ସ୍ୱାସ୍ଥ୍ୟ

ଭୟଙ୍କର ରୁ ଭୟଙ୍କର ଏସିଡିଟି, ପେଟ ଓ ଛାତି ଜାଳା ପୋଡା ମାତ୍ର 2 ମିନିଟ ରେ ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ବନ୍ଧୁଗଣ ଯାହାକୁ ବି ବହୁତ ଅଧିକ ଏସିଡିଟି ଅଛି ଏବଂ ପେଟରେ ବହୁତ ପୀଡ଼ା ମଧ୍ୟ ହେଉଛି ଏବଂ ଛାତିରେ ମଧ୍ୟ ପୋଡା ଜଳା ହେଉଛି ତାକୁ ଆପଣ କେବଳ ଦୁଇ ଦିନରେ ହିଁ ଚିକିତ୍ସା କରିପାରିବା। ତିନି ଏପରି ଉପଚାର ବିଷୟରେ ଆମେ ଆଜି ଆଲୋଚନା କରିବା ଯାହାଦ୍ୱାରା ଆପଣ ଦୁଇ ଦିନ ରେ ତାର ଉପଚାର କରିପାରିବେ। ଏହି ତିନୋଟି ଉପଚାର କୁ ଯଦି ଆପଣ ପ୍ରତିଦିନ କରିଦେବେ ତେବେ ଏହି ଭୟଙ୍କର ଏସିଡିଟି ରୁ ମଧ୍ୟ ମୁକ୍ତ ପାଇଁ ପାରିବେ। ତେବେ ଚାଲନ୍ତୁ ଜାଣିନେବା ସେହି ଉପଚାର ବିଷୟରେ। ସେଗୁଡିକ କଣ? ଓ ଏହାକୁ କିପରି ବ୍ୟବହାର କରି ପାରିବା।

ଏସିଡିଟି ରେ ପେଟ ଭିତରେ ବହୁତ ଯନ୍ତ୍ରଣା ହୁଏ। ଖାଇବା ଠିକ ଭାବରେ ହଜମ ହୋଇ ନଥାଏ।ଏବଂ ଏହି ଯନ୍ତ୍ରଣା ଛାତି ପର୍ଯ୍ୟନ୍ତ ପହଁଚି ଯାଇ ଥାଏ। ଏଥିପାଇଁ ଆପଣଙ୍କୁ ସାଧାରଣ ଜିରା ନେବାର ଅଛି । ଏହାକୁ ବ୍ୟବହାର କିପରି କରିବା? ପ୍ରଥମେ ଆମ ରୋଷେଇ ଘରେ ଥିବା ସାଧାରଣ ଜିରା ନେବାର ଅଛି ଗୋଟିଏ ଚାମଚ ଏବଂ ତାଙ୍କୁ ବିନା କିଛି କରି ଚୋବାଇବାର ଅଛି। ଏବଂ ଭଲ ଭାବରେ ଚୋବାଇବା ର ଦଶ ମିନିଟ ପରେ ଉଷୁମ ପାଣି ପିଇଦେବା। ଏହା କରିବା ଦ୍ୱାରା ଆମ ପେଟରେ ହେଉଥିବା ଜ୍ୱାଳା ଓ ଯନ୍ତ୍ରଣା ବହୁତ ମାତ୍ରା ରେ କମିଯିବ।

ଦ୍ଵିତୀୟ ଉପାୟ ଟି ହେଉଛି। ଆମକୁ କିଛି ମାତ୍ରାରେ ପାନ ମଧୁରୀ ନେବା ଏବଂ ତା ସହ ଟିକେ ଗୁଡ଼ ନେବା। ଖାଦ୍ୟ ଖାଇବା ପରେ ଏହି ଗୁଡ଼ ଓ ପାନ ମଧୁରୀ କୁ ଖାଇନେଵା ର ଅଛି। ପାନ ମଧୁରୀ ଓ ଗୁଡ଼ ଏହି ଦୁଇ ଜଣ ଙ୍କର କାମ ହେଉଛି ଖାଦ୍ୟ ହଜମ କରେଇବା। ଏବଂ ପାକସ୍ଥଳୀ କୁ ମଜବୁତ କରିବା। ତେଣୁ ଏହାକୁ ଖାଇବା ଦ୍ୱାରା ଏସିଡିଟି ରୁ ମୁକ୍ତି ମିଳିଥାଏ।

ତୃତୀୟ ଉପାୟ ଟି ହେଉଛି। ସକାଳେ ଉଷୁମ ପାଣି ନେଇନେବା ଏବଂ ସେଥିରେ ଅଦା ର ରସ କୁ ପକେଇଦେବା। ଏବଂ ସେଥିରେ ଜିରା କି ଗୁଣ୍ଡ କରି ପକେଇଦେବା। ଏବଂ ଏହା ପରେ ଏଥିରେ ଲେମ୍ଭୁ ରସ ମଧ୍ୟ ପକାଇ ଦେବା। ଏବଂ ଏକ ଚାମଚ ମହୁ ମଧ୍ୟ ପକାଇଦେବା।ଏହାକୁ ମିଶେଇ ଦେବା ଭଲରେ ଏବଂ ପିଇଦେବା।

ଏହି ତିନୋଟି ଯାକ ଉପଚାର ବହୁତ ଲାଭଦାୟକ ଅଟେ। ଯଦି ଆପଣ ଦୁଇଦିନ ଲଗାତାର ଏହି ଉପଚାର କୁ କରନ୍ତି ତେବେ ଆପଣଙ୍କୁ ଉଚିତ ଫଳ ମିଳିବ ଏବଂ ଏହି ଭୟଙ୍କର ଏସିଡିଟି ରୁ ମଧ୍ୟ ମୁକ୍ତି ପାଇଁ ପାରିବେ। ଏବଂ ପେଟ ଯନ୍ତ୍ରଣା,ଜ୍ୱାଳା ହେବା , ହଜମ ନ ହେବା, ଖାଇ ନ ପାରିବା ଆଦି ସମସ୍ତ ସମସ୍ୟା ଦୂର ହୋଇଯିବ। କାରଣ ଏହି ଉପଚାର ଟି ଏକଦମ ସହଜ ଓ ସଠିକ ମଧ୍ୟ।

ଯେଉଁ ବ୍ୟକ୍ତି ମାନେ ଏହି ଭୟଙ୍କର ଏସିଡିଟି ରୋଗରେ ପୀଡିତ ଅଛନ୍ତି ତେବେ ସେମାନେ ନିଶ୍ଚିତ ଏହି ଉପଚାର ବା ଏହି ଉପାୟ ଗୁଡିକ କରନ୍ତୁ ଏବଂ ଏହା କୁ କରିବା ଦ୍ୱାରା ଆମେ ଶତ ପ୍ରତିଶତ ଏହି ରୋଗ ରୁ ମୁକ୍ତି ପାଇଁ ପାରିବା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button