ଓଡିଶା

Interesting Gk Questions- ୮ ଟି କଦଳୀକୁ ନ କାଟି ନ ଭାଙ୍ଗି ୯ ଜଣ ଲୋକଙ୍କ ମଧ୍ୟରେ କେମିତି ସମାନ ଭାବରେ ବାଣ୍ଟି ପାରିବା ? ୯୯ % ଲୋକ ଫେଲ

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧ ଓଡ଼ିଶାର କୈଳାସ କେଉଁ ସ୍ଥାନକୁ କୁହାଯାଇଥାଏ ?

ଉତ୍ତର:- ଢେ଼ଙ୍କାନାଳ ଜିଲ୍ଲାରେ ଥିବା କପିଳାସ ପର୍ବତକୁ ଓଡ଼ିଶାର କୈଳାସ କୁହାଯାଇଥାଏ

ପ୍ରଶ୍ନ-୨

ଆସାମର ରାଜକୀୟ ପଶୁର ନାମ କଣ ?

ଉତ୍ତର- ଆସାମର ରାଜକୀୟ ପଶୁ ଏକ ସିଙ୍ଗ ବାଲା ଗେଣ୍ଡା ଅଟେ ।

ପ୍ରଶ୍ନ-୩

ଏମିତି ଏକ ଫଲ ଯାହାର ପ୍ରଥମ ଅକ୍ଷର କାଟି ଦେଲେ ଓଡ଼ିଶାର ଏକ ରାଜ୍ୟର ନାମ ହେବ ?

ଉତ୍ତର:- ସପୁରୀ

ପ୍ରଶ୍ନ-୪

କେଉଁ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ଅଟେ ?

ଉତ୍ତର- କୁଏତ ଦେଶରେ ପେଟ୍ରୋଲ ପାଣି ଠାରୁ ବି ଶସ୍ତା ଅଟେ ।

ପ୍ରଶ୍ନ-୫

ତାହା କଣ ଯାହା ନିଆ ଜଳେଇବାପାଇଁ ଓ ନିଆ ଲିଭାଇବା ପାଇଁ ବ୍ୟବହାର କରାଯାଏ ?

ଉତ୍ତର:- ପବନ

ପ୍ରଶ୍ନ-୬

ଦୁନିଆର ସବୁଠାରୁ ଆଲିଶାନ ଦେଶ କାହାକୁ କୁହାଯାଏ ?

ଉତ୍ତର- ଦୁନିଆର ସବୁଠୁ ଆଲିଶାନ ଦେଶ ଇଣ୍ଡୋନେସିୟା ଅଟେ ।

ପ୍ରଶ୍ନ-୭

ଟୁଥପେଷ୍ଟ ତିଆରି କରିବାରେ କାହାର ପ୍ରୟୋଗ କରାଯାଏ ?

ଉତ୍ତର- Calcium Phosphate

ପ୍ରଶ୍ନ-୮

ଗାନ୍ଧୀଜୀର ଫଟୋ ନୋଟ ଉପରେ କେବେ ଆସିବାର ଆରମ୍ଭ ହେଲା ?

ଉତ୍ତର- ୧୯୯୬ ମସିହାରେ

ପ୍ରଶ୍ନ-୯

କେଉଁ ଜୀବର ମସ୍ତିଷ୍କର ଓଜନ ସବୁଠୁ ଅଧିକ ହୋଇଥାଏ ?

ଉତ୍ତର – ହାତୀ

ପ୍ରଶ୍ନ-୧୦

ନେପାଳର ରାଷ୍ଟ୍ରୀୟ ପଶୁ କାହାକୁ କୁହାଯାଏ ?

ଉତ୍ତର – ଗାଈ

ପ୍ରଶ୍ନ-୧୧

ହାତୀର ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର – ୨୬ ଟି ଦାନ୍ତ

ପ୍ରଶ୍ନ-୧୨

ଏପରି କେଉଁ ଜିନିଷ ଅଛି ଯାହାକୁ ବ୍ରେକ ଫାଷ୍ଟ ପୂର୍ବରୁ ଖାଇ ପାରିବେନାହିଁ?

ଉତ୍ତର – ଲଞ୍ଚ ଓ ଡିନର

ପ୍ରଶ୍ନ-୧୩

କେଉଁ ଦେଶକୁ ସୌନ୍ଦର୍ଯ୍ୟର ଦେଶ କୁହାଯାଏ?

ଉ: ଫ୍ରାନ୍ସ

ପ୍ରଶ୍ନ-୧୪

ଭାରତରେ କେଉଁ ରାଜ୍ୟରେ ସବୁଠୁ କମ୍ ନଗରୀ ରହିଛି?

ଉ: ମେଘାଳୟ

ପ୍ରଶ୍ନ-୧୫

୮ ଟି କଦଳୀକୁ ନକାଟି ନ ଭାଙ୍ଗି ୯ ଜଣ ଲୋକଙ୍କ ମଧ୍ୟରେ କେମିତି ସମାନ ଭାବରେ ବାଣ୍ଟି ପାରିବା ?
ଉତ୍ତର କଦଳୀ ସେକ ତିଆରି କରି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button