ଦେଶ ବିଦେଶ

ଅଣ୍ଡରୱେରର ବି ରହିଛି ଏକ୍ସପାୟରୀ ଡେଟ୍‌, କେବେ ଆପଣ ଭାବିଛନ୍ତି କି?

ଆମେ ବ୍ୟବହାର କରୁଥିବା ଅନେକ ଜିନିଷର ଏକ୍ସପାୟରୀ ଡେଟ୍‌ ନ ଥାଏ ବୋଲି ସାଧାରଣତଃ ସମସ୍ତଙ୍କର ଧାରଣା ଥାଏ। କିନ୍ତୁ ଏହା ପୂରାପୂରି ଭୁଲ୍‌। ସବୁ ଜିନିଷର ରହିଛି ଏକ୍ସପାୟରୀ ଡେଟ୍‌। ଏପରି କି, ଆପଣ ପିନ୍ଧୁଥିବା ଅଣ୍ଡରୱେରର ବି ଥାଏ ଏକ୍ସପାୟରୀ ଡେଟ୍‌। ଆସନ୍ତୁ ଜାଣିବା, ନିତ୍ୟ ବ୍ୟବହାର୍ଯ୍ୟ ୪ଟି ଜିନିଷର ଏକ୍ସପାୟରୀ ଡେଟ୍‌ ବିଷୟରେ, ଯାହା ଆପଣ କେବେ ଭାବି ନ ଥିବେ।

୧. ସାଇକ୍ଲିଂ ହେଲ୍‌ମେଟ

ସାଇକେଲ ଚଲାଇବା ବେଳେ ଯେଉଁ ହେଲ୍‌ମେଟ ବ୍ୟବହାର କରାଯାଇଥାଏ, ତାହାକୁ କେବଳ ୩ ବର୍ଷ ପାଇଁ ବ୍ୟବହାରରେ ନିଆଯାଇଥାଏ।

୨.ମସ୍କରା

ଯୁବତୀ ଏବଂ ମହିଳାମାନେ ଆଖିରେ ଲଗାଉଥିବା ମସ୍କରାର ରହିଛି ଏକ୍ସପାୟରୀ ଡେଟ୍‌। ଏହାକୁ ଆପଣ କେବଳ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

lady2

୩.ଲିପଷ୍ଟିକ୍‌

ଲିପଷ୍ଟିକ୍‌କୁ ଆପଣ ଦୁଇବର୍ଷ ପର୍ଯ୍ୟନ୍ତ ଓଠରେ ଲଗାଇପାରିବେ। ଦୁଇବର୍ଷ ପରେ ଏହା ଖରାପ ହୋଇଯାଇଥାଏ।

୪.ଅଣ୍ଡରୱେର

ଅଣ୍ଡରୱେରକୁ ଆପଣ ମାତ୍ର ଗୋଟିଏ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାର ଏକ୍ସପାୟରୀ ଡେଟ୍‌ ଗୋଟିଏ ବର୍ଷ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button