ବିଚାର

କଣ ଓଡିଶା ଲୋକ ଏତେ ବୋକା ? ଦେଖନ୍ତୁ କେମିତି ଓଡିଆଙ୍କୁ ଚୁନା ଲଗାଉଛନ୍ତି ଅଣ ଓଡିଆ ବେପାରୀ, ସତ ସାମ୍ନାକୁ ଆସିବା ପରେ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନାଶିକରୁ ଏକ ଗୋଷ୍ଟି ଆସିଛନ୍ତି ଏବଂ ରାଜଧାନୀରେ, ପୋଖରୀରେ ଯେଉଁ ଦଳ ଗୁଡିକ ରହିଥାଏ ତାକୁ କଲର କରି ବିକ୍ରି କରୁଥିବାର ନଜର ଆସିଥିଲେ । ଏବଂ ଧରାପଡିଥିଲେ । ତେବେ କିଛି ଲୋକେ ଏହାକୁ ନେଇ କହିଛନ୍ତି ଯେ ଆମ୍ଭର ଓଡିଆ ଲୋକ ସମସ୍ତେ ନିରୀହ ବୋଲି ସମସ୍ତେ ଜାଣିଛନ୍ତି । ମାତ୍ର ଏମାନେ ଆସି ପୋଖରୀ ଗାଡିଆ ରୁ ଦଳକୁ କାଟୁଛନ୍ତି ଏବଂ କାଟିକାରି ତାହା ଉପରେ ସାଇଜ କରି କଲର ଦେଉଛନ୍ତି ଏବଂ ଫଟୋ ଆଣି ଦେଖାଉଛନ୍ତି ଯେ ଏହିଭଳି ଫୁଲ ଫୁଟିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ଆମ୍ଭ ଓଡିଶା କେବେ ସୁଧୁରିବନି ସେମାନେ ହଠାତ ସମସ୍ତଙ୍କୁ ହଠାତ ବିଶ୍ଵାସ କରିନେବେ ଏବଂ ଲୋକେ ଏହାକୁ କିଣିବେ । ଆଉ ଯେଉଁ ସ୍ତ୍ରୀ ଲୋକେ ଯେଉଁମାନେ ବାଡାବାଡି କରୁଛନ୍ତି ଏହାକୁ କିଣିବା ଲାଗି । ମାତ୍ର ତାଙ୍କୁ ଅନୁରୋଧ ଯେ ସଠିକ ଭାବରେ ବୁଝି ତଥା ଭାବି ଚିନ୍ତି କୌଣସି ଜିନିଷ କିଣନ୍ତୁ ।

ଏମାନଙ୍କର ଠିକଣା କିଛି ନାହିଁ, ଆଜି ଏଠାରେ ତ କାଲି ଆଉ କେଉଁଠି । ତେବେ ଯେତିକି ଅଣଓଡିଆ ଅଛନ୍ତି ଯେଉଁମାନେ ବାହାରୁ ଆସିଛନ୍ତି ସମସ୍ତେ ଏହିଭଳି କାମ କରୁଛନ୍ତି । ସମସ୍ତେ ଆସୁଛନ୍ତି ଓଡିଆ ମାନଙ୍କୁ ଠକିବାକୁ ଏହା ବ୍ୟତୀତ ଅନ୍ୟ କିଛି ନୁହେଁ ।

ତେବେ ଏମାନଙ୍କୁ ଦେଖି ସନ୍ଦେହ ଏମିତି ହେଲା ଯେତେବେଳେ ଲୋକମାନେ ଦେଖିଲେଯେ ଏଗୁଡାକ ଦଳ ଯାକ କଣ କରୁଛନ୍ତି କାରଣ ସମସ୍ତେ ପୋଖରୀ ତଥା ଗାଡିଆରେ ଗାଧୋଇଛନ୍ତି ତଥା ଦଳ ବୋଲି ଭଲ ଭାବରେ ଜାଣିଛନ୍ତି । କିନ୍ତୁ ଏହାକୁ କାଟି ଏହା ଉପରେ ରଙ୍ଗ ଲଗାଇ କହୁଛନ୍ତି ଯେ ଏହି ରଙ୍ଗ ଅଛି ମାନେ ଏହି ଫୁଲ ଫୁଟିବ ଏବଂ ଗ୍ରୀନ ଥିଲେ ଗ୍ରୀନ ଫୁଟିବ ।

ତେବେ ଏହି ଟାଇପର କରି ଲୋକଙ୍କୁ ଏଭଳି ଭାବରେ ମୂର୍ଖ ବନାଉଛନ୍ତି ଏମାନେ ତାହା ଧାରଣାର ବାହାରେ । ମାତ୍ର ଏହାର ମୂଲ୍ୟ ୨୦ ଟଙ୍କା କିନ୍ତୁ ସେ ଏହି ୨୦ ଟଙ୍କାରୁ ଯେ କେତେ ଟଙ୍କା ଆୟ କରିସାରିଲେଣି ତାହା କହିବା ଅସମ୍ଭବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button