ନୀତି

ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ ଯୁବକ କରନ୍ତୁନି ଏହି ୬ଟି ଭୁଲ, ନଚେତ ସାରା ଜୀବନ ରହିଯିବେ କୁଆଁରା

ବାସ୍ତୁଶାସ୍ତ୍ର ଏକ ବିଜ୍ଞାନ, ଯାହା ଦିଗ ଏବଂ ଆପଣଙ୍କ ଆଖପାଖରେ ଥିବା ଜିନିଷଗୁଡ଼ିକର ଭଲ ଏବଂ ଖରାପ ପ୍ରଭାବ ସମ୍ପର୍କରେ ସୂଚନା ଦେଇଥାଏ। ଆଜି ଆମେ ଆପଣଙ୍କୁ ବାସ୍ତୁ ହିସାବରେ ଜଣେ ବିବାହ ଯୋଗ୍ୟ ଯୁବକ କ’ଣ ସବୁ କରିବା ଉଚିତ, ତାହା କହିବାକୁ ଯାଉଛୁ।

୧. ବିବାହ ଯୋଗ୍ୟ କୁଆଁରା ଯୁବକ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ। କୁହାଯାଏ, ଏମିତି ଶୋଇଲେ ଭଲ ପ୍ରସ୍ତାବ ଆସି ନ ଥାଏ।

cxx

୨. କଳା ରଙ୍ଗର କପଡ଼ା ଏବଂ ଅନ୍ୟର ଜିନିଷକୁ କମ ବ୍ୟବହାର କରିବା ଉଚିତ।

୩. ଆପଣ ଆପଣଙ୍କ ବିଛଣାକୁ ଏମିତି ଭାବେ ରଖିବା ଉଚିତ, ଯେପରି ଶୋଇବା ସମୟରେ ଆପଣଙ୍କ ଗୋଡ଼ ଉତ୍ତର ଏବଂ ମୁଣ୍ଡ ଦକ୍ଷିଣ ଦିଗରେ ରହୁଥିବ।

h

୪. ଯେଉଁ କୋଠରୀରେ ଗୋଟିଏରୁ ଅଧିକ କବାଟ ଥିବ, ସେଠି ବିବାହ ଯୋଗ୍ୟ କୁଆଁରା ଯୁବକ ଶୋଇବା ଉଚିତ।

୫. ଯେଉଁ ରୁମକୁ ବାୟୁ ଚଳାଚଳ ଏବଂ ଆଲୋକ କମ ଯିବାଆସିବା କରୁଥିବ, ସେଠି ଶୋଇବା ଅନୁଚିତ।

ssf

୬. ଆପଣଙ୍କ ଘରର ରଙ୍ଗ ଚମକପ୍ରଦ, ହଳଦିଆ ଏବଂ ଗୋଲାପି ହେବା ଶୁଭ ହୋଇଥାଏ। ଗାଢ଼ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button