ଦେଶ ବିଦେଶ

ରାତିରେ ଶୋଇବା ପୁର୍ବରୁ ଚେହେରାରେ ଲଗାନ୍ତୁ ଏହି ଜିନିଷ, ସକାଳୁ ଦେଖନ୍ତୁ ଚମତ୍କାର

ପ୍ରାୟ ସମସ୍ତେ ଚାହାନ୍ତି ସୁନ୍ଦର ଦେଖା ଯିବା ପାଇଁ କିନ୍ତୁ ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ନିଜର ଧ୍ୟାନ ରଖିବା ପାଇଁ କାହାକୁ ମଧ୍ୟ ସମୟ ମିଳୁ ନାହିଁ। ଏହି କାରଣ ଯୋଗୁଁ ତ୍ବଚା ଜଲଦି ଖରାପ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଉରୋଇ ଉପାୟ ଜଣାଇବାକୁ ଯାଉଛୁ, ଯାହା ବହୁତ ଫାଇଦା ପୁର୍ଣ୍ଣ ଏବଂ ଏହାକୁ ଆପଣେଇ ଚେହେରାର କଳା ଦାଗ ଏବଂ ଆକ୍ନି ସହିତ ତ୍ବଚା ସମ୍ବଦ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ।

ଆପଣାନ୍ତୁ ଏହି ଉପାୟ 

ସର୍ବପ୍ରଥମେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଆବଶ୍ୟକ। ତାହା ହେଉଛି ଅଧା ଚାମଚ ନଡିଆ ତେଲ, ଏକ ଚାମଚ ଆଲୋଭେରା ଜେଲ।

alovera gel

କେମିତି କରିବେ ବ୍ୟବହାର :

-ସର୍ବ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ। ଏହା ପରେ ସେଥିରେ ଆଲୋଭେରା ଜେଲ ଏବଂ ନଡିଆ ତେଲ ପକାଇ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ।

-ବର୍ତ୍ତମାନ ଏହି ପେଷ୍ଟକୁ ଚେହେରା ଏବଂ ଗଳାରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩ ମିନିଟ ହାଲକା ଭାବରେ ମସାଜ କରନ୍ତୁ।

-୧୫ ମିନିଟ ପରେ ଆପଣ ଆପଣଙ୍କ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହି ଜେଲର ବ୍ୟବହାର ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ସପ୍ତାହରେ ଅତି କମରେ ୩ ଥର ଏହାକୁ ଆପଣଙ୍କ ଚେହେରା ଏବଂ ବେକରେ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button