ଦେଶ ବିଦେଶ

ପୁରୁଷମାନେ ନିଜ ଡ୍ରେସିଂ ସେନ୍ସର ଲୁକକୁ ନେଇ କନଫ୍ୟୁଜରେ ରହୁଛନ୍ତି କି? ତେବେ ଥରେ ଟ୍ରାଏ କରନ୍ତୁ ଏହି କମ୍ବିନେସନ୍‌

ଡ୍ରେସ ହିସାବରେ ଯଦି ଆପଣ ସୁଜ୍ ପିନ୍ଧନ୍ତି ତେବେ ଆପଣଙ୍କୁ ପରଫେକ୍ଟ ଲୁକ୍ ପାଇପାରେ କେହି ବି ବାଧା ଦେବେନାହିଁ। କିଛି ଲୋକ ଜୋତା ଏବଂ କପଡାକୁ ମ୍ୟାଚିଂ କରିପାରନ୍ତି ନାହିଁ। ଯେଉଁ କାରଣରୁ ତାଙ୍କ ଷ୍ଟାଇଲ ବିଗିଡିଯାଇଥାଏ। ଏହା କେବଳ ଫର୍ମାଲରେ ବରଂ କାଜୁଆଲ ଡ୍ରେସ ପିନ୍ଧୁଥିବା ବ୍ୟକ୍ତି ମଧ୍ୟ ଜାଣିବା ନିହାତି ଆବଶ୍ୟକ। ଖାସ୍ କରି ପୁରୁଷ ମାନଙ୍କୁ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ କାରଣ ପ୍ରାୟ ସମୟରେ ସେମାନେ ଏହି ଭୁଲ କରିବସନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଜିନ୍ସ ଏବଂ ସୁଜ୍ ଭିତରେ କେମିତି ରଖିବେ କମ୍ବିନେସନ।

whiteଡେନିମ ଜିନ୍ସ ଏବଂ ସ୍ନିକର

ଡେନିମ ଜିନ୍ସ ସହିତ ସ୍ନିକର ପିନ୍ଧିଲେ ଏକ ଷ୍ଟାଇଲିସ୍ ଲୁକ୍ ଆସିଥାଏ। ଯଦି ଆପଣ ହ୍ଵାଇଟ କିମ୍ବା ବ୍ଲାକ ସ୍ନିକର ପିନ୍ଧୁଛନ୍ତି ତେବେ ସାର୍ଟ ସହିତ କମ୍ବିନେସନ କରିବା ଆବଶ୍ୟକତା ନାହିଁ। ଯଦି ଆପଣ ଏହି ଦୁଇ ରଙ୍ଗ ବ୍ୟତୀତ ଅନ୍ୟ ରଙ୍ଗର ସୁଜ୍ ପିନ୍ଧିବାକୁ ଚାହୁଁଛନ୍ତି ତେବେ ସାର୍ଟ ଏବଂ ବେଲ୍ଟର କଲର ଅନୁଯାୟୀ ସୁଜ୍ ପିନ୍ଧନ୍ତୁ।

ବ୍ଲାକ୍ ଜିନ୍ସ ଏବଂ କଲରଫୁଲ ସୁଜ୍‌

କଲରଫୁଲ୍ ସୁଜ୍ କାଜୁଆଲ ଡ୍ରେସର ଜୀବନ ହୋଇଥାଏ। ବ୍ଲାକ ଜିନ୍ସ ସହିତ ଏହା ବହୁତ ଭଲ ଦେଖାଯାଇଥାଏ।

ରିପଡ୍ ଜିନ୍ସ ଏବଂ ବୁଟ୍ସ

barunବୁଟକୁ ଆପଣ ରିପଡ୍ ଜିନ୍ସ ସହିତ ପିନ୍ଧି ଟ୍ରେଣ୍ଡି ଲୁକ୍ ପାଇପାରିବେ। ଏହି ପ୍ରକାରର ଡ୍ରେସ କମ୍ ଉଚ୍ଚତା ଥିବା ପୁଅମାନେ କଲେ ଲମ୍ବା ଦେଖାଯିବା ସହିତ ଷ୍ଟାଇଲିସ୍ ବି ଦେଖାଯିବେ।

ବ୍ଲାକ ସ୍ନିକର ଏବଂ ଜିନ୍ସ

shaihdବ୍ଲାକ୍ ସ୍ନିକରକୁ କୌଣସି ବି ଜିନ୍ସ ସହିତ ପିନ୍ଧି ପାରିବେ। ଏମିତି ସ୍ନିକର ଅନେକ ପ୍ରକାର ଷ୍ଟାଇଲ ଏବଂ ଡିଜାଇନରେ ଉପଲବ୍ଧ। ଆପଣ ନିଜ ପସନ୍ଦ ଅନୁଯାୟୀ ଏବଂ ବଜେଟ ଅନୁଯାୟୀ କିଣିପାରିବେ।

ହ୍ଵାଇଟ୍ ସ୍ନିକର ଏବଂ ଧଳା ଜିନ୍ସ

ହ୍ଵାଇଟ୍ ଜିନ୍ସ ସହିତ ଧଳା ରଙ୍ଗର ସ୍ନିକରକୁ ମଧ୍ୟ ପିନ୍ଧି ପାରିବେ। ଏହାଦ୍ୱାରା ଆପଣଙ୍କ ଷ୍ଟାଇଲରେ କିଛି ବି ଖରାପ ଲୁକ୍ ଆସିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button