ଜୀବନଶୈଳୀ

ରାତିରେ ଶୋଇବା ପୁର୍ବରୁ ତକିଆ ତଳେ ରଖନ୍ତୁ ମାତ୍ର ଗୋଟିଏ ରସୁଣ ପାଖୁଡା ସକାଳେ ଦେଖିବେ ଯାହା ଘଟିବ ସ୍ଵପ୍ନରେ ବି ଭାବିନଥିବେ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ରସୁଣ ହେଉଛି ଦୁନିଆ ର ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ ଜିନିଷ।ଏହା ବିଭିନ୍ନ ପ୍ରକାର ର ପୋଷକ ତତ୍ତ୍ୱ ରେ ଭରି ରହିଥାଏ। ରସୁଣ ଖାଇବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ର ଉପାଦେୟତା ମିଳିଥାଏ ଏବଂ ଆମକୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ତେଣୁ ପ୍ରତ୍ୟେକ ଦିନ ସମସ୍ତ ଙ୍କୁ ରସୁଣ ଖାଇବା ନିହାତି ଜରୁରୀ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,ରସୁଣ ଆମକୁ ବିଭିନ୍ନ ପ୍ରକାର ରୋଗ ରୁ ବଞ୍ଚାଇ ଥାଏ ଏବଂ ଆମକୁ ରୋଗମୁକ୍ତ କରିଥାଏ ।

ରସୁଣ ଖାଇବା ଦ୍ୱାରା ଲିଭର ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ଏହାସହିତ ଏହାର ସେବନ ଦ୍ୱାରା ଶରୀରର ରକ୍ତ ସଫା ହୋଇଥାଏ ଏବଂ ରସୁଣ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରସୁଣ ର ସେବନ ଆହୁରି ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ ।

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ଯେତେବେଳେ ଇଜିପ୍ଟ ରେ ପିରାମିଡ଼ ବନା ହେଉଥିଲା ସେହି ସମୟରେ ଇଜିପ୍ଟ ର ବାସିନ୍ଦା କଞ୍ଚା ରସୁଣ କୁ ଚୋବାଇ ଖାଉଥିଲେ, ଏହାର ଔଷଧୀୟ ଗୁଣ କାରଣ ରୁ ।ରସୁଣ କୁ ଯଦି କଞ୍ଚା ଛେଚିକରି ଖାଆନ୍ତି ତେବେ ତାହାର ଉପକାରୀତା ଆହୁରି ବୃଦ୍ଧି ହୋଇଯାଇଥାଏ।

କିନ୍ତୁ ଏହାର ବିପରୀତ ଯଦି ଆପଣ ରସୁଣ କୁ ତରକାରୀ ରେ ବ୍ୟବହାର କରି ଖାଇଥାନ୍ତି ତେବେ ଏହାର ଉପକାରୀତା ନଷ୍ଟ ହୋଇ ଯାଇଥାଏ । ବନ୍ଧୁଗଣ ରସୁଣ କୁ କଞ୍ଚା ଏହାର ବାସ୍ନା ଯୋଗୁଁ ଖାଇ ହୋଇ ନଥାଏ । ତେଣୁ ଯଦି ଆପଣ ଏହାର ବାସ୍ନା କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏଥିରେ ବନସ୍ପତି ତେଲ ଅଥବା ଜୁଆଣି ମିଶାଇ ଖାଇପାରିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ରସୁଣ କୁ ତକିଆ ତଳେ ରଖିବା କଣ ପାଇଁ ଉଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ପ୍ରାୟତଃ ବ୍ୟକ୍ତି ତକିଆ ତଳେ ଅଥବା ନିଜ ପକେଟ ରେ ରସୁଣ ରଖିଥାନ୍ତି । ବନ୍ଧୁଗଣ ଏହାର କାରଣ ହେଉଛି ଯେ, ପକେଟ ରେ ରସୁଣ ରଖିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ଶୋଇବା ପୂର୍ବରୁ ରସୁଣ କୁ ତକିଆ ତଳେ ରଖିବା ଦ୍ୱାରା ଆପଣଂକୁ ଭଲ ଓ ସୁଖ ନିଦ ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କ ଚାରି ପାଖରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ଶରୀର ରେ ପ୍ରବେଶ କରି ପାରି ନଥାଏ ଏବଂ ସେହି ନକରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ ।

ତେଣୁ ବନ୍ଧୁଗଣ ସୁଖ ନିଦ ଏବଂ ସୌଭାଗ୍ୟ ପ୍ରାପ୍ତି ପାଇଁ ସର୍ବଦା ନିଜେ ପକେଟ ଏବଂ ଶୋଇବା ପୂର୍ବରୁ ତକିଆ ତଳେ ରସୁଣ ରଖନ୍ତୁ। ତେବେ ବନ୍ଧୁଗଣ ଏହା ଥିଲା ରସୁଣ ର ଉପକାରୀତା ଏବଂ ଏହାର ଗୁଣ ସମ୍ବନ୍ଧରେ । ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଏହି ସମ୍ବନ୍ଧରେ ଜାଣି ପସନ୍ଦ ଆସିଥିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button