ନୀତି

ଗହମ ପେଷିବା ପୂର୍ବରୁ କରନ୍ତୁ ଏହି ୩ ଉପାୟ, କେବେବି ହେବନାହିଁ ଅନ୍ନର ଅଭାବ

ଘରେ ଭୋଜନ ପାଇଁ ଗହମ ପେଶା ହୋଇ ଅଟା କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଜ୍ୟୋତିଷ ଶାସ୍ତ୍ରରେ ଗହମ ପେଷିବା ସହ ଜଡିତ ଅନେକ ଉପାୟ କୁହାଯାଇଛି। ଏହି ଉପାୟ ସାହାଯ୍ୟରେ ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣାଙ୍କ କୃପା ଆପଣଙ୍କ ଘରେ ସବୁବେଳେ ରହିଥାଏ। ଏହି ଉପାୟ ସାହାଯ୍ୟରେ ଘର ଉନ୍ନତି କରିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ। ତେବେ ଆସନ୍ତୁ ଜାଣିବା ଗହମ ପେଷିବା ସମୟରେ କରାଯାଉଥିବା ଉପାୟ ବିଷୟରେ।

-ଚକ୍କିରେ ଗହମ ପେଷିବାକୁ ଯିବା ସମୟରେ ତୁଳସୀର ଗୋଟେ ପତ୍ର ଗହମରେ ପକାଇ ଦିଅନ୍ତୁ।

-ଏକ ଲାଲ ବ୍ୟାଗରେ ଦୁଇଟି କେସର ଏବଂ ଗହମ ଭର୍ତ୍ତି କରି ମନ୍ଦିରରେ କିଛି ସମୟ ପାଇଁ ରଖି ଦିଅନ୍ତୁ। ଏହାପରେ ଏହାକୁ ନେଇ ପେଶୀ ଦିଅନ୍ତୁ।

-ଯଦି ୧୦ କିଲୋ ଗହମ ପେଷୁଛନ୍ତି। ତେବେ ସେଥିରେ ଅଧା କିଲୋ ଚଣା ମଧ୍ୟ ପେଶୀ ଦିଅନ୍ତୁ। ୨୦ କିଲୋ ପେସୁଥିଲେ ୧ କିଲୋ କଳା ଚଣା ପେଶୀ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button