ ବଢ଼ୁଥାଏ ତେବେ ଏହି ସଂକେତ ହେଉଛି ସେହି ମହିଳା ଜଣେ ପୁଅକୁ ଜନ୍ମ ଦେବେ।

ନାକର ଆକାର

ଯଦି ମହିଳାଙ୍କ ନାକର ଆକାର ପରିବର୍ତ୍ତନ ହେଉଥାଏ ତେବେ ମହିଳାଙ୍କ ପେଟରେ ପୁଅ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button