ନୀତି

ନୂଆ ଗାଡି କିଣିବା ପାଇଁ ଚାହୁଁଛନ୍ତି କି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ନୂଆ ଜିନିଷ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ମଧ୍ୟରେ କିଛି ଲୋକ ଶୁଭ ନୂଆ ଜିନିଷ କିଣିବାକୁ ନେଇ ଶୁଭ ମୁହୂର୍ତ୍ତ ଏବଂ ଶୁଭ ଦିନ ଖୋଜିଥାନ୍ତି। କିନ୍ତୁ କ’ଣ ଆପଣ ବି ଏପରି କରୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଚଳିତ ମାସରେ କ’ଣ ରହିଛି ଶୁଭ ମୁହୂର୍ତ୍ତ।

ଆପଣ ଗାଡି କିଣିବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ ଶୁଭ ସମୟ ଏବଂ ଶୁଭ ତାରିଖ। ଏହି ସମୟରେ ଗାଡି କିଣିବା ଦ୍ୱାରା ଆପଣଙ୍କ ଜୀବନରେ ଏବଂ ବ୍ୟବସାୟରେ ଖୁସିର ବାତାବରଣ ଦେଖାଯିବ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ଶୁଭ ମୁହୂର୍ତ୍ତ:

carଶୁକ୍ରବାର ୦୬ ନଭେମ୍ବର- ୦୬:୪୫:୦୮ ରୁ ୩୦:୩୭:୦୬ ମଧ୍ୟରେ

ଶୁକ୍ରବାର ୧୩ ନଭେମ୍ବର- ୦୬:୪୨:୩୦ ରୁ ୧୮:୦୧:୨୮ ମଧ୍ୟରେ

ରବିବାର ୧୫ ନଭେମ୍ବର- ୧୭:୧୬:୫୭ ରୁ ୩୦:୪୪:୦୫ ସମୟ ମଧ୍ୟରେ

ଶୁକ୍ରବାର ୨୦ ନଭେମ୍ବର- ୦୯:୨୨:୪୭ ରୁ ୨୧:୩୧:୪୫ ସମୟ ମଧ୍ୟରେ

vehicleରବିବାର ୨୨ ନଭେମ୍ବର- ୦୬:୪୯:୩୯ ରୁ ୨୨:୫୩:୩୯ ମଧ୍ୟରେ

ବୁଧବାର ୨୫ ନଭେମ୍ବର- ୧୮:୨୦:୩୩ ରୁ ୨୯:୧୨:୧୨ ମଧ୍ୟରେ

ସୋମବାର ୩୦ ନଭେମ୍ବର- ୦୬:୫୫:୫୯ ରୁ ୩୦:୫୫:୫୮ ସମୟ ମଧ୍ୟରେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button